"ପାପିଲୋମାଭୁତାଣୁ ସଂକ୍ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
<!-- Definition and symptoms -->
'''ପାପିଲୋମାଭୁତାଣୁ ସଂକ୍ରମଣ''' ବା '''ମାନବ ପାପିଲୋମାଭୁତାଣୁ ସଂକ୍ରମଣ''' ([[ଇଂରାଜୀ ଭାଷା]]ରେ '''Human papillomavirus infection''' ଏକ ସଂକ୍ରାମକ ରୋଗ ([[:en:infection|infection]]) ଯାହା '''ମାନବ ପାପିଲୋମାଭୁତାଣୁଦ୍ୱାରା (''human papillomavirus'' ବା ଏଚପିଭି/HPV) ହୁଏ ।<ref name=Mil2015>{{cite book|last1=Milner|first1=Danny A.|title=Diagnostic Pathology: Infectious Diseases|date=2015|publisher=Elsevier Health Sciences|isbn=9780323400374|page=40|url=https://books.google.ca/books?id=YJ_uCQAAQBAJ&pg=PA40|language=en}}</ref> ଅଧିକାଂଶ ଏଚପିଭି ରୋଗରେ କୌଣସି ଲକ୍ଷଣ ନ ଥାଏ ଓ ସ୍ୱୟଂ ଉପଶମ ହୋଇଯାଏ ।<ref name=WHO2016/> କେତେକ କ୍ଷେତ୍ରରେ ଏହା ରହି [[ଭାତୁଡ଼ି]] ([[:en:wart|wart]]) ବା [[ପ୍ରାକ୍‌କର୍କଟ ବିକୃତି]]ରେ ([[:en:precancerous lesions|precancerous lesions]]) ପରିଣତ ହୁଏ ।<ref name=Lj2014/> ଏହି ପ୍ରାକ୍‌କର୍କଟ ବିକୃତି ସମୟ କ୍ରମେ [[ଗର୍ଭଶୟ ଗ୍ରୀବା କର୍କଟ]], [[ଯୋନୀ କର୍କଟ]] ([[:en:vulva cancer|vulva]]), [[ଯୋନୀପଥ କର୍କଟ]] ([[:en:vaginal cancer|vagina]]), [[ଲିଙ୍ଗ କର୍କଟ]] ([[:en:penis cancer|penis]]), [[ମଳଦ୍ୱାର କର୍କଟ]] ([[:en:anal cancer|anus]]), [[ପାଟି ଓ ଗଳା କର୍କଟ]] ([[:en:oropharynx|mouth, or throat]]) ଇତ୍ୟାଦି ରୋଗ ସଙ୍କଟ ସୃଷ୍ଟି କରିପାରେ ।<ref name=WHO2016/><ref name=Lj2014>{{cite journal|last1=Ljubojevic|first1=Suzana|last2=Skerlev|first2=Mihael|title=HPV-associated diseases|journal=Clinics in Dermatology|volume=32|issue=2|year=2014|pages=227–234|issn=0738-081X|doi=10.1016/j.clindermatol.2013.08.007|pmid=24559558}}</ref> ପ୍ରାୟ ୭୦% [[ଗର୍ଭଶୟ ଗ୍ରୀବା କର୍କଟ]] ରୋଗ ଦୁଇ ପ୍ରକାର ଏଚପିଭି (ଏଚପିଭି ୧୬ ଓ ଏଚପିଭି ୧୮) ଯୋଗୁ ହୁଏ ।<ref name=WHO2016>{{cite web|title=Human papillomavirus (HPV) and cervical cancer|url=http://www.who.int/mediacentre/factsheets/fs380/en/|website=WHO|accessdate=10 August 2016|date=June 2016}}</ref><ref name=CDC2015Can>{{cite web|title=The Link Between HPV and Cancer|url=http://www.cdc.gov/hpv/parents/cancer.html|website=CDC|accessdate=11 August 2016|date=September 30, 2015}}</ref> ଅନ୍ୟାନ୍ୟ କର୍କଟ ରୋଗ ମଧ୍ୟରୁ ୬୦ରୁ ୯୦% ରୋଗ ସ‌ହିତ ଏଚପିଭି ଲିଙ୍କ ହୋଇଥାଏ ।<ref name=CDC2015Can/> ଯୌନାଙ୍ଗ ଭାତୁଡ଼ି ([[:en:genital wart|genital wart]]) ଓ ରେସପିରେଟୋରି ପାପିଲୋମାଟୋସିସ ([[:en:respiratory papillomatosis|respiratory papillomatosis]]) ରୋଗମାନଙ୍କର ସାଧାରଣ କାରଣ ଏଚପିଭି୬ ଓ ଏଚପିଭି୧୧ ହୋଇଥିବା ଜଣାଯାଏ ।<ref name=WHO2016/>
 
<!-- କାରଣ ଓ କାର୍ଯ୍ୟବିଧି -->
ପାପିଲୋମାଭୁତାଣୁ ପରିବାରର ୧୫୦ ଟାଇପର ଭୁତାଣୁ ମଧ୍ୟରୁ ଗୋଟିଏ ଡିଏନଏ ଭୁତାଣୁର ([[:en:DNA virus|DNA virus]]) ନାମ ମାନବ ପାପିଲୋମାଭୁତାଣୁ ଯାହା ଯୋଗୁ ଏଚପିଭି ସଂକ୍ରମଣ ହୁଏ । <ref name=Mil2015/><ref name=CDC2015What/> ଏହି ଧରଣର ୪୦ ଟାଇପର ଭୁତାଣୁ ଯୌନ‌କ୍ରିୟାଦ୍ୱାରା ସଞ୍ଚାରିତ ହୋଇ ମଳଦ୍ୱାର ଓ ଯୌନାଙ୍ଗକୁ ସଂକ୍ରମିତ କରନ୍ତି ।<ref name=CDC2015What/> ନିରନ୍ତର ଏଚପିଭି ସଂକ୍ରମଣ ହେଉଥିବା ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଅଳ୍ପ ବୟସରେ ପ୍ରଥମ ଯୌନ ସଂଭୋଗ, ଅନେକ ଯୌନସାଥୀ, ଧୂମ୍ରପାନ ଓ ଇମ୍ମ୍ୟୁନିଟି ଅଭାବ ।<ref name=WHO2016/> ସାଧାରଣତଃ ଯୋନୀପଥ ଓ ମଳଦ୍ୱାର ମାଧ୍ୟମରେ ଯୌନ ସମ୍ଭୋଗ ସମୟରେ ଚର୍ମ ଚର୍ମ ମଧ୍ୟରେ ସ୍ପର୍ଶ ଯୋଗ ଏହି ସଂକ୍ରମଣ ହୁଏ ।<ref name=CDC2015What/> ଗର୍ଭାବସ୍ଥାରେ ଏହି ସଂକ୍ରମଣ ମାତାଠାରୁ ଶିଶୁକୁ ସଞ୍ଚାରିତ ହୋଇପାରେ ।<!-- <ref name=CDC2015QA/> --> ଟଏଲେଟ ସିଟ୍‌ଦ୍ୱାରା ଏହି ରୋଗ ବ୍ୟାପେ ନାହିଁଁ ।<ref name=CDC2015QA/> ଏକାଧିକ ଟାଇପର ଭୁତାଣୁଦ୍ୱାରା ଲୋକ ସଂକ୍ରମିତ ହୋଇପାରେ ।<ref name=CDC2015QA/> ଏଚପିଭି କେବଳ ମଣିଷକୁ ଆକ୍ରମଣ କରେ ।<ref name=Mil2015/>