"ହାଇଭ୍‌ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ହାଇଭ୍‌ସ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
ହାଇଭ୍‌ସ ([[ଇଂରାଜୀ ଭାଷା]]ରେ '''Hives''' ବା '''urticaria''') ଏକ ପ୍ରକାର ଲାଲ, ଉତ୍ଥିତ ଓ ଗଲୁକାରୀ [[ଚର୍ମ ରାସ]] ([[:en:skin rash|skin rash]]) ।<ref name=NIH2016>{{cite web|title=Hives|url=https://medlineplus.gov/hives.html|accessdate=10 August 2016}}</ref> ଏହ ପୋଡ଼ିବା ବା ନାହୁଡ଼ ମାରିବା ଭଳି ଲାଗେ ।<!-- <ref name=Jaf2015/> --> ଅଧିକାଂଶ ସମୟରେ ଏହି ପ୍ୟାଚ୍ ସ୍ଥାନ ବଦଳାଏ ।<!-- <ref name=Jaf2015/> --> ଏହି ରୋଗ କିଛି ଦିନ ନିମନ୍ତେ ରହେ ଓ କୌଣସି ସ୍ଥାୟୀ ଚର୍ମ ପରିବର୍ତ୍ତନ କରେନାହିଁ ।<!-- <ref name=Jaf2015/> --> ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ୫% ରୋଗ ରହେ ।<!-- <ref name=Jaf2015/> --> ଏହି ରୋଗ ପ୍ରତ୍ୟାବର୍ତ୍ତନ କରେ । <ref name=Jaf2015>{{cite journal|last1=Jafilan|first1=L|last2=James|first2=C|title=Urticaria and Allergy-Mediated Conditions.|journal=Primary care|date=December 2015|volume=42|issue=4|pages=473-83|pmid=26612369}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ସଂକ୍ରମଣ ତ‌ଥା ଔଷଧ, ପୋକ କାମୁଡ଼ା ବା ଖାଦ୍ୟ ଆଲର୍ଜିର ପ୍ରତିକ୍ରିୟା ([[:en:allergic reaction|allergic reaction]]) ଯୋଗୁ ହାଇଭ୍‌ସ ରୋଗ ହୁଏ&nbsp;।<ref name=Jaf2015/> ମାନସିକ ଚାପ ([[:en:Psychological stress|Psychological stress]]), ଥଣ୍ଡା ଉତ୍ତାପ କିମ୍ବା କମ୍ପନ ଟ୍ରିଗର ଯୋଗୁ ଏହି ରୋଗ ହୋଇପାରେ ।<ref name=NIH2016/><ref name=Jaf2015/> ପ୍ରାୟ ଅର୍ଦ୍ଧେକ କେଶ୍‌ରେ କୌଣସି କାରଣ ଖୋଜିଲେ ମିଳେନି ।<ref name=Jaf2015/> ହେ ଫିଭର ([[:en:hay fever|hay fever]]) ବା [[ଆଜ୍‌ମା]] ([[asthma]]) ରୋଗ ଥିଲେ ହାଇଭ୍‌ସ ରୋଗ ହେବା ସମ୍ଭାବନା ରହେ ।<ref>{{cite book|last1=Zuberbier|first1=Torsten|last2=Grattan|first2=Clive|last3=Maurer|first3=Marcus|title=Urticaria and Angioedema|date=2010|publisher=Springer Science & Business Media|isbn=9783540790488|page=38|url=https://books.google.ca/books?id=kzWdXE4VsfsC&pg=PA38|language=en}}</ref> ଏହି ରୋଗର ସ୍ୱରୁପ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।<!-- <ref name=Jaf2015/ --> ଆଲର୍ଜି ନିର୍ଣ୍ଣୟ କରିବାରେ [[ପ୍ୟାଚ ଟେଷ୍ଟିଙ୍ଗ]] ([[:en:Patch testing|Patch testing]] ) ଆବଶ୍ୟକ ହୋଇପାରେ ।<ref name=Jaf2015/>
 
 
== ଆଧାର ==
"https://or.wikipedia.org/wiki/ହାଇଭ୍‌ସ"ରୁ ଅଣାଯାଇଅଛି