"ରୂପଶ୍ରୀ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶୀ +ଓଡ଼ିଶୀ )
+ ଛବି
୨ କ ଧାଡ଼ି:
{{Infobox person
| name = ରୂପଶ୍ରୀ ମହାପାତ୍ର
| image = Guru Rupashree Mohapatra Mahari Dancer.jpg
| image_size = 250px
| alt =
୩୧ କ ଧାଡ଼ି:
| notable_works =
| style =
| influences =
| influenced =
| home_town =
| spouse = ଦେବାଶିଷ ଦାଶଗୁପ୍ତା
| children = ଦେବରୂପା
| parents = ହରିହର ମହାପାତ୍ର, ସରସ୍ଵତୀ ଦେବୀ
| relatives =
| callsign =
| awards = ମାହାରୀ ସମ୍ମାନ
| signature =
| signature_alt =
| signature_size =
| website = http://maharirupashree.com/
| footnotes =
| box_width =
}}
 
'''ରୂପଶ୍ରୀ ମହାପାତ୍ର''', ଜଣେ ଜଣାଶୁଣା [[ମାହାରୀ]] ଏବଂ [[ଓଡ଼ିଶୀ ନୃତ୍ୟ]]ଶିଳ୍ପୀ ।<ref>{{cite book|title=Sruti|url=http://books.google.com/books?id=uywqAQAAIAAJ|year=2000|publisher=P.N. Sundaresan}}</ref> ମାହାରୀ ନୃତ୍ୟକୁ ଦେଶବିଦେଶରେ ପହଞ୍ଚାଇ ପାରିଥିବା ଏହି ନୃତ୍ୟାଙ୍ଗନା, ପିଲାବେଳେ ଠିକ ଭାବେ ଚାଲି ପାରୁନଥିଲେ । ତାଙ୍କ ପିତା ହରିହର ମହାପାତ୍ର, [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଥିବା ବିଶ୍ଵନାଥଙ୍କୁ ପୂଜାକରିବାରୁ, ସେ ସୁସ୍ଥ ହୋଇଥିଲେ । ପୁରୀରେ ଆଖଡାରେଆଖଡ଼ାରେ, ପୁଅମାନଙ୍କୁ ନାଚୁଥିବାର ଦେଖି, ସେ ଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇପଡିଥିଲେ । ଓଡ଼ିଶୀ ନୃତ୍ୟରୁ ଆରମ୍ଭକରି, ରୂପଶ୍ରୀ ପ୍ରାୟ ୭ବର୍ଷ ବୟସରୁ ମାହାରୀ ନୃତ୍ୟ ନାଚି ଆସୁଛନ୍ତି ।
 
ରୂପଶ୍ରୀ, ଗୁରୁ [[ପଙ୍କଜ ଚରଣ ଦାସ]]ଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଛନ୍ତି<ref>http://www.thehindu.com/todays-paper/tp-national/tp-otherstates/mahari-dance-show-on-august-31/article215332.ece</ref> ଓ ଦେବଦାସୀ ହରପ୍ରିୟା ଦେବୀ, [[ଶଶିମଣି|ଶଶିମଣୀ ଦେବୀ]]ପାରଣମଣୀପରଶମଣୀ ଦେବୀଙ୍କଠାରୁ ମାହାରୀ ନୃତ୍ୟର କୌଶଳ ଆୟତ୍ତ କରିଛନ୍ତି ।<ref>http://www.newindianexpress.com/magazine/article1388606.ece</ref> ନୃତ୍ୟ ପରିବେଷଣ ସହ, ପୁରୀ ଓ ଭୁବନେଶ୍ଵରଠାରେ, ନିଜର ଦୁଇଟି ନୃତ୍ୟ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସେ ମାହାରୀ ନୃତ୍ୟ ଶିକ୍ଷାଦାନ କରିଆସୁଛନ୍ତି ।<ref>http://www.telegraphindia.com/1110519/jsp/orissa/story_13997791.jsp</ref> କାଲିଫର୍ନିଆ ଓ ଜର୍ମାନୀ ବିଶ୍ଵବିଦ୍ୟାଳୟର ଛାତ୍ରୀମାନେ, ତାଙ୍କ ନିକଟକୁ ମାହାରୀ ନୃତ୍ୟ ଉପରେ ଗବେଷଣା କରିବାକୁ ଆସୁଛନ୍ତି । <ref>ଧରିତ୍ରୀ{{cite ୧୫/୧୦/୨୦୧୪news|last=ସାହୁ|first=ସୋମନାଥ|title=ମାହାରୀ ପୃଷ୍ଠାନୃତ୍ୟରେ ୧୨ରେଗବେଷଣାର ପ୍ରକାଶିତଆବଶ୍ୟକତା ଧରିତ୍ରୀରହିଛି|url=http://www.dharitri.com/epaper/151014/p12.htm|accessdate=26 ଆଳାପAugust 2016|newspaper=ଧରିତ୍ରୀ}}</ref>
 
== ସମ୍ମାନ ଓ ପୁରସ୍କାର ==