"ଗୋପାଳ ଚନ୍ଦ୍ର ପ୍ରହରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫ କ ଧାଡ଼ି:
| alt = ଗୋପାଳ ଚନ୍ଦ୍ର ପ୍ରହରାଜ
| caption =
| birth_date = ୯ ସେପ୍ଟେମ୍ବର ୧୮୭୪<!--{{Birth date|||}}-->
| birth_place = ସିଦ୍ଦେଶ୍ୱରପୁର
| death_date = ୧୬ ମଇ ୧୯୪୫(୭୦ ବର୍ଷ ବୟସରେ)<ref>{{cite book|last=ମହାପାତ୍ର|first=ପଣ୍ଡିତ ନରସିଂହ|title=[http://oaob.nitrkl.ac.in/278/1/amara_pdf1.pdf ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର]|publisher=ନିଉ ଷ୍ଟୁଡେଣ୍ଟସ ଷ୍ଟୋର୍ସ ଲି.|page=୨୨}}</ref> <!-- {{Death date and age|1945|05|16|YYYY|MM|DD}} (death date then birth date) -->
| death_place =
| nationality = [[ଭାରତୀୟ]]
୧୯ କ ଧାଡ଼ି:
}}
 
'''ଗୋପାଳ ଚନ୍ଦ୍ର ପ୍ରହରାଜ''' (୧୮୭୪-୧୯୪୫) ଜଣେ ଖ୍ୟାତନାମା [[ଓଡ଼ିଆ ସାହିତ୍ୟ|ଓଡ଼ିଆ]] ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ [[ଓଡ଼ିଶା]]ର [[କଟକ ଜିଲ୍ଲା]]ର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା।ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ '''ଉତ୍କଳ ସାହିତ୍ୟ''', '''ରସଚକ୍ର''', '''ନବଭାରତ''', '''ସତ୍ୟ ସମାଚାର''' ଭଳି ପତ୍ରିକାରେ ଲେଖୁଥିଲେ ।
[[ଫାଇଲ:Purnachandra Bhashakosha - Gopal Chandra Praharaj.gif|thumb|ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]]]]
 
==ପ୍ରାରମ୍ଭିକ ଜୀବନ==
'''ଗୋପଳ ଚନ୍ଦ୍ର ପ୍ରହରାଜ''' ୧୮୭୪ ମସିହା ସେପ୍ଟେମ୍ୱର ୯ ତାରିଖରେ [[ଓଡ଼ିଶା]]ର [[କଟକ ଜିଲ୍ଲା]]ର ସିଦ୍ଧେଶ୍ୱରପୁରଠାରେ ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପ୍ରହରାଜ [[ରେଭେନ୍ସା କଲିଜେଟ ସ୍କୁଲ]]ରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ [[କଟକ]]ର ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ କଳା(Final of Arts) ବିଭାଗରେ ଅଧ୍ୟୟନ କଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାଠ ଅଧ୍ୟୟନ କରି ୧୯୦୨ ମସିହାରେ ଓକିଲ ହୋଇଥିଲେ ।
 
==ଲେଖକ ଜIବନୀ==
ଶ୍ରୀ ପ୍ରହରାଜ ୧୯୦୧ ମସିହାରେ '''ଉତ୍କଳ ସାହିତ୍ୟ''' ପତ୍ରିକାରେ [[ଭାଗବତ ଟୁଙ୍ଗୀରେ ସନ୍ଧ୍ୟା]] ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ସେ [[ଫକରୀ ମୋହନ ସେନାପତି]]ଙ୍କ ପଥକୁ ଅନୁସରଣ କରୁଥିଲେ ଏବଂ [[ଓଡ଼ିଆ]] ବ୍ୟଙ୍ଗ ସାହିତ୍ୟକୁ ଏକ ଉଲ୍ଲେଖନୀୟ ଉନ୍ନତୀ କରାଇଥିଲେ । ତାଙ୍କ ଲେଖାରେ [[ଓଡ଼ିଶା]]ର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, [[ପାରାସି]], [[ଇଂରାଜୀ ଭାଷା|ଇଂରାଜୀ]], [[ସଂସ୍କୃତ ଭାଷା|ସଂସ୍କୃତ]] ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।<ref name=Hindus>{{cite news|title=Reproducing a magnum opus|url=http://www.thehindu.com/todays-paper/tp-features/tp-literaryreview/article3219162.ece|accessdate=25 August 2016|date=3 September 2006}}</ref> ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|ପୂର୍ଣ୍ଣଚନ୍ଦ୍ର ଭାଷାକୋଷ]]ର ରଚନା ଶେଷ କରିବା ପାଇଁ ସେ ପାଖାପାଖି ୩୦ ବର୍ଷ ନେଇଥିଲେ ।<ref>{{cite book |title=Current Trends in Linguistics |url=http://books.google.com/?id=JqYMTdBws40C&pg=PA138&lpg=PA138&dq=%22Gopala+Chandra+Praharaj%22+-wikipedia#v=onepage&q=%22Gopala%20Chandra%20Praharaj%22%20-wikipedia&f=false |page=138 |year=1972 |accessdate=25 August 2016 |author1=Sebeok |first1=Thomas Albert}}</ref>
 
== ରଚନାବଳୀ ==