"ୟୁନିଫର୍ମ ରିସୋର୍ସ ଲୋକେଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଇଣ୍ଟରନେଟ using HotCat
No edit summary
୧ କ ଧାଡ଼ି:
{{ଛୋଟ|Uniform Resource Locator}}
[[File:Uniform Resource Locator (URL).jpg|thumb|800px|450px|ଗୋଲ୍ ବୁଲାଯାଇଥିବା ଅଂଶରେ ଥିବା ଧାଡ଼ିଟି ଏହି ପୃଷ୍ଠାର URL ଅଟେ ।]]
'''ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍''' (URL) ହେଉଛି ଇଣ୍ଟର୍‌ନେଟ୍‌ରେ[[ଇଣ୍ଟରନେଟ]]ରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ''ଇଣ୍ଟର୍‌ନେଟ୍ଇଣ୍ଟରନେଟ ଆଡ୍ରେସ୍ଆଡ୍ରେସ'' ବା ''ୱେବ୍ୱେବ ଆଡ୍ରେସ୍ଆଡ୍ରେସ'' କୁହାଯାଏ ।<ref>{{cite book|last=Management|first=Network|title=Understanding Internet|date=6 June 2016|publisher=Central Tool Room and Training Center|location=Bhubaneswar|page=84}}</ref> ଏହି ଠିକଣା ଦ୍ୱାରା ଏକ [[କମ୍ପ୍ୟୁଟର୍କମ୍ପ୍ୟୁଟର ନେଟ୍‌ୱାର୍କ୍ନେଟୱାର୍କ]]‌ରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତ‌ଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ [[ୱେବ୍ ପେଜ୍]] ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ୍ୟୁନିଫର୍ମ ରିସୋର୍ସ୍ରିସୋର୍ସ ଲୋକେଟର୍ଲୋକେଟର (URL) ହେଉଛି ଏକ ପ୍ରକାରର [[ୟୁନିଫର୍ମ୍ୟୁନିଫର୍ମ ରିସୋର୍ସ୍ରିସୋର୍ସ ଆଇଡେଣ୍ଟିଫାୟର୍ଆଇଡେଣ୍ଟିଫାୟର]] (URI) । URI ଦ୍ୱାରା ଏକ ୱେବ୍ୱେବ ପେଜ୍‌କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URL ଦ୍ୱାରା ୱେବ୍ୱେବ ପେଜ୍‌ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ୍ୱେବ ପେଜ୍‌ର ଠିକଣା ଭାବେ ବ୍ୟବ‌ହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), [[ଇ-ମେଲ୍ଇମେଲ]] (E-mail), [[ଡାଟାବେସ୍ଡାଟାବେସ]] ବ୍ୟବ‌ହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବ‌ହୃତ ହୋଇଥାଏ । ଅଧିକାଂଶ [[ୱେବ୍ବ୍ରାଉଜର|ୱେବ ବ୍ରାଉଜର୍ବ୍ରାଉଜର]]‌ରେ ୱେବ୍ୱେବ ପେଜ୍‌ର ଉପରେ ଥିବା [[ଆଡ୍ରେସ୍ଆଡ୍ରେସ ବାର୍ବାର]]‌ରେ ୱେବ୍ୱେବ ପେଜ୍‌ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :<br>
:<code><nowiki>http:</nowiki>//www.example.com/index.html</code><br>
ଏଠାରେ <code>http</code> ହେଉଛି ଏକ [[ପ୍ରୋଟୋକଲ୍]], <code>www.example.com</code> ହେଉଛି [[ହୋଷ୍ଟ୍ ନେମ୍]] ବା ସଂଲଗ୍ନ ପୃଷ୍ଠା (ଏଠାରେ ଫାଇଲ୍)ଟି ଥିବା [[ସର୍ଭର୍]]‌ର ନାମ ଏବଂ <code>index.html</code> ହେଉଛି ଫାଇଲ୍‌ର ନାମ (ଏଠାରେ ପୃଷ୍ଠାଟି ନିଜେ ହିଁ ଏକ ଫାଇଲ୍) । ସାଧାରଣତଃ <code>http</code> ଏବଂ <code>https</code> ପ୍ରୋଟୋକଲ୍‌କୁ ବ୍ୟବ‌ହାର କରୁଥିବା URLକୁ ହିଁ ୱେବ୍ ଆଡ୍ରେସ୍ କୁହାଯାଏ ।<ref>{{cite web|first=URL|title=What is web address|url=http://www.webopedia.com/TERM/U/URL.html}}</ref> ଫାଇଲ୍ ଆଦାନପ୍ରଦାନ ପାଇଁ ବ୍ୟବ‌ହୃତ URLରେ <code>ftp</code> ପ୍ରୋଟୋକଲ୍ ([[File Transfer Protocol]]) ବ୍ୟବ‌ହୃତ ହୋଇଥାଏ ।<ref>{{cite web|first=URL|title=URL for file transfer|url=http://searchnetworking.techtarget.com/definition/URL|accessdate=7 June 2016}}</ref> ଉଦାହରଣ ସ୍ୱରୂପ :<br>