Content deleted Content added
ଟ୍ୟାଗ: MassMessage delivery
୬୩୦ କ ଧାଡ଼ି:
କିଛି ଦିନ ପୂର୍ବରୁ ଘରୋଇ ଚିକିତ୍ସା ପ୍ରସଙ୍ଗଟି ଉଇକିପିଡ଼ିଆ ପାଇଁ ଅନୁପଯୋଗୀ ବୋଲି ମୁଁ ଜାଣିବାକୁ ପାଇଥିଲି।ସେଥିପାଇଁ ଏହି ପ୍ରସଙ୍ଗକୁ ମୁଁ ଅଧାରେ ରଖିଥିଲି ଏବଂ ଏହି ପ୍ରସଙ୍ଗ ପାଇଁ ଅନ୍ୟ କୌଣସି ପ୍ରକଳ୍ପ ଅଛିକି ନାଇଁ ମଧ୍ୟ ଜାଣିବାକୁ ଚାହିଁଥିଲି।ଆପଣ ଉଇକିପୋଥି ରେ ଘରୋଇ ଚିକିତ୍ସା କୁ ପୁନର୍ବାର ଗଢ଼ିବାର ମତ ଦେଇଥିବାରୁ ଧନ୍ୟବାଦ। ପବିତ୍ର କୁମାର ପଣ୍ଡା ୨୧:୨୫, ୨୦ ଅଗଷ୍ଟ ୨୦୧୬ (IST)
: ଲେଖାଟି ଖୁବ ତଥ୍ୟପୂର୍ଣ୍ଣ ହୋଇଛି କିନ୍ତୁ ସେସବୁ ଉଇକିପିଡ଼ିଆର ମୂଳ ଲିଖନ ଶୈଳୀ ଓ ବିଷୟବସ୍ତୁ ବାହାରେ । [[:w:Traditional medicine|ଇଂରାଜୀ ଉଇକିପିଡ଼ିଆ]]ର ଅବଲମ୍ବନରେ ଲେଖାଟେ ଲେଖାଯାଇପାରେ । ଆଉ ଏବେ ଥିବା ଲେଖାଟି ଇନକୁବେଟରରେ ନୂଆ ଉଇକିପୋଥି ପ୍ରକଳ୍ପ ତିଆରି ହେଲା ପରେ ହୋଇପାରିବ । କିପରି ତିଆରି ହେବ ସେ ବାବଦରେ [[:incubator:Help:Manual|ଏଠାରୁ]] ଜାଣିପାରିବେ । କିନ୍ତୁ ତା' ଆଗରୁ [[ଉଇକିପିଡ଼ିଆ:ଆଲୋଚନା ସଭା|ଆଲୋଚନା ସଭା]]ରେ ସଭିଙ୍କ ସହ ଥରେ ଆଲୋଚନା କରି ସେମାନଙ୍କ ସହମତି ନେଇ ଆରମ୍ଭ କରିପାରିବ । ସେତେବେଳ ଯାଏ [[ଘରୋଇ ଚିକିତ୍ସା]] ଲେଖାର ସମସ୍ତ ବିଷୟବସ୍ତୁ ଯଥାରୀତି [[ବ୍ୟବହାରକାରୀ:Pkp05/ପରଖଘର|ପରଖଘର]] ପୃଷ୍ଠାଟିଏ ତିଆରି ସେଥିରେ ରଖିପାରିବ ।--[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୦୮:୦୮, ୨୨ ଅଗଷ୍ଟ ୨୦୧୬ (IST)
 
== CIS-A2K Newsletter: July 2016 ==
 
[[File:Envelope alt font awesome.svg|100px|right|link=:m:CIS-A2K/Reports/Newsletter/Subscribe]]
Hello,<br />
[[:m:CIS-A2K|CIS-A2K]] has published their newsletter for the months of July 2016. The edition includes details about these topics:
* Event announcement: Tools orientation session for Telugu Wikimedians of Hyderabad
* Programme reports of outreach, education programmes and community engagement programmes
* Ongoing event: India at Rio Olympics 2016 edit-a-thon.
* Program reports: Edit-a-thon to improve Kannada-language science-related Wikipedia articles, Training-the-trainer programme and MediaWiki training at Pune
* Articles and blogs, and media coverage
Please read the complete newsletter '''[[:m:CIS-A2K/Reports/Newsletter/July 2016|here]]'''.<br /><small>If you want to subscribe/unsubscibe this newsletter, click [[:m:CIS-A2K/Reports/Newsletter/Subscribe|here]]. </small> [[ବ୍ୟବହାରକାରୀ:MediaWiki message delivery|MediaWiki message delivery]] ([[ବ୍ୟବହାରକାରୀଙ୍କ ଆଲୋଚନା:MediaWiki message delivery|ମୋ ଆଲୋଚନା]]) ୦୨:୧୬, ୨୫ ଅଗଷ୍ଟ ୨୦୧୬ (IST)
<!-- Message sent by User:Titodutta@metawiki using the list at https://meta.wikimedia.org/w/index.php?title=CIS-A2K/Reports/Newsletter/Subscribe&oldid=15789024 -->