"ଆଖି ପଲକରେ ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା
No edit summary
୧ କ ଧାଡ଼ି:
ରବିନ୍ଦ୍ର ପାଧାନଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ବିଗତ ଦିନରେ ଓଡ଼ିଆ ଆଲବମ୍‌ ଜଗତର ନାୟିକା [[ବବ୍‌ଲି]]ଙ୍କୁ ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । [[ବବ୍‌ଲି]]ଙ୍କ ବିପକ୍ଷରେ ନାୟକ ସାଜିଥିଲେ ଅଭିନେତା [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]] । ଅନ୍ୟ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୁକେଶ ରିଷିଙ୍କୁ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟାନ୍ୟ ଭୂମିକାରେ [[ମିହିର ଦାସ]], [[ଅଶ୍ରୁମୋଚନ ମହାନ୍ତି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମୀନ‌କେତନ]], [[ପପୁ ପମ ପମ]] ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । ସନ୍ତିରାଜ ଖୋସ୍‌ଲାଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।
[[ରବିନ୍ଦ୍ର ପାଧାନ]]ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଆଖି ପଲକରେ ତୁ <ref>{{imdb title|1686850}}</ref> ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ।
 
{{Infobox film
| name = ଆଖି ପଲକରେ ତୁ
Line ୧୩ ⟶ ୧୪:
| based on =
| narrator =
| starring = [[ସବ୍ୟସାଚୀ ମିଶ୍ର]], [[ବବ୍‌ଲି]], [[ମିହିର ଦାସ]], [[ମୁକେଶ ରିଷି]], [[ବିଜୟ ମହାନ୍ତି]], [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ଗ୍ଲୋରିଆ ମହାନ୍ତି]], [[ମିନ‌କେତନ ଦାସମୀନ‌କେତନ]], [[ଅଶ୍ରୁମୋଚନ ମହାନ୍ତି]], [[ବବି ମିଶ୍ର]], [[ପ‌ପୁପପୁ ପମ୍ପମ ପମ୍ପମ]]
| music = ସନ୍ତିରାଜ ଖୋସ୍‌ଲା
| cinematography = ରଞ୍ଜନ
Line ୨୭ ⟶ ୨୮:
}}
 
==ଅଭିନୟ==
==ଅଭିନୟରେ==
ନିର୍ଦ୍ଦେଶକ ରବିନ୍ଦ୍ର ପ୍ରଧାନ ଏହି ଚଳଚ୍ଚିତ୍ରରେ [[ବବ୍‌ଲି]]ଙ୍କୁ ନାୟିକା ହେବାର ସୁଯୋଗ ଦେଇଥିଲେ ।<ref>{{cite web|title=Ollywood Celebrity Abhipsa Panda Biography|url=http://www.ollywood24.com/odia-celebrity-biography/abhipsa-panda.htm|publisher=Ollywood24.com|accessdate=24 August 2016}}</ref> [[ବବ୍‌ଲି]] ପୂର୍ବରୁ [[କେଉଁ ଦୁନିଆରୁ ଆସିଲ ବନ୍ଧୁ]] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ହେଁ ଏହି ଚଳଚ୍ଚିତ୍ରରେ [[ସବ୍ୟସାଚୀ ମିଶ୍ର|ସବ୍ୟସାଚୀ]]ଙ୍କ ବିପକ୍ଷରେ ନାୟିକା ସାଜିଥିଲେ । [[ହିନ୍ଦୀ]], [[ପଞ୍ଜାବୀ ଭାଷା|ପଞ୍ଚାବୀ]], [[ତେଲୁଗୁ ଭାଷା|ତେଲୁଗୁ]], [[ତାମିଲ ଭାଷା|ତାମିଲ]], ମାଲାୟଲମ୍, କନଡ଼ ଏବଂ ଭୋଜପୁରୀ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲା [https://en.wikipedia.org/wiki/Mukesh_Rishi ମୁକେଶ ରିଷି]ଙ୍କୁ ପ୍ରଥମ ଥର ପାଇଁ ଏହି [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ ଚଳଚ୍ଚିତ୍ର]] ଅଭିନୟ କରିବାର ସୁଯୋଗ ମିଳିଥିଲା ।
 
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର 'ଆଖି ପଲକରେ ତୁ' ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
 
Line ୩୫ ⟶ ୩୮:
*[[ମୁକେଶ ରିଷି]]- ମୁନ୍ନ ଭାଇ
*[[ବିଜୟ ମହାନ୍ତି]]- ବଳିଆ ଭାଇ
*[[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]]- ଡଙ୍କ
*[[ଗ୍ଲୋରିଆ ମହାନ୍ତି]]- ଜେଜେମା
*[[ମିନ‌କେତନ ଦାସମୀନ‌କେତନ]]- ବିଜୁ ସାମନ୍ତ
*[[ଅଶ୍ରୁମୋଚନ ମହାନ୍ତି]]- ଧିର ଭାଇ
*[[ବବି ମିଶ୍ର]]- ଡ଼ି ଜି ମିର୍‌ଧା
*[[ପ‌ପୁପପୁ ପମ୍ପମ ପମ୍ପମ]]- ପ‌ପୁ
*[[ଅନୀତାଅନିତା ଦାସ]]- ରାଜେଶର ମାଆ
*[[ଦିଲୀପ ପଣ୍ଡା]]- ଆଶୁ
*[[ଇଲୁ ବାନାର୍ଜୀ]]- ପୋଲିସ୍ କନେଷ୍ଟବଳ
*[[ବାବୁ ପ୍ରଧାନ]]- ସାମ୍ବାଦିକ
*[[ରାନୁ ନନ୍ଦ]]- ରାଜେଶର ଭଉଣୀ
*[[ତାନିଆ]]- ରାଜେଶର ସାଙ୍ଗ
*[[ସାହେବ ସିଂ]]- ଭାଗୀରଥି ମହାନ୍ତି
 
==ଗୀତ ଓ ସଙ୍ଗୀତ==
'''ଆଖି ପଲକରେ ତୁ''' ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ସନ୍ତିରାଜ ଖୋସ୍‌ଲା ଥିବା ବେଳେ [[ଶ୍ରୀକାନ୍ତ ଗୌତମ]] ଗୀତ ଗୁଡ଼ିକର ରଚନା କରିଥିଲେ । ପ୍ରମୁଖ କଣ୍ଠଶିଳ୍ପୀ ସନ୍ତିରାଜ ଖୋସ୍‌ଲା, [[କୁମାର ବାପି]]<ref>{{cite news|title=‘ଏମପିଏଲ’ର ମୁଁ ଏକ ଅଂଶ ବିଶେଷ: କୁମାର ବାପି|url=http://odishareporter.in/i-am-one-of-the-part-of-music-premere-league-says-veteran-singer-kumar-bapi/|accessdate=24 August 2016|newspaper=Odisha Reporter|date=4 October 2015}}</ref>, [[ତପୁ ମିଶ୍ର]] ଆଦି କଣ୍ଠଦାନ କରିଥିଲେ ।<ref>{{cite web|title=akhi palakare tu|url=http://music.fullodisha.com/odia-movie-songs/akhi-palakare-tu/|publisher=FullOdisha.com|accessdate=24 August 2016}}</ref>
ଗୀତିକାର: ସନ୍ତିରାଜ ଖୋସ୍‌ଲା
 
===ଗୀତ===
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
|- bgcolor="#CCCCCC" align="center"
! ଗୀତ !! ରଚନା !! କଣ୍ଠଦାନ
|-
|| ତୋ ଦୁଃଖ ମୋ ଦୁଃଖ || ||
|-
|| ହେଲାରେ ହେଲାରେ || ||
|-
|| ହରେ କୃଷ୍ଣ ରାମ ରାମ || ||
|-
|| ମୋ ହସରେ ମୋ ଖୁସିରେ || ||
|-
|| ନ‌ଖି ନାନୀ ପୁଅ ଭଗିଆ || ||
|-
|| ତୋ ହସରେ ମୋ ହସ || ||
|-
|}
 
 
==ଆଧାର==
{{ଆଧାର}}
 
==ଅଧିକ ତ‌ଥ୍ୟ==
*{{imdb title|1686850}}
 
== ବାହାର ଆଧାର ==