"ମିର୍ଜା ଗାଲିବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
{{Unreferenced}}
{{other uses|ମିର୍ଜା ଗାଲିବ (disambiguation)}}
{{MOS|date=February 2016}}
{{Use dmy dates|date=June 2011}}
{{Infobox writer <!-- for more information see [[:Template:Infobox writer/doc]] -->
| name = ମିର୍ଜା ଆସାଦୁଲ୍ଲା ବୈଗ ଖାଁ <br /><small>{{nq|غاؔلب}}<br>ग़ालिब</small>
| color = #B0C4DE
| image = Mirza Ghalib (circa 1860-1869).jpg
| imagesize =
| caption = ମିର୍ଜା ଆସାଦୁଲ୍ଲା ବେଗ ଖାଁ(circa 1860-1869)
| pseudonym = ''ଗାଲିବ''
| birth_date = ୨୭ ଡ଼ିସେମ୍ୱର ୧୭୯୭
| birth_place = କଳା ମହଲ, [[ଆଗ୍ରା]],{{flag|India}}
| death_date = ୧୫ ଫେବୃଆରୀ ୧୮୬୯ (ବୟସ ୭୧)
| death_place = ଗଲି କ୍ୱସିମ ଜାନ, ବଲିମରନ [[ଚାନ୍ଦନି ଚୋକ, ବର୍ତ୍ତମାନର ଗାଲିବ କି ହାୱେଲି]], [[ଦିଲ୍ଲୀ]], [[ଭାରତ]]
| occupation = [[କବି]]
| period = [[ମୋଗଲ ଯୁଗ]], [[ବ୍ରିଟିଶ ରାଜ]]
| nationality = [[ଭାରତ]], [[ବ୍ରିଟିଶ ଭାରତ]]
| religion = ଇସଲାମ
| genre = ''[[ଗଜଲ]]'', କ୍ୱସିଦା, ରୁବାଇ, କ୍ୱତ‌'ଆ
| subject = [[ପ୍ରେମ]], [[ଦର୍ଶନଶାସ୍ତ୍ର]], [[ସୁଫିବାଦ]]
| influences = [[Meer Taqi Meer]], [[Abdul-Qader Bedil]], [[Fazl-e-Haq Khairabadi]]
| influenced = [[Urdu poetry]], [[Maulana Hali]], [[Bahadur Shah Zafar II]], [[Faiz Ahmed Faiz|Faiz]]
| signature =
| mother = ଇଜ୍ଜତ-ଉତ-ନିସା ବେଗମ
| native_name = مرزا اسد اللہ بیگ خان
}}
 
==ପରିଚୟ==
 
ମିର୍ଜା ଗାଲିବ ଉର୍ଦ୍ଦୁଭାଷାର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନେଜମେଁନଜମା ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି |
ମିର୍ଜା ଗାଲିବ ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ |
 
==ପିଲାଦିନ==
 
ମିର୍ଜାଙ୍କ ବାପା ପରିବାର ସହ ସମରକନ୍ଦରୁ ଆଗ୍ରାରୁ ଚାଲି ଆସିଥିଲେ | ବାପାଙ୍କ ମୃତ୍ୟୁ ପରେ ଗାଲିବଙ୍କ ପରିବାର ତାଙ୍କ ଦାଦାଙ୍କ ଦେଖାଶୁଣାରେ ରହିଲେ | ଗାଲିବ ଆଗ୍ରାରେ ପାଠ ପଢିବାକୁ ଲାଗିଲେ | ମାତ୍ର ୧୦ କି ୧୧ ବର୍ଷ ବୟସରୁ ସେ ଶାୟରୀ ରଚନା କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ | ସେ ମୁଲ୍ଲାଅବଦୁଲ ସମଦ ଇରାନୀଙ୍କ ଠାରୁ ପାର୍ଶୀ ମଧ୍ୟ ଶିକ୍ଷା କରିବାକୁ ଲାଗିଲେ | ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା |
 
ପରବର୍ତୀ==ପରବର୍ତ୍ତୀ ଜୀବନ==
 
୧୮୧୦ ରେ [[ଦିଲ୍ଲୀ]]<nowiki/>ରେ ସ୍ଥାୟୀ ଭାବେ ବସବାସ କରିବାକୁ ଲାଗିଲେ | ସେଠାରେ ସେ ଶହଶହ ଶାୟରୀ ରଚନା କରିଥିଲେ | ଅର୍ଥାଭାବରୁ ସେ ରୁଣକରି ଚଳୁଥିଲେ | ଆର୍ଥିକ ସଙ୍କଟ ଏବଂ ରୁଗ୍ମ ସ୍ୱାସ୍ଥାବସ୍ଥା ଯୋଗୁଁ ୧୮୬୮ ରେ ତାଙ୍କ ମହାପ୍ରାୟାଣ ଘଟିଥିଲା | ଗାଲିବଙ୍କ ଅଧିକାଂଶ ଶାୟରୀ କଳ୍ପନାଯୁକ୍ତ ହେବାସହ ନୂତନ ବିଚାରଧାରା ସମ୍ପର୍ଣ ଥିଲା | ନୂଆ ଉପମା ଆଦିର ବ୍ୟବହାର ତାଙ୍କ ରଚନା ଗୁଡିକୁ ଏକ ନୂତନ ପରିଚୟ ଦେଇଥିଲା | ତେବେ ତାଙ୍କ ମୃତ୍ୟୁର ୩୦ ବର୍ଷପରେ ତାଙ୍କ ଲେଖା ଗୁଡିକୁ ପ୍ରକୃତ ସମ୍ମାନ ମିଳିଲା |
 
ତାଙ୍କର ଏକ ପ୍ରସିଦ୍ଧ ପଙ୍କତିଶେର ଗୁଡ଼ିକ ହେଲା :
 
ଥା ଜୀନ୍ଦଗୀ ମେଁ ଖଟକା ଲଗା ହୁଆ
 
ଉଡବସେ ପେସ୍ତାରଭି ମେରା ରଙ୍ଗ ଜବ ଦିଆ |