"ଟାର୍ଗେଟ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା
No edit summary
୧ କ ଧାଡ଼ି:
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା [[ମିହିର ଦାସ]]ଙ୍କ ପୁଅ [[ଅମ୍ଳାନ]] ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ନାୟକ ଭୂମିକାରେ ପାଦ ରଖିଥିଲେ ।<ref name=target>{{cite web|title=Target oriya movie mahurat|url=http://incredibleorissa.com/oriyafilms/target-oriya-movie-mahurat/|publisher=Incredible Odisha|accessdate=23 August 2016}}</ref> ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] । [[ଅଭିଜିତ ମଜୁମଦାର]] ଏବଂ [[ରବି ନାରାୟଣ ନନ୍ଦ]] ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ [[ଅପରାଜିତା ମହାନ୍ତି]] ଏବଂ [[ମହେଶ୍ୱତା ରାୟ]] ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।<ref name=target></ref> ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।<ref>{{cite news|title=Amlan’s debut released allover odisha|url=http://odialive.com/amlans-debut-released-allover-odisha/|accessdate=23 August 2016|newspaper=Odia Live|date=12 April 2013}}</ref>
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଟାର୍ଗେଟ <ref>{{imdb title|2928118}}</ref> ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।
 
{{Infobox film
| name = ଟାର୍ଗେଟ
Line ୯ ⟶ ୧୦:
| producer = [[ନିରଞ୍ଜନ ରଣା]]
| writer = (ସଂଳାପ): [[ଦେବୀଦତ୍ତ ମହାନ୍ତି]]
| screenplay = [[ଏସ୍ କେ ମୁରଲୀଧରନ୍‌]]
| story = [[ଗୀତାଞ୍ଜଳୀ ରଣା]]
| based on =
| narrator =
| starring = [[ଝିଲିକ୍ ଭଟ୍ଟାଚାର୍ଯ୍ୟ]], [[ଅମ୍ଳାନ ଦାସ]], [[ମିହିର ଦାସ]], [[ମିନ‌କେତନ ଦାସମୀନ‌କେତନ]], [[ନମ୍ରତା ଦାସ]], [[ଅପରାଜିତା ମହାନ୍ତି]], [[ସସ୍ମିତାପିଙ୍କି ପ୍ରଧାନ]], [[ମହେଶ୍ୱତା ରାୟ]]
| music = [[ଅଭିଜିତ ମଜୁମଦାର]], [[ରବି ନାରାୟଣ ନନ୍ଦ]]
| cinematography = [[ରବିନ୍ଦ୍ର ବେହେରା]]
Line ୨୭ ⟶ ୨୮:
}}
 
==ଅଭିନୟ==
==ଅଭିନୟରେ==
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ [[ଓଡ଼ିଆ କଥାଚିତ୍ର ଜଗତ]]ର ଦୁଇ ଜଣାଶୁଣା ଅଭିନେତ୍ରୀ [[ଅପରାଜିତା ମହାନ୍ତି]] ଏବଂ [[ମହେଶ୍ୱତା ରାୟ]] ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ [[ଅମ୍ଳାନ]] ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର 'ଟାର୍ଗେଟ' ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
 
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର '''ଟାର୍ଗେଟ''' ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
*[[ଝିଲିକ୍ ଭଟ୍ଟାଚାର୍ଯ୍ୟ]]- ସ୍ନେହା
*[[ଅମ୍ଳାନ ଦାସ]]- ବିବେକ
Line ୩୫ ⟶ ୩୭:
*[[ମିନ‌କେତନ ଦାସ]]- ନୁରୁ ଭାଇ
*[[ନମ୍ରତା ଦାସ]]- ନୁରୁ ଭାଇର ପତ୍ନୀ
*[[ସୁବାଶିଷ ଶର୍ମା]]- ସ୍ନେହାର ସାଙ୍ଗ
*[[ହାଡ଼ୁ]]- ଓକିଲ
*[[ଅପରାଜିତା ମହାନ୍ତି]]- ବିବେକର ମାଆ
*[[ସସ୍ମିତାପିଙ୍କି ପ୍ରଧାନ]]- ଏସ୍.ପି.
*[[ମହେଶ୍ୱତା ରାୟ]]
 
==ଗୀତ ଓ ସଙ୍ଗୀତ==
ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ [[ଅଭିଜିତ ମଜୁମଦାର]], ଏବଂ [[ରବି ନାରାୟଣ ନନ୍ଦ]] ଥିଲେ ।
 
===ଗୀତ===
#ଏଇକି ସେ ପ୍ରେମ
#କିଏ ଛୁଇଁଲା
#ପଁ ପଁ ପଁ
#ଟାର୍ଗେଟ୍
#ଟେନସନ୍ କାଇଁ ଲେବୁ
#ତୁମେ ମୋ ନୟନ ତାରା
==ଆଧାର==
{{ଆଧାର}}
== ବାହାର ଆଧାର ==
*{{imdb title|2928118}}
 
{{ଓଡ଼ିଆ ସିନେମା}}
"https://or.wikipedia.org/wiki/ଟାର୍ଗେଟ୍"ରୁ ଅଣାଯାଇଅଛି