"ଆସ୍ପର୍ଗର୍ ସିଣ୍ଡ୍ରୋମ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) No edit summary |
କିଛି ଭୂଲ ସଂଶୋଧନ କରାଗଲା |
||
୪ କ ଧାଡ଼ି:
|Image= Autism-stacking-cans 2nd edit.jpg
|Alt= Young red-haired boy facing away from camera, stacking a seventh can atop a column of six food cans on the kitchen floor. An open pantry contains many more cans.
|Caption= ଆସ୍ପର୍ଗର୍ ସିଣ୍ଡ୍ରୋମ୍ ରୋଗୀ ସୀମିତ ରୁଚି ଦେଖାଏ ଯେପରି ଏହି ବାଳକ ଦେଖାଉଛି ।
| field = [[Psychiatry]]
| synonyms = ଇଂରାଜୀ ପ୍ରତିଶବ୍ଦ - Asperger's syndrome, Asperger disorder (AD), Asperger's
|DiseasesDB= 31268
|ICD10= {{ICD10|F|84|5|f|80}}
୧୮ କ ଧାଡ଼ି:
}}
<!-- Definition and symptoms -->
'''ଆସ୍ପର୍ଗର୍ ସିଣ୍ଡ୍ରୋମ୍''' ([[ଇଂରାଜୀ ଭାଷା]]ରେ '''
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଆସ୍ପର୍ଗର୍ ସିଣ୍ଡ୍ରୋମ୍ର ସଠିକ୍ କାରଣ ଜଣାଯାଇନାହିଁ ।<ref name=NIH2015>{{cite web|title=Autism Spectrum Disorder|url=http://www.nimh.nih.gov/health/publications/autism-spectrum-disorder-qf-15-5511/index.shtml|website=National Institute of Mental Health|accessdate=12 March 2016|date=September 2015}}</ref> ଜେନେଟିକ କାରଣ ଥିବା ସନ୍ଦେହ ଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ ।<ref name=McPart2006 /><ref>{{cite journal |author= Klauck SM |title= Genetics of autism spectrum disorder |journal= European Journal of Human Genetics |year=2006 |volume=14 |issue=6 |pages=714–720 |doi=10.1038/sj.ejhg.5201610 |pmid= 16721407 |url=http://www.nature.com/ejhg/journal/v14/n6/pdf/5201610a.pdf |format=PDF}}</ref> ପରିବେଶର ଭୂମିକା ମଧ୍ୟ ଥାଇପାରେ ।<ref name=NIH2015/> [[ନିଉରୋ ଇମେଜିଙ୍ଗ|ମସ୍ତିଷ୍ଲ ଇମେଜିଙ୍ଗ]] ଏକ ଅନ୍ତର୍ନିହିତ କାରଣରୂପେ ଚିହ୍ନଟ ହୋଇନାହିଁ ।<ref name=McPart2006/> ଏହି ରୋଗକୁ ଏକ ରୋଗ ରୂପେ ବିବେଚନା ନ କରି ଅଟିଜ୍ମ ସ୍ପେକ୍ଟ୍ରମ ବେମାରୀ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । <ref name=NIH2015/><ref>{{cite web|title=Autism Spectrum Disorder|url=http://www.nimh.nih.gov/health/topics/autism-spectrum-disorders-asd/index.shtml|website=National Institute of Mental Health|accessdate=12 March 2016}}</ref> ସନ ୨୦୧୫ର ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ ସଂସ୍କରଣରେ (''[[:en:International Classification of Diseases|International Classification of Diseases]]'') ଏହାର ନାମ ଅଛି ।<ref name=ICD10/>
<!-- ଚିକିତ୍ସା -->
|