Content deleted Content added
୬୧୫ କ ଧାଡ଼ି:
 
[[ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୧୬]]ରେ [[ସାହାଣମେଳା]] ସମ୍ବନ୍ଧରେ କାଲି ଯେଉଁ ଲେଖାଟି ଲେଖିଛି, ତାହା ପ୍ରକୃତରେ [[ସାହାଣମେଲା]] ହେବ । ସେଥିପାଇଁ ସେହି ଲେଖାଟିକୁ ଘୁଞ୍ଚାଇବାର ପ୍ରୟାସ ମଧ୍ୟ କଲି, ହେଲେ ଏହି ପୃଷ୍ଠାଟି ଘୁଞ୍ଚିପାରିବନି ବୋଲି ଏକ ବାର୍ତ୍ତା ଦେଖା‌ଉଛି । ସେଥିପାଇଁ ସେହି ଲେଖାଟିକୁ ନୂଆକରି [[ସାହାଣମେଲା]]ରେ ଲେଖିଦେଇ, ସାହାଣମେଳାଟିକୁ ଲିଭେଇଦେବାକୁ ଅନୁରୋଧ କରୁଛି ।
: {{ping|Ssgapu}}, [[{{U|ବ୍ୟବହାରକାରୀ:Abha S Pradhan|ଆଭା]]}} ଏଇଟିକୁ [https://or.wikipedia.org/w/index.php?title=%E0%AC%B8%E0%AC%BE%E0%AC%B9%E0%AC%BE%E0%AC%A3%E0%AC%AE%E0%AD%87%E0%AC%B2%E0%AC%BE&oldid=244316 ଗତ ମାସ ୨୭ ତାରିଖ ଦିନ ଘୁଞ୍ଚାଇଦେଇଛନ୍ତି] ।--[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୦୮:୧୨, ୨୨ ଅଗଷ୍ଟ ୨୦୧୬ (IST)
:: {{ping|Psubhashish}} ଭାଇ, ତା' ପର ଦିନ ଆମେ ଦୁଇଜଣ କଥା ହୋଇ ପରିବର୍ତ୍ତନ କରିଥିଲୁ । କିନ୍ତୁ ମୁଁ ଆପଣଙ୍କୁ ଜଣେଇ ନ ଥିଲି ।
::: {{ping|Ssgapu}} ହଁ ମ ଚଳିବ । --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୧୫:୨୧, ୨୩ ଅଗଷ୍ଟ ୨୦୧୬ (IST)
 
== Rio Olympics Edit-a-thon ==