"ବିଧାନ ସଭା ସଭ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
ଟିକେNo edit summary
୧ କ ଧାଡ଼ି:
{{ଛୋଟ|MLA}}
[[ଭାରତ]] ପ୍ରତି [[ରାଜ୍ୟ]] ପାଇଁ ଗୋଟିଏ ଲେଖାଏଁ ବିଧାନ ସଭା ରହିଛି । [[ସାବାଳକ]] ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କ ଦ୍ଵାରା ଲୋକ-ପ୍ରତିନିଧି ଚୟନ କରାଯାଇ ବିଧାନ ସଭା ଗଠିତ ହୁଏ । ବିଧାନ ସଭା ସଦସ୍ୟ ସଂଖ୍ୟା ସର୍ବାଧିକ ୫୦୦ ଓ ସର୍ବନିମ୍ନ ୬୦ ଅଟେ । ତେବେ [[ଭାରତ|ଭାରତର]] କେତେକ ରାଜ୍ୟ-ବିଧାନ ସଭାରେ ୬୦ରୁ କମ ସଂଖ୍ୟକ ଆସନ ଅଛି;- ଯଥା:- [[ସିକିମ]](୩୨), [[ଗୋଆ]], [[ଅରୁଣାଚଳ ପ୍ରଦେଶ]] ଓ [[ମିଜୋରମ]] (ପ୍ରତ୍ୟେକ ୪୦) ।<ref>{{cite web|url=http://www.kkhsou.in/main/polscience/government_state.html|title=KKHSOU|publisher=}}</ref>
== ଓଡ଼ିଶା ବିଧାନ ସଭା ==
ଓଡ଼ିଶା ବିଧାନ ସଭାରେ ସଭ୍ୟସଂଖ୍ୟା [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|୧୪୭]], ତନ୍ମଧ୍ୟରୁ ୨୨ ଓ ୩୪ଟି ଆସନ ଯଥାକ୍ରମେ [[ଅନୁସୂଚିତ ଜାତି]] ଓ [[ଅନୁସୂଚିତ ଜନଜାତି]] ବା [[ଆଦିବାସୀ]]ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ [[ସାଧାରଣ ବର୍ଗ]]ଙ୍କ ପାଇଁ ଉଦ୍ଦିଷ୍ଟ ।