"ଅମ୍ବିକା ଦେବୀ ଦେଉଳ, ବାରିପଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଓଡ଼ିଶାର ବାରିପଦା ସହରର ମଧ୍ୟ ଭାଗରେ ମା' ଅମ୍ବିକ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧ କ ଧାଡ଼ି:
[[ଓଡ଼ିଶା]]ର [[ବାରିପଦା]] ସହରର ମଧ୍ୟ ଭାଗରେ ମା' ଅମ୍ବିକା ଦେବୀଙ୍କ ପ୍ରାଚୀନ ମନ୍ଦିର ଅବସ୍ଥିତ । [[ମୟୁରଭଞ୍ଜ]]ର ତତ୍କାଳୀନ ଭୂୟାଁ ରାଜ ପରିବାରର ଗ୍ରାମ ଦେବତୀ ଭାବେ ମାଆ ଏକଦା ପୂଜା ପାଉଥିଲେ ।
 
== କିମ୍ବଦନ୍ତୀ ==
ଆମ୍ବିକାଙ୍କ ପ୍ରତିଷ୍ଠା କାଳ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳେନାହିଁ । ଓଡ଼ିଶା ଗେଜେଟିଅରରେ ପ୍ରକାଶିତ ତଥ୍ୟ ଅନୁସାରେ, ମୟୁରଭଞ୍ଜର ରଜାମାନଙ୍କ ପୂର୍ବ ରାଜଧାନୀ ଥିଲା [[ହରିପୁରଗଡ଼]] । ଦାମୋଦର ଭଞ୍ଜଙ୍କ ରାଜତ୍ୱ କାଳରେ ରାଜସିଂହସନ ଲୋଭରେ ତାଙ୍କ ସାନ ଭାଇ ଦାଶରଥୀ ଭଞ୍ଜ ମରହଟ୍ଟାଙ୍କୁ ସାହାଯ୍ୟ କରିଥିଲେ ।ଏହି ଭାତୃ ବିବାଦ ଫଳରେ ଦାମୋଦର ଭଞ୍ଜଙ୍କ ମୃତ୍ୟୁ ହେଲା ।ମୃତ ରାଜାଙ୍କ ବିଧବା ପତ୍ନୀ ସୁମିତ୍ରା ଦେବି ମୟୁରଭଞ୍ଜର ଶାସନ ଭରା ଗ୍ରହଣ କଲେ ।ମହାରାଣୀ ହେବାପରେ ସୁମିତ୍ରା ଦେବୀ ୧୮୦୩ରେ ବାରିପଦାକୁ ରାଜଧାନୀ ଉଠାଇ ଆଣିଥିଲେ ।ସେହି ସମୟରେ ଅମ୍ବିକା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାର ଅନୁମାନ କରାଯାଏ ।<ref>{{cite news|title=ଅମ୍ବିକା ଦେବୀ|url=wwwsambadepaper। com|accessdate=29 May 2016|newspaper=sambad|date=23 May 2016}}</ref>
 
== ପରମ୍ପରା ==
<ref>{{cite news|title=ଅମ୍ବିକା ଦେବୀ|url=wwwsambadepaper। com|accessdate=29 May 2016|newspaper=sambad|date=23 May 2016}}</ref>
ଅମ୍ବିକା ଦେବୀ ବଡ଼ ପ୍ରତ୍ୟକ୍ଷ ବୋଲି ଲୋକଲୋଚନରୁ ଜଣାଯାଏ ।ଦେବୀଙ୍କ ନିକଟରେ ଉଭୟ ଆମିଷ ଓ ନିରାମିଷ ଭୋଗ ଲାଗି ହୁଏ ।
 
==ପର୍ବ ପର୍ବାଣି==