"ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୦୧ କ ଧାଡ଼ି:
'''ଭାରତ''' ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ [[ଏସିଆ]]ର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି [[ଭାରତର ରାଜ୍ୟ|ରାଜ୍ୟ]] ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ [[ଚୀନ]], [[ନେପାଳ]] ଓ [[ଭୁଟାନ]], ପଶ୍ଚିମରେ [[ପାକିସ୍ତାନ]], ପୂର୍ବରେ [[ବଙ୍ଗଳାଦେଶ]] ଓ [[ବର୍ମା]], ଏବଂ ଦକ୍ଷିଣରେ [[ଶ୍ରୀଲଙ୍କା]] ଅବସ୍ଥିତ ।
 
ପ୍ରସିଦ୍ଧ [[:en:Indus Valley Civilisation|ସିନ୍ଧୁ ସଭ୍ୟତା]]ର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ [[:en:Indian subcontinent|ଭାରତୀୟ ଉପମହାଦେଶ]] ସାରା ବିଶ୍ୱରେ ଜଣାଶୁଣା ଥିଲା । {{Sfn|Stein|1998|pp=16–17}} ବିଶ୍ୱର ପ୍ରମୁଖ ଧର୍ମ (ଯଥା [[ହିନ୍ଦୁ]], [[ବୌଦ୍ଧ ଧର୍ମ|ବୌଦ୍ଧ]], [[:en:Statistics of Jainism|ଜୈନ]] ଓ [[:en:Sikhism in India|ଶିଖ୍]]) ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ. ରେ [[History of the Jews in India|ଜୀଉ]]ମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେ [[:en:Parsi|ପାର୍ସୀ]], [[:en:Christianity in India|ଖ୍ରୀଷ୍ଟିଆନ]] ଓ [[ମୁସଲମାନ]]ମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେ [[:en:Company rule in India|ଇଂରେଜ]]ମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କ [[:en:Indian independence movement|ସଂଗ୍ରାମ]] ପରେ ୧୯ଶ ଶତାବ୍ଦୀର ମଧ୍ୟ ଭାଗରେ (୧୫ ଅଗଷ୍ଟ ୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା ।
[[ଫାଇଲ:India-map-or.svg|thumb|[[ଓଡ଼ିଆ ଭାଷା|ଓଡ଼ିଆ]]ରେ ଭାରତ ମାନଚିତ୍ର]]
 
"https://or.wikipedia.org/wiki/ଭାରତ"ରୁ ଅଣାଯାଇଅଛି