ବଦଳ ସାରକଥା ଲୁଚାଇଦିଅନ୍ତୁ
Satya Sarangi (ଆଲୋଚନା | ଅବଦାନ) No edit summary |
Satya Sarangi (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି:
ଉପେନ୍ଦ୍ର କିଶୋର ଦାସ
ଜନ୍ମ - ୨୧.୨.୧୯୦୧
ଦେହାନ୍ତ - ୨୦.୪.୧୯୭୨
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର। କିନ୍ତୁ ତାଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିନେଇଥିଲେ ତାଙ୍କ ପିଉସା ‘ଭୀମା ଭୂୟାଁ’ ଉପନ୍ୟାସର ସ୍ରଷ୍ଟା ଗୋପାଳ ବଲ୍ଲଭ ଦାସ। ରେଭେନ୍ସା କଲେଜରେ ଅଧ୍ୟୟନ କାଳରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେବାରୁ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡ଼େ। ପରବର୍ତ୍ତୀ ଜୀବନ ଦେଶସେବା ଓ ସାହିତ୍ୟ ସାଧନାରେ ସେ ବିନିଯୋଗ କରନ୍ତି। ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା। ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ।
|