"ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୧୬ କ ଧାଡ଼ି:
ଭାରତ ରେ ବହୁ ସ୍ଥାନୀୟ ଖେଳ ରହିଛି ଯାହା ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇରହିଛି ଯଥା: ''[[କବାଡି]]'', ''[[ଖୋ-ଖୋ]]'', ''[[କୁସ୍ତି]]'' ଓ ''[[ଗିଲି-ଦଣ୍ଡା]]''.କବାଡି ରେ ଭାରତ ସମସ୍ତ ସ୍ବର୍ଣ ପଦକ ପ୍ରାପ୍ତ କରିଛି । ଆଉ କେତେକ ଯୁଦ୍ଧ କୌଶଳ କୁ ମଧ୍ୟ ଖେଳ ଭାବରେ ଖେଳାଯାଉଥିଲା ଯେପରିକି''[[କଳରିପୟୁଟୁ]]'', ''[[ମୁଷ୍ଟି ଯୁଦ୍ଦ]]'', ''[[ସିଲାମ୍ବ୍ମମ]]'' ଓ ''[[ମର୍ଦମି]]'', । [[ରାଜୀବ ଗାନ୍ଧୀ ଖେଳରତ୍ନ]] ଓ [[ଅର୍ଜୁନ ପୁରସ୍କାର]] ଭାରତ ରେ ଖେଳ ନିମନ୍ତେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର। [[ଦ୍ରୋଣାଚାର୍ୟ ପୁରସ୍କାର]] ଶ୍ରେଷ୍ଠ କୋଚ ଙ୍କୁ ଦିଆଯାଇଥାଏ । [[ଚେସ]], ଭାରତ ରେ ଖୁବ ଲୋକପ୍ରିୟ ଏହାକୁ ''[[ଚତୁରଙ୍ଗ]]'' ମଧ୍ୟ କୁହାଯାଏ, [[ଚେସ]] ରେ ଭାରତ ରୁ ବହୁ ଗ୍ରାଣ୍ଡମାଷ୍ଟର ଥିବାରୁ ଏହା ବହୁ ଲୋକପ୍ରିୟ ହୋଇପାରିଛି।ବିସ୍ବନାଥାନ୍ ଆନନ୍ଦ ଚତୁରଂଗ ଖେଲ ରେ ବିସ୍ବ ବିଜେତା ଥିଲେ। ଅନ୍ୟ ଖେଳ ମଧ୍ୟରୁ ଭାରତ ବ୍ୟାଡମିନ୍ଟନ, ଟେନିସ, ବନ୍ଧୁକ ଚାଳଣା ରେ ବହୁ ସଫଳତା ହାସଲ କରିଛି। [[କୁସ୍ତି]] ଓ [[ଫୁଟବଲ]] ଭାରତ ର ଗୋଆ, ତାମିଲନାଡୁ, କେରଳ, ଉତ୍ତର-ପୂର୍ବ ଭାରତ ରେ ଖୁବ ଲୋକପ୍ରିୟ ।
 
ଭାରତ ର ରାଷ୍ଟ୍ରୀୟ ଖେଳ ହେଉଛି ହକି । ଭାରତୀୟ [[ହକି]] ଦଳ ୧୯୭୫ ହକି ବିଶ୍ଵକପ ଓ [[ଅଲମ୍ପିକ କ୍ରୀଡା]]ରେ ଆଜି ପର୍ଯ୍ୟନ୍ତ ଆଠ ଥର ସ୍ଵର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତିସାରିଛି ।[[କ୍ରିକେଟ]] ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ଭାରତ ଏଥିରେ ୧୯୮୩ ଓ ୨୦୧୧ ରେ [[କ୍ରିକେଟ]] ବିଶ୍ଵକପ ଓ ୨୦୦୭ ରେ ୨୦-୨୦ ବିଶ୍ଵକପ ଜିତିଛି ।୨୦୧୭ ରେ ଭାରତ ୧୭ ବର୍ଷ ରୁ କମ୍ ଫିଫା ବିସ୍ବକପବିଶ୍ଵକପ ଆୟୋଜନ କରିବା
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ଭାରତ"ରୁ ଅଣାଯାଇଅଛି