"ଉପେନ୍ଦ୍ର କିଶୋର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଉପେନ୍ଦ୍ର କିଶୋର ଦାସ (୧୯୦୧ – ୧୯୭୨) ଓଡ଼ିଆ ସାହିତ୍ୟ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୪ କ ଧାଡ଼ି:
 
'ମଲାଜହ୍ନ'’ (୧୯୨୮) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ। ଏହା ତାଙ୍କର ଏକମାତ୍ର ଉପନ୍ୟାସ। ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ। ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି। ସମାଜ କେବଳ ବାହାର ଦେଖେ। ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ। ସତୀ ତାହାହିଁ ଦେଖାଇଛି।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)
 
ଏହି ଉପନ୍ୟାସକୁ ନେଇ ଗୋଟିଏ ସିନେମା ପ୍ରସ୍ତୁତ ହୋଇଛି।