"ପ୍ରମୁଖ ଅବସାଦ ବେମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
<!--ସଂଜ୍ଞା ଓ ଲକ୍ଷଣ-->
'''ପ୍ରମୁଖ ଅବସାଦ ବେମାରୀ''' (ଇଂରାଜୀ ଭାଷାରେ '''Major depressive disorder'''/ '''MDD''') ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍‌ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ ।<ref name=NIH2016/> ଏହା ସ‌ହିତ ନିଜର [[ହୀନମନ୍ୟତା]] (low [[:en:self-esteem|self-esteem]]), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ ([[:en:anhedonia|loss of interest]] ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ ।<ref name=NIH2016/> ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ ([[:en:delusions|false beliefs]]) ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା ([[:en:hallucinations|see or hear things that others cannot]]) ଦେଖାଯାଏ ।<ref name=NIH2016/> କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ସର୍ବଦା ଅବସାଦ ରହେ ।<ref name=DSM5/> ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ ।<ref name=NIH2016/><ref name=DSM5/> ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ [[ଆତ୍ମହତ୍ୟା]] କରି ମୃତ୍ୟୁ ବରଣ କରନ୍ତି,<ref>{{cite book|last1=Richards|first1=C. Steven|last2=O'Hara|first2=Michael W.|title=The Oxford Handbook of Depression and Comorbidity|date=2014|publisher=Oxford University Press|isbn=9780199797042|page=254|url=https://books.google.ca/books?id=9jpsAwAAQBAJ&pg=PA254|language=en}}</ref> ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି [[ମିଜାଜ ବେମାରୀ]]/ ([[:en:mood disorder|mood disorder]]) ଥାଏ । <ref>{{cite book|last1=Lynch|first1=Virginia A.|last2=Duval|first2=Janet Barber|title=Forensic Nursing Science|date=2010|publisher=Elsevier Health Sciences|isbn=0323066380|page=453|url=https://books.google.ca/books?id=nD6VAFvKGC0C&pg=PA453|language=en}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
[[ଜେନେଟିକ]] ([[:en:genetics|genetic]]), ପରିବେଶ ଓ ମନସ୍ତ‌ତ୍ତ୍ୱ କାରକମାନଙ୍କ ମିଶ୍ରିତ ପ୍ରଭାବ ଏହି ରୋଗର କାରଣରୁପେ ବିବେଚନା କରାଯାଏ ।<ref name=NIH2016>{{cite web|title=Depression|url=http://www.nimh.nih.gov/health/topics/depression/index.shtml|website=NIMH|accessdate=31 July 2016|date=May 2016}}</ref> ଏହି ରୋଗ ଭୋଗର ପାରିବାରିକ ଇତିହାସ, ମୂଖ୍ୟ ଜୀବନ‌ଧାରାର ପରିବର୍ତ୍ତନ, କେତେକ ଔଷଧ, ସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ([[:en:chronic health problem|chronic health problem]]) ଓ ଡ୍ରଗ ଅପବ୍ୟବ‌ହାର ଇତ୍ୟାଦି ଏହି ରୋଗର ସଙ୍କଟଦାୟକ ଅବସ୍ଥା । <ref name=NIH2016/><ref name=DSM5/> ପ୍ରାୟ ୪୦% ସଙ୍କଟର ଜେନେଟକ ସ‌ହିତ ସମ୍ପର୍କ ଥିବା ଜଣାଯାଏ ।<ref name=DSM5/> ଲୋକର ବ୍ୟକ୍ତିଗତ ଅନୁଭୁତି ରିପୋର୍ଟ ଓ [[ମାନସିକ ସ୍ଥିତି ପରୀକ୍ଷା]] ([[:en:mental status examination|mental status examination]]) କରି ରୋଗ ନିର୍ଣ୍ଣୟ କରାଯାଏ ।<ref name=Pat2015>{{cite book|last1=Patton|first1=Lauren L.|title=The ADA Practical Guide to Patients with Medical Conditions|date=2015|publisher=John Wiley & Sons|isbn=9781118929285|page=339|edition=2|url=https://books.google.ca/books?id=OTJiCgAAQBAJ&pg=PA339|language=en}}</ref> ଏହି ରୋଗ ନିମନ୍ତେ କୌଣସି ଲାବୋରେଟରି ପରୀକ୍ଷା ନାହିଁ । <ref name=DSM5/> ପରୀକ୍ଷା କଲାବେଳେ ଏକା ଭଳି ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗ ବିଷୟରେ ସଚେତନ ରହି ସେହି ରୋଗ ନ ଥିବା ନିର୍ଣ୍ଣୟ କରାଯାଏ ।<ref name=Pat2015/> ପ୍ରମୁଖ ଅବସାଦ ବେମାରୀଠାରୁ ଜୀବନର ଏକ ଅଂଶ ଓ ଏହାଠାରୁ ଅଳ୍ପ ସାଂଘାତିକ ରୋଗ [[ଦୁଃଖ]]କୁ ([[:en:sadness|sadness]]) ପୃଥକ୍ କରିବାକୁ ପଡ଼େ ।<ref name=DSM5/> [[ୟୁନାଇଟେଡ ସ୍ଟେଟ୍ସ ପ୍ରିଭେଣ୍ଟିଭ ସର୍ଭିସ ଟାସ୍କ ଫୋର୍ସ]] ୧୨ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କୁ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରେ,<ref name=US2016>{{cite journal|last1=Siu|first1=AL|last2=US Preventive Services Task Force|first2=(USPSTF)|last3=Bibbins-Domingo|first3=K|last4=Grossman|first4=DC|last5=Baumann|first5=LC|last6=Davidson|first6=KW|last7=Ebell|first7=M|last8=García|first8=FA|last9=Gillman|first9=M|last10=Herzstein|first10=J|last11=Kemper|first11=AR|last12=Krist|first12=AH|last13=Kurth|first13=AE|last14=Owens|first14=DK|last15=Phillips|first15=WR|last16=Phipps|first16=MG|last17=Pignone|first17=MP|title=Screening for Depression in Adults: US Preventive Services Task Force Recommendation Statement.|journal=JAMA|date=26 January 2016|volume=315|issue=4|pages=380–7|pmid=26813211|doi=10.1001/jama.2015.18392}}</ref><ref name=US2016Peds>{{cite journal|last1=Siu|first1=AL|last2=U.S. Preventive Services Task|first2=Force|title=Screening for Depression in Children and Adolescents: U.S. Preventive Services Task Force Recommendation Statement.|journal=Annals of Internal Medicine|date=1 March 2016|volume=164|issue=5|pages=360–6|pmid=26858097|doi=10.7326/M15-2957}}</ref> କିନ୍ତୁ କ‌କ୍ରେନ ଅନୁଶୀଳନ ([[:en:Cochrane review|Cochrane review]]) ଅନୁସାରେ ସ୍କ୍ରିନିଙ୍ଗ ସପକ୍ଷରେ ପ୍ରମାଣ ନାହିଁ । <ref name=Gil2005>{{cite journal |vauthors=Gilbody S, House AO, Sheldon TA | title = Screening and case finding instruments for depression | journal = Cochrane Database of Systematic Reviews | issue = 4 | pages = CD002792 | year = 2005 | pmid = 16235301 | doi = 10.1002/14651858.CD002792.pub2 | url = http://www.cochrane.org/reviews/en/ab002792.html }}</ref>