"ବର୍ଣ୍ଣାନ୍ଧତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ବର୍ଣ୍ଣାନ୍ଧତା''', (ଇଂରାଜୀ ଭାଷାରେ '''color blindness''' or '''color vision deficiency'''), କ‌ହିଲେ ରଙ୍ଗ ଦେଖିବାର ଅକ୍ଷମତା ([[:en:color vision|to see color]]) ବା ବିଭିନ୍ନ ରଙ୍ଗ ଚିହ୍ନିବା ଅକ୍ଷମତାକୁ ବୁଝାଏ ।<ref name=NEI2015/> ଏହି ଦୋଷଦ୍ୱାରା ଶିକ୍ଷାଲାଭରେ ଅସୁବିଧା ହୁଏ ।<!-- <ref name=NEI2015/> --> ଫଳ କିଣିଲା ବେଳେ, ଲୁଗା ବାଛିଲା ବେଳେ, ଟ୍ରାଫିକ ଲାଇଟ ପଢ଼ିବାରେ ସମସ୍ୟା ହୁଏ ।<!-- <ref name=NEI2015/> --> ଏହି ସମସ୍ୟା ସାମାନ୍ୟ ହୋଇଥିବାରୁ ଲୋକମାନେ ଚଳେଇ ନିଅନ୍ତି । <!-- <ref name=NEI2015/> --> [[ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା]] ([[:en:achromatopsia|total color blindness]]) ଥିବା ଲୋକର ତୀକ୍ଷ୍‌ଣ ଦୃଷ୍ଟି ଅଭାବ ([[:en:visual impairment|decreased visual acuity]]) ଥାଇପାରେ ।<ref name=NEI2015/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
୨୪ କ ଧାଡ଼ି:
<!-- ଚିକିତ୍ସା ଓ ରୋଗନୁଶୀଳନ -->
ବର୍ଣ୍ଣାନ୍ଧତା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।<ref name=NEI2015/> ରଙ୍ଗ ଚିହ୍ନିବା ନିମନ୍ତେ ପିଲାର ଶିକ୍ଷକ ପଢ଼େଇବା ପଦ୍ଧତି ବଦଳ କରି ଶିକ୍ଷାଦାନ କରିବାକୁ ପଡ଼େ ।<ref name=Gor1998/> ଉଜ୍ଜ୍ୱଳ ଆଲୋକରେ ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଚିହ୍ନଟ କରିବା ନିମନ୍ତେ ବିଶେଷ ଧରଣର ଲେନ୍ସ ସାହାଯ୍ୟ କରେ ।<!-- <ref name=NEI2015/> --> ରଙ୍ଗ ଚିହ୍ନିବା ପାଇଁ ମୋବାଇଲ ଆପ ସାହାଯ୍ୟ କରିପାରେ ।<ref name=NEI2015>{{cite web|title=Facts About Color Blindness|url=https://nei.nih.gov/health/color_blindness/facts_about|website=NEI|accessdate=29 July 2016|date=February 2015}}</ref>
 
<!-- ସମାଜ ଓ ସଂସ୍କୃତି -->
ଲାଲ‌-ଶାଗୁଆ ବର୍ଣ୍ଣାନ୍ଧତା ସର୍ବାଧିକ ଦେଖାଯାଏ, ଏହା ପରେ ଆସେ ନୀଳ-ହଳଦିଆ ବର୍ଣ୍ଣାନ୍ଧତା ଓ ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା । <!-- <ref name=NEI2015/> --> ଉତ୍ତର ୟୁରୋପ ବଂଶଧର ୮% ପୁରୁଷଙ୍କର ଓ ୦.୫% ମହିଳାଙ୍କର ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଥାଏ ।<!-- <ref name=NEI2015/> --> ବାର୍ଦ୍ଧକ୍ୟରେ ରଙ୍ଗ ଦେଖିବା କ୍ଷମତା କମିଯାଏ ।<ref name=NEI2015/> କେତେକ ଦେଶରେ କେତେକ ବୃତ୍ତି ନିମନ୍ତେ ବର୍ଣ୍ଣାନ୍ଧ ଲୋକ ଅଯୋଗ୍ୟ ହୁଅନ୍ତି ।<!-- <ref name=Gor1998/> --> ପାଇଲଟ, ଟ୍ରେନ ଡ୍ରାଇଭର ଓ ସଶସ୍ତ୍ର ବଳମାନଙ୍କର ବର୍ଣ୍ଣ ଯୋଗ୍ୟତା ଆବଶ୍ୟକ ଥିବାରୁ ବର୍ଣ୍ଣାନ୍ଧତା ଥିଲେ ଅଯୋଗ୍ୟ ସାବ୍ୟସ୍ତ ହୁଅନ୍ତି ।<!-- <ref name=Gor1998/> --> କଳ ଦକ୍ଷତା ଉପରେ ଏହାର ପ୍ରଭାବ ବିବାଦାତ୍ମକ ଅଛି ।<!-- <ref name=Gor1998/> --> ଚିତ୍ରକଳା ଦକ୍ଷତାରେ ଏହାର ପ୍ରଭାବ ଥିବା ଜଣାଯାଏ ନାହିଁ ଓ ଅନେକ ପ୍ରସିଦ୍ଧ ଚିତ୍ରକର ବର୍ଣ୍ଣାନ୍ଧ ଥିବା ବିଶ୍ୱାସ କରାଯାଏ ।<ref name=Gor1998/>
 
== ଆଧାର ==