"ବର୍ଣ୍ଣାନ୍ଧତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୨ କ ଧାଡ଼ି:
ଚକ୍ଷୁରେ ଥିବା ତିନି ସେଟ ବର୍ଣ୍ଣ ବା ରଙ୍ଗ ଚିହ୍ନଟକାରୀ ଜୀବକୋଷ କୋନ ([[:en:cone cell|cones]]) ମଧ୍ୟରୁ ଏକ ବା ଏକାଧିକ କୋନର ବିକାଶରେ ତୃଟି ଥିଲେ ଏହି ସମସ୍ୟା ହୁଏ ।<!-- <ref name=NEI2015/> --> ସାଧାରଣ ବର୍ଣ୍ଣାନ୍ଧତା ନିମନ୍ତେ ଉତ୍ତରଦାୟୀ [[ଜିନ]] ([[:en:genes|genes]]) ଏକ୍ସ କ୍ରୋମୋଜୋମରେ ([[:en:X chromosome|X chromosome]]) ଥିବା ହେତୁ ପରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଏହି ସମସ୍ୟା ହୁଏ ।<!-- <ref name=NEI2015/> --> ମହିଳାଙ୍କର ଦୁଇଟି ଏକ୍ସ କ୍ରୋମୋଜୋମ ଥିବା ହେତୁ ଗୋଟିକରେ ତୃଟି ଥିଲେ ଅନ୍ୟଟି ସେହି ତୃଟି ଭରଣା କରିଦିଏ, କିନ୍ତୁ ପୁରୁଷଙ୍କର ଗୋଟିଏ ଏକ୍ସ କ୍ରୋମୋଜୋମ ଥାଏ । <!-- <ref name=NEI2015/> --> ଅନ୍ୟ କାରଣ: [[ଆଖି]], [[ଅପ୍ଟିକ ସ୍ନାୟୁ]] ([[:en:optic nerve|optic nerve]] ଓ [[ମସ୍ତିଷ୍କ]]ର ([[:en:brain|brain]]) କିଛି ଅଂଶ ଉପରେ ରାସାୟନିକ ବା ଶାରୀରିକ ଆଘାତ ହେବା ଫଳରେ ଏହି ରୋଗ ହୁଏ ।<!-- <ref name=NEI2015/> --> ଇସିହାରା ପରୀକ୍ଷାଦ୍ୱାରା ([[:en:Ishihara color test|Ishihara color test]]) ଏହି ରୋଗ ନିର୍ଣ୍ଣୟ କରାଯାଏ; କିନ୍ତୁ ଅନ୍ୟ କେତେକ ପରୀକ୍ଷା ମଧ୍ୟ କରାଯାଇପାରେ ।<ref name=NEI2015/>
 
<!-- ଚିକିତ୍ସା ଓ ରୋଗନୁଶୀଳନ -->
ବର୍ଣ୍ଣାନ୍ଧତା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।<ref name=NEI2015/> ରଙ୍ଗ ଚିହ୍ନିବା ନିମନ୍ତେ ପିଲାର ଶିକ୍ଷକ ପଢ଼େଇବା ପଦ୍ଧତି ବଦଳ କରି ଶିକ୍ଷାଦାନ କରିବାକୁ ପଡ଼େ ।<ref name=Gor1998/> ଉଜ୍ଜ୍ୱଳ ଆଲୋକରେ ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଚିହ୍ନଟ କରିବା ନିମନ୍ତେ ବିଶେଷ ଧରଣର ଲେନ୍ସ ସାହାଯ୍ୟ କରେ ।<!-- <ref name=NEI2015/> --> ରଙ୍ଗ ଚିହ୍ନିବା ପାଇଁ ମୋବାଇଲ ଆପ ସାହାଯ୍ୟ କରିପାରେ ।<ref name=NEI2015>{{cite web|title=Facts About Color Blindness|url=https://nei.nih.gov/health/color_blindness/facts_about|website=NEI|accessdate=29 July 2016|date=February 2015}}</ref>
 
== ଆଧାର ==