"ବର୍ଣ୍ଣାନ୍ଧତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଭୂଲ ସଂଶୋଧନ କରାଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ବର୍ଣ୍ଣାନ୍ଧତା''', (ଇଂରାଜୀ ଭାଷାରେ '''color blindness''' or '''color vision deficiency'''), କ‌ହିଲେ ରଙ୍ଗ ଦେଖିବାର ଅକ୍ଷମତା ([[:en:color vision|to see color]]) ବା ବିଭିନ୍ନ ରଙ୍ଗ ଚିହ୍ନିବା ଅକ୍ଷମତାକୁ ବୁଝାଏ ।<ref name=NEI2015/> ଏହି ଦୋଷଦ୍ୱାରା ଶିକ୍ଷାଲାଭରେ ଅସୁବିଧା ହୁଏ ।<!-- <ref name=NEI2015/> --> ଫଳ କିଣିଲା ବେଳେ, ଲୁଗା ବାଛିଲା ବେଳେ, ଟ୍ରାଫିକ ଲାଇଟ ପଢ଼ିବାରେ ସମସ୍ୟା ହୁଏ ।<!-- <ref name=NEI2015/> --> ଏହି ସମସ୍ୟା ସାମାନ୍ୟ ହୋଇଥିବାରୁ ଲୋକମାନେ ଚଳେଇ ନିଅନ୍ତି । <!-- <ref name=NEI2015/> --> ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା ([[:en:achromatopsia|total color blindness]]) ଥିବା ଲୋକର ତୀକ୍ଷ୍‌ଣ ଦୃଷ୍ଟି ଅଭାବ ([[:en:visual impairment|decreased visual acuity]]) ଥାଇପାରେ । <ref name=NEI2015/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଚକ୍ଷୁରେ ଥିବା ତିନି ସେଟ ବର୍ଣ୍ଣ ବା ରଙ୍ଗ ଚିହ୍ନଟକାରୀ ଜୀବକୋଷ କୋନ ([[:en:cone cell|cones]]) ମଧ୍ୟରୁ ଏକ ବା ଏକାଧିକ କୋନର ବିକାଶରେ ତୃଟି ଥିଲେ ଏହି ସମସ୍ୟା ହୁଏ ।<!-- <ref name=NEI2015/> --> ସାଧାରଣ ବର୍ଣ୍ଣାନ୍ଧତା ନିମନ୍ତେ ଉତ୍ତରଦାୟୀ [[ଜିନ]] ([[:en:genes|genes]]) ଏକ୍ସ କ୍ରୋମୋଜୋମରେ ([[:en:X chromosome|X chromosome]]) ଥିବା ହେତୁ ପରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଏହି ସମସ୍ୟା ହୁଏ ।<!-- <ref name=NEI2015/> --> ମହିଳାଙ୍କର ଦୁଇଟି ଏକ୍ସ କ୍ରୋମୋଜୋମ ଥିବା ହେତୁ ଗୋଟିକରେ ତୃଟି ଥିଲେ ଅନ୍ୟଟି ସେହି ତୃଟି ଭରଣା କରିଦିଏ, କିନ୍ତୁ ପୁରୁଷଙ୍କର ଗୋଟିଏ ଏକ୍ସ କ୍ରୋମୋଜୋମ ଥାଏ । <!-- <ref name=NEI2015/> --> ଅନ୍ୟ କାରଣ: [[ଆଖି]], [[ଅପ୍ଟିକ ସ୍ନାୟୁ]] ([[:en:optic nerve|optic nerve]] ଓ [[ମସ୍ତିଷ୍କ]]ର ([[:en:brain|brain]]) କିଛି ଅଂଶ ଉପରେ ରାସାୟନିକ ବା ଶାରୀରିକ ଆଘାତ ହେବା ଫଳରେ ଏହି ରୋଗ ହୁଏ ।<!-- <ref name=NEI2015/> --> ଇସିହାରା ପରୀକ୍ଷାଦ୍ୱାରା ([[:en:Ishihara color test|Ishihara color test]]) ଏହି ରୋଗ ନିର୍ଣ୍ଣୟ କରାଯାଏ; କିନ୍ତୁ ଅନ୍ୟ କେତେକ ପରୀକ୍ଷା ମଧ୍ୟ କରାଯାଇପାରେ ।<ref name=NEI2015/>