"ପ୍ରସବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୨ କ ଧାଡ଼ି:
 
<!-- ପଦ୍ଧତି -->
ଅଧିକାଂଶ ଡେଲିଭରି [[ଯୋନୀପଥ ପ୍ରସବ]] ([[:en:vaginal delivery|vaginal delivery]]) ପଦ୍ଧତିରେ ହୁଏ । <ref>{{cite journal|last1=Memon|first1=HU|last2=Handa|first2=VL|title=Vaginal childbirth and pelvic floor disorders.|journal=Women's health (London, England)|date=May 2013|volume=9|issue=3|pages=265-77; quiz 276-7|pmid=23638782}}</ref> ଏହି ପଦ୍ଧତିରେ ତୋନୋଟି ସୋପାନ ଥାଏ: ୧. ଜରାୟୂଗ୍ରୀବା ସଙ୍କୋଚନ ([[:en:cervical effacement|shortening]]) ଓ ଜରାୟୁ ମୁଖ ପ୍ରସାରଣ ([[:en:Cervical dilation|opening of the cervix|]]), ୨. ନିମ୍ନ‌ଗମନ ଓ ପ୍ରସବ ୩. ପ୍ରସବ ଫୁଲର ([[:en:placenta|placenta]]) ବ‌ହିଷ୍କାର ।<ref name=Col2016/> ପ୍ରଥମ ସୋପାନ ନିମନ୍ତେ ୧୨ରୁ ୧୯ ଘଣ୍ଟା ଲାଗେ, ଦ୍ୱିତୀୟ ସୋପାନ ନିମନ୍ତେ ୨୦ ମିନିଟରୁ ୨ ଘଣ୍ଟା ଲାଗେ ଓ ତୃତୀୟ ସୋପାନ ନିମନ୍ତେ ୫ରୁ ୩୦ ମିନିଟ ଲାଗେ ।<ref name=NIH2010/> ପ୍ରଥମ ସୋପାନରେ ଉଦର ଶୂଳ (crampy abdominal pains) ବା '''[[କଟି ଯନ୍ତ୍ରଣା]]''' ଆରମ୍ଭ ହୋଇ ପ୍ରାୟ ଅଧ ମିନିଟ ରହେ ଓ ପ୍ରତି ୧୦ରୁ ୩୦ ମିନିଟରେ ପୁନର୍ବାର ହୁଏ ।<ref name=Col2016>{{cite web |title= Birth |url= http://www.encyclopedia.com/topic/birth.aspx#5 |work= [[Columbia Encyclopedia|The Columbia Electronic Encyclopedia]] | edition = 6| publisher= [[Columbia University Press]] |year= 2016 |accessdate= 2016-07-30 from Encyclopedia.com}}</ref> ଉଦର ଶୂଳ ସମୟକ୍ରମେ ଶକ୍ତ ହୁଏ ଓ ଅଳ୍ପ ସମ‌ୟ ଅନ୍ତରରେ ବାରମ୍ବାର ହୁଏ ।<ref name=NIH2010>{{cite web|title=Pregnancy Labor and Birth|url=http://www.womenshealth.gov/pregnancy//childbirth-beyond/labor-birth.html|website=Women's Health|accessdate=31 July 2016|date=September 27, 2010}}</ref> ଦ୍ୱିତୀୟ ସୋପାନରେ ଜରାୟୁ ସଙ୍କୋଚନଦ୍ୱାରା ଶିଶୁ ଠେଲିହୋଇ ବାହାରକୁ ଆସେ ।<ref name=NIH2010/> ତୃତୀୟ ସୋପାନରେ ବିଳମ୍ବିତ ନାହି କଟା ସୁପାରିସ କରାଯାଏ । <ref>{{cite journal|last1=McDonald|first1=SJ|last2=Middleton|first2=P|last3=Dowswell|first3=T|last4=Morris|first4=PS|title=Effect of timing of umbilical cord clamping of term infants on maternal and neonatal outcomes.|journal=The Cochrane database of systematic reviews|date=11 July 2013|issue=7|pages=CD004074|pmid=23843134}}</ref> ଯନ୍ତ୍ରଣା ଉପଶମ ନିମନ୍ତେ ରିଲାକ୍ସେସନ ପଦ୍ଧତି, ଓପିଅଏଡ ([[:en:opioids|opioids]]) ଓ ସ୍ପାଇନାଲ ବ୍ଲକ ([[:en:spinal block|spinal block]]) ଉପାୟମାନ ଅବଲମ୍ବନ କରାଯାଏ ।<ref name=NIH2010/>
 
<!-- ସୁପାରିସ -->
ଅଧିକାଂଶ ପ୍ରସବରେ ଶିଶୁର ମୁଣ୍ଡ ପ୍ରଥମେ ଜନ୍ମ ହୁଏ; ୪% ଶିଶୁର ପାଦ ବା ନିତମ୍ବ (ପିଚା) ପ୍ରଥମେ ଜନ୍ମ ହୁଏ ।<ref name=NIH2010/><ref>{{cite journal|last1=Hofmeyr|first1=GJ|last2=Hannah|first2=M|last3=Lawrie|first3=TA|title=Planned caesarean section for term breech delivery.|journal=The Cochrane database of systematic reviews|date=21 July 2015|issue=7|pages=CD000166|pmid=26196961}}</ref> ପ୍ରସବ ସମୟରେ ଜଣେ ମହିଳା ଇଚ୍ଛାନୁସାରେ ଚଳପ୍ରଚଳ ହୋଇପାରିବ ଓ ଖାଦ୍ୟ ଖାଇପାରିବ; ମୁଣ୍ଡ ବାହାରକୁ ଆସିବା ବେଳେ ବା ପ୍ରଥମ ସୋପାନରେ ଶିଶୁକୁ ଜରାୟୁରୁ ଠେଲି ବାହାର କରିବାକୁ ଅନୁମତି ଦିଆଯାଏ ନାହିଁ ଓ ଏନିମା ଦେବାକୁ ସୁପାରିସ କରାଯାଏ ନାହିଁ ।<ref>{{cite book|title=Childbirth: Labour, Delivery and Immediate Postpartum Care|date=2015|publisher=World Health Organization|isbn=978-92-4-154935-6|page=Chapter D|url=http://www.ncbi.nlm.nih.gov/books/NBK326674/|accessdate=31 July 2016|language=en}}</ref> ସାଧାରଣତଃ [[ଏପିସିଓଟୋମି]] ([[:en:episiotomy|episiotomy]]) ବା ଯୋନୀପଥ ମୁଖକୁ ଅପରେଶନ କରି ପ୍ରସାରିତ କରାଯାଉଥିଲେ ମଧ୍ୟ ତାହା କରିବାକୁ ଉପଦେଶ ଦିଆଯାଏ ନାହିଁ ।<ref name=NIH2010/> ସନ ୨୦୧୨ରେ ପ୍ରାୟ ୨୩ ନିୟୁତ ସିଜରିଆନ ସେକସନ ([[:en:Caesarean section|Caesarean section]]) ଅପରେଶନ କରାଯାଇଥିଲା ।<ref name=Mol2015>{{cite journal|last1=Molina|first1=G|last2=Weiser|first2=TG|last3=Lipsitz|first3=SR|last4=Esquivel|first4=MM|last5=Uribe-Leitz | first5=T|last6=Azad|first6=T|last7=Shah|first7=N|last8=Semrau|first8=K|last9=Berry|first9=WR|last10=Gawande|first10=AA|last11=Haynes|first11=AB|title=Relationship Between Cesarean Delivery Rate and Maternal and Neonatal Mortality |journal=JAMA|date=1 December 2015| volume=314| issue=21| pages=2263–70| pmid=26624825| doi=10.1001/jama.2015.15553}}</ref> ଯାଆଁଳା ଛୁଆ ଥିଲେ, ଫିଟାଲ ଡିସ୍ଟ୍ରେସ ([[:en:fetal distress|signs of distress in the baby]]) ହେଉଥିଲେ ବା ବ୍ରିଚ ପୋଜିସନରେ ଶିଶୁ ଥିଲେ ସିଜରିଆନ ସେକସନ କରି ଶିଶୁକୁ ବାହାର କରାଯାଏ ।<ref name=NIH2010/> ଏହି ପଦ୍ଧତିରେ କ୍ଷତ ଶୁଖିବାକୁ ଅଧିକ ସମୟ ଲାଗେ । <ref name=NIH2010/>
 
<!-- ଜଟିଳତା -->
<!--
ପ୍ରତିବର୍ଷ ଗର୍ଭାବସ୍ଥା ଓ ପ୍ରସବ ଜଟିଳତା ଯୋଗୁ ୫୦୦,୦୦୦ ମାତୃ ମୃତ୍ୟୁ ([[:en:maternal deaths|maternal deaths]]) ହୁଏ, ୭ ନିୟୁତ ମହିଳାଙ୍କର ସାଂଘାତିକ ଦୀର୍ଘକାଳୀନ ସମସ୍ୟା ରହେ ଓ ୫୦ ନିୟୁତ ମହିଳାଙ୍କର ପ୍ରସବପର ସ୍ୱାସ୍ଥ୍ୟ ଫଳାଫଳ ବିଯୁକ୍ତାତ୍ମକ ରହେ ।<ref name=WHO2008Ed/> ବିକାଶଶୀଳ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଏ ।<ref name=WHO2008Ed/> ବାଧାପ୍ରାପ୍ତ ପ୍ରସବ ([[:en:obstructed labour|obstructed labour]]) , ପ୍ରସବପର ରକ୍ତସ୍ରାବ, ଏକ୍ଲାମ୍ପସିଆ ଓ ପ୍ରସବପର ସଂକ୍ରମଣ ଇତ୍ୟାଦି ନିର୍ଦ୍ଧଷ୍ଟ ଜଟିଳ ସମସ୍ୟା ଜାତ ହୋଇପାରେ । Specific complications include ([[obstructed:en:postpartum labour]], [[bleeding|postpartum bleeding]]), ଏକ୍ଲାମ୍ପସିଆ ([[:en:eclampsia|eclampsia]],) and ପ୍ରସବପର ସଂକ୍ରମଣ ([[:en:postpartum infection|postpartum infection]].) ଇତ୍ୟାଦି ନିର୍ଦ୍ଧଷ୍ଟ ଜଟିଳ ସମସ୍ୟା ଜାତ ହୋଇପାରେ ।<ref name=WHO2008Ed>{{cite book|title=Education material for teachers of midwifery : midwifery education modules|date=2008|publisher=World Health Organisation|location=Geneva [Switzerland]|isbn=978-92-4-154666-9|edition=2nd|url=http://whqlibdoc.who.int/publications/2008/9789241546669_4_eng.pdf?ua=1|page=3}}</ref> Complicationsପ୍ରସବ inସମୟରେ theଶିଶୁର babyଅମ୍ଳଜାନ includeଅଭାବ ହୋଇପାରେ ଯାହାକୁ ବାର୍ଥ ଆସଫିକ୍ସିଆ ([[:en:birth asphyxia|birth asphyxia]].) କୁହାଯାଏ ।<ref>{{cite book|last1=Martin|first1=Richard J.|last2=Fanaroff|first2=Avroy A.|last3=Walsh|first3=Michele C.|title=Fanaroff and Martin's Neonatal-Perinatal Medicine: Diseases of the Fetus and Infant|publisher=Elsevier Health Sciences|isbn=9780323295376|page=116|url=https://books.google.ca/books?id=AnVYBAAAQBAJ&pg=PA116|language=en}}</ref> -->
 
== ଆଧାର ==
"https://or.wikipedia.org/wiki/ପ୍ରସବ"ରୁ ଅଣାଯାଇଅଛି