"ପ୍ରସବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୬ କ ଧାଡ଼ି:
|Width = 300
|Field = [[Obstetrics]], [[midwifery]]
|synonyms = ଇଂରାଜୀ ପ୍ରତିଶବ୍ଦ- partus, parturition, birth
}}
<!-- ସଂଜ୍ଞା -->
୧୫ କ ଧାଡ଼ି:
 
<!-- ସୁପାରିସ -->
ଅଧିକାଂଶ ପ୍ରସବରେ ଶିଶୁର ମୁଣ୍ଡ ପ୍ରଥମେ ଜନ୍ମ ହୁଏ; ୪% ଶିଶୁର ପାଦ ବା ନିତମ୍ବ (ପିଚା) ପ୍ରଥମେ ଜନ୍ମ ହୁଏ ।<ref name=NIH2010/><ref>{{cite journal|last1=Hofmeyr|first1=GJ|last2=Hannah|first2=M|last3=Lawrie|first3=TA|title=Planned caesarean section for term breech delivery.|journal=The Cochrane database of systematic reviews|date=21 July 2015|issue=7|pages=CD000166|pmid=26196961}}</ref> ପ୍ରସବ ସମୟରେ ଜଣେ ମହିଳା ଇଚ୍ଛାନୁସାରେ ଚଳପ୍ରଚଳ ହୋଇପାରିବ ଓ ଖାଦ୍ୟ ଖାଇପାରିବ; ମୁଣ୍ଡ ବାହାରକୁ ଆସିବା ବେଳେ ବା ପ୍ରଥମ ସୋପାନରେ ଶିଶୁକୁ ଜରାୟୁରୁ ଠେଲି ବାହାର କରିବାକୁ ଅନୁମତି ଦିଆଯାଏ ନାହିଁ ଓ ଏନିମା ଦେବାକୁ ସୁପାରିସ କରାଯାଏ ନାହିଁ ।<ref>{{cite book|title=Childbirth: Labour, Delivery and Immediate Postpartum Care|date=2015|publisher=World Health Organization|isbn=978-92-4-154935-6|page=Chapter D|url=http://www.ncbi.nlm.nih.gov/books/NBK326674/|accessdate=31 July 2016|language=en}}</ref> ସାଧାରଣତଃ [[ଏପିସିଓଟୋମି]] ([[:en:episiotomy|episiotomy]]) ବା ଯୋନୀପଥ ମୁଖକୁ ଅପରେଶନ କରି ପ୍ରସାରିତ କରାଯାଉଥିଲେ ମଧ୍ୟ ତାହା କରିବାକୁ ଉପଦେଶ ଦିଆଯାଏ ନାହିଁ ।<ref name=NIH2010/> ସନ ୨୦୧୨ରେ ପ୍ରାୟ ୨୩ ନିୟୁତ ସିଜରିଆନ ସେକସନ ([[:en:Caesarean section|Caesarean section]]) ଅପରେଶନ କରାଯାଇଥିଲା ।<ref name=Mol2015>{{cite journal|last1=Molina|first1=G|last2=Weiser|first2=TG|last3=Lipsitz|first3=SR|last4=Esquivel|first4=MM|last5=Uribe-Leitz | first5=T|last6=Azad|first6=T|last7=Shah|first7=N|last8=Semrau|first8=K|last9=Berry|first9=WR|last10=Gawande|first10=AA|last11=Haynes|first11=AB|title=Relationship Between Cesarean Delivery Rate and Maternal and Neonatal Mortality |journal=JAMA|date=1 December 2015| volume=314| issue=21| pages=2263–70| pmid=26624825| doi=10.1001/jama.2015.15553}}</ref> ଯାଆଁଳା ଛୁଆ ଥିଲେ, ଫିଟାଲ ଡିସ୍ଟ୍ରେସ ([[:en:fetal distress|signs of distress in the baby]]) ହେଉଥିଲେ ବା ବ୍ରିଚ ପୋଜିସନରେ ଶିଶୁ ଥିଲେ ସିଜରିଆନ ସେକସନ କରି ଶିଶୁକୁ ବାହାର କରାଯାଏ ।<ref name=NIH2010/> ଏହି ପଦ୍ଧତିରେ କ୍ଷତ ଶୁଖିବାକୁ ଅଧିକ ସମୟ ଲାଗେ । <ref name=NIH2010/>
 
<!-- ଜଟିଳତା -->
 
 
== ଆଧାର ==
"https://or.wikipedia.org/wiki/ପ୍ରସବ"ରୁ ଅଣାଯାଇଅଛି