"ପ୍ରସବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୨ କ ଧାଡ଼ି:
 
<!-- ପଦ୍ଧତି -->
ଅଧିକାଂଶ ଡେଲିଭରି [[ଯୋନୀପଥ ପ୍ରସବ]] ([[:en:vaginal delivery|vaginal delivery]]) ପଦ୍ଧତିରେ ହୁଏ । <ref>{{cite journal|last1=Memon|first1=HU|last2=Handa|first2=VL|title=Vaginal childbirth and pelvic floor disorders.|journal=Women's health (London, England)|date=May 2013|volume=9|issue=3|pages=265-77; quiz 276-7|pmid=23638782}}</ref> ଏହି ପଦ୍ଧତିରେ ତୋନୋଟି ସୋପାନ ଥାଏ: ୧. ଜରାୟୂଗ୍ରୀବା ସଙ୍କୋଚନ ([[:en:cervical effacement|shortening]]) ଓ ଜରାୟୁ ମୁଖ ପ୍ରସାରଣ ([[:en:Cervical dilation|opening of the cervix|]]), ୨. ନିମ୍ନ‌ଗମନ ଓ ପ୍ରସବ ୩. ପ୍ରସବ ଫୁଲର ([[:en:placenta|placenta]]) ବ‌ହିଷ୍କାର ।<ref name=Col2016/> ପ୍ରଥମ ସୋପାନ ନିମନ୍ତେ ୧୨ରୁ ୧୯ ଘଣ୍ଟା ଲାଗେ, ଦ୍ୱିତୀୟ ସୋପାନ ନିମନ୍ତେ ୨୦ ମିନିଟରୁ ୨ ଘଣ୍ଟା ଲାଗେ ଓ ତୃତୀୟ ସୋପାନ ନିମନ୍ତେ ୫ରୁ ୩୦ ମିନିଟ ଲାଗେ ।<ref name=NIH2010/> ପ୍ରଥମ ସୋପାନରେ ଉଦର ଶୂଳ (crampy abdominal pains) ବା [[କଟି ଯନ୍ତ୍ରଣା]] ଆରମ୍ଭ ହୋଇ ପ୍ରାୟ ଅଧ ମିନିଟ ରହେ ଓ ପ୍ରତି ୧୦ରୁ ୩୦ ମିନିଟରେ ପୁନର୍ବାର ହୁଏ ।<ref name=Col2016>{{cite web |title= Birth |url= http://www.encyclopedia.com/topic/birth.aspx#5 |work= [[Columbia Encyclopedia|The Columbia Electronic Encyclopedia]] | edition = 6| publisher= [[Columbia University Press]] |year= 2016 |accessdate= 2016-07-30 from Encyclopedia.com}}</ref> ଉଦର ଶୂଳ ସମୟକ୍ରମେ ଶକ୍ତ ହୁଏ ଓ ଅଳ୍ପ ସମ‌ୟ ଅନ୍ତରରେ ବାରମ୍ବାର ହୁଏ ।<ref name=NIH2010>{{cite web|title=Pregnancy Labor and Birth|url=http://www.womenshealth.gov/pregnancy//childbirth-beyond/labor-birth.html|website=Women's Health|accessdate=31 July 2016|date=September 27, 2010}}</ref> ଦ୍ୱିତୀୟ ସୋପାନରେ ଜରାୟୁ ସଙ୍କୋଚନଦ୍ୱାରା ଶିଶୁ ଠେଲିହୋଇ ବାହାରକୁ ଆସେ ।<ref name=NIH2010/> ତୃତୀୟ ସୋପାନରେ ବିଳମ୍ବିତ ନାହି କଟା ସୁପାରିସ କରାଯାଏ । <ref>{{cite journal|last1=McDonald|first1=SJ|last2=Middleton|first2=P|last3=Dowswell|first3=T|last4=Morris|first4=PS|title=Effect of timing of umbilical cord clamping of term infants on maternal and neonatal outcomes.|journal=The Cochrane database of systematic reviews|date=11 July 2013|issue=7|pages=CD004074|pmid=23843134}}</ref> ଯନ୍ତ୍ରଣା ଉପଶମ ନିମନ୍ତେ ରିଲାକ୍ସେସନ ପଦ୍ଧତି, ଓପିଅଏଡ ([[:en:opioids|opioids]]) ଓ ସ୍ପାଇନାଲ ବ୍ଲକ ([[:en:spinal block|spinal block]]) ଉପାୟମାନ ଅବଲମ୍ବନ କରାଯାଏ ।<ref name=NIH2010/>
 
<!-- ସୁପାରିସ -->
 
== ଆଧାର ==
"https://or.wikipedia.org/wiki/ପ୍ରସବ"ରୁ ଅଣାଯାଇଅଛି