"ଫୋବିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨୭ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ପୂର୍ବାନୁମାନ -->
ପଶ୍ଚିମ ଦେଶମାନଙ୍କରେ ନିର୍ଦ୍ଦିଷ୍ଟ ଫୋବିଆ ପ୍ରାୟ ୬-୮% ଲୋକଙ୍କୁ ଓ ଏସିଆ, ଆଫ୍ରକା, ଲାଟିନ ଆମେରିକାର ୨-୪% ଲୋକଙ୍କୁ ହୁଏ । <ref name=DSM5/> ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୭% ଲୋକଙ୍କୁ ଓ ବାକି ପୃଥିବୀର ୦.୫-୨.୫% ଲୋକଙ୍କୁ ସାମାଜିକ ଫୋବିଆ ହୁଏ ।<!-- <ref name=DSM5Social/> --> ପ୍ରାୟ ୧.୭% ଲୋକଙ୍କୁ ଆଗାରୋଫୋବିଆ ହୁଏ ।<ref name=DSM5Social>{{citation|author=American Psychiatric Association|year=2013|title=Diagnostic and Statistical Manual of Mental Disorders (5th ed.)|location=Arlington|publisher=American Psychiatric Publishing|pages=204,218-219|isbn=0890425558}}</ref> ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ୨ ଗୁଣ ଅଧିକ ରୋଗ ହୁଏ । <!-- <ref name=DSM5/><ref name=DSM5Social/> --> ପ୍ରାୟ ୧୦ରୁ ୧୭ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ ।<!-- <ref name=DSM5/><ref name=DSM5Social/> --> ବୟସ ବଢ଼ିବା ସାଥେ ସାଥେ ରୋଗ ହାର କମିଯାଏ । <ref name=DSM5/><ref name=DSM5Social/> ଏହି ରୋଗରେ [[ଆତ୍ମହତ୍ୟା]] ସଙ୍କଟ ବଢ଼ିଯାଏ ।<ref name=DSM5/>
[[File:Phobias.webm|thumb|upright=1.4|Video explanation]]
 
== ଆଧାର ==
"https://or.wikipedia.org/wiki/ଫୋବିଆ"ରୁ ଅଣାଯାଇଅଛି