"ଫୋବିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
 
<!-- ଚିକିତ୍ସା -->
ଏକ୍ସପୋଜର ଥେରାପି ([[:en:exposure therapy|exposure therapy]]) ସାହାଯ୍ୟରେ ନିର୍ଦ୍ଦିଷ୍ଟ ଫୋବିଆମାନଙ୍କର ଚିକିତ୍ସା କରାଯାଏ, ବସ୍ତୁ ବା ଅବସ୍ଥା ସ‌ହ ତାକୁ ପରିଚିତ କରି ଭୀତି ଯିବାଯାଏ ରଖାଯାଏ । <!-- <ref name=Ham2009/> --> ଏଥି ନିମନ୍ତେ ଔଷଧ ଆବଶ୍ୟକ ହୁଏନାହିଁ ।<ref name=Ham2009/> ସାମାଜିକ ଫୋବିଆ ଓ ଆଗାରୋଫୋବିଆ ନିମନ୍ତେ ଉଭୟ କାଉନସେଲିଙ୍ଗ ଓ ଔଷଧ ଦେଇ ଚିକିତ୍ସା କରାଯାଏ ।<ref name=NIH2016/><ref>{{cite journal|last1=Perugi|first1=G|last2=Frare|first2=F|last3=Toni|first3=C|title=Diagnosis and treatment of agoraphobia with panic disorder.|journal=CNS drugs|date=2007|volume=21|issue=9|pages=741-64|pmid=17696574}}</ref> ଔଷଧ ମଧ୍ୟରେ ଅବସାଦରୋଧୀ ([[:en:antidepressant|antidepressant]]), ବେଞ୍ଜୋଡାଏଜେପିନ ([[:en:benzodiazepine|benzodiazepine]]) ବା ବିଟାବ୍ଲକର ([[:en:beta-blockers|beta-blockers]]) ଦିଆଯାଏ । <ref name=NIH2016>{{cite web|title=Anxiety Disorders|url=http://www.nimh.nih.gov/health/topics/anxiety-disorders/index.shtml|website=NIMH|accessdate=26 July 2016|date=March 2016}}</ref>
 
<!-- ରୋଗାନୁଶୀଳନ ଓ ପୂର୍ବାନୁମାନ -->
 
== ଆଧାର ==
"https://or.wikipedia.org/wiki/ଫୋବିଆ"ରୁ ଅଣାଯାଇଅଛି