"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Added note on difference in Dashavatara in Odisha
ଟିକେ Corrected typo
୬ କ ଧାଡ଼ି:
<!--uncited text, Wikipedia doesn't accept uncited text or purely religious text without citation, nor common belief. ଶାସ୍ତ୍ରରେ ଅଛି ଯେ ଯେତେବେଳେ ପୃଥିବୀରେ ଅନ୍ୟାୟର ମାତ୍ରା ଅତି ବେଶି ହୋଇଯାଏ, ସେତେବେଳେ ଦୁଷ୍କୃତକାରୀ ବ୍ୟକ୍ତିଙ୍କୁ ନାଶ କରି ସୁକୃତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭଗବାନ ବିଷ୍ଣୁ ପାର୍ଥିବରୂପ ଧାରଣ କରି ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ଦଳନ ଓ ଶିଷ୍ଟପାଳନ କରି ପୃଥିବୀକୁ ପାପରୁ ଉଦ୍ଧାର କରି ରକ୍ଷା କରନ୍ତି । -->
 
ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା '''ମତ୍ସ୍ୟ''', '''କଚ୍ଛପ''', '''ବରାହ''', '''ବାମନ''', '''ନୃସିଂହ''', '''ପରଶୁରାମ''', '''ରାମ''', '''ବଳରାମ''', '''ବୁଦ୍ଧ''' ଓ '''କଳ୍କୀ''' ଏହି ଦଶ ଗୋଟି ଅବତାର ପ୍ରଧାନ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ରୂପେ ଗ୍ରହଣ କରାଯାଉଥିବା ବେଳେ, ଓଡ଼ିଶାରେ ବଳରାମଙ୍କୁ ଅଷ୍ଟମ ଅବତାର ବୋଲି ଧରାଯାଏ । ଏହା ଜୟଦେବଙ୍କ ଗୀତଗୋବନ୍ଦର ପ୍ରଭାବ ବୋଲି ଅନୁମିତ । ଉତ୍କଳୀୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ କୌଣସି ଅବତାର ମନେ ନ କରି ସମସ୍ତ ଅବତାରଙ୍କ ସାର ବା 'ଅବତାରୀ' ରୂପେ କଳ୍ପିତ କରାଯାଏ ।
 
== ଐତିହାସିକ ବିବର୍ତ୍ତନ ==
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି