"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Changed main pic to a Pattachitra from a North Indian Painting
Corrected error
୧ କ ଧାଡ଼ି:
{{ଛୋଟ|Dashavatara}}
[[ଫାଇଲ:The painting by an artist from Raghurajpur.JPG|thumb|250px|[[ବିଷ୍ଣୁ]]ଙ୍କର ଦଶ ଅବତାର <br />
ଉପର ଧାଡ଼ି : ମତ୍ସ୍ୟ ,କଚ୍ଛପ,ବରାହ,ନରସିଂହ/ନୃସିଂହ,ବାମନ <br />
ତଳ ଧାଡ଼ି : ପର୍ଶୁରାମ,ରାମ,ବଳରାମ,କୃଷ୍ଣ,ବୁଦ୍ଧ,କଳ୍କି]]
'''ଦଶ ଅବତାର''' ବା '''ଦଶାବତାର''' ଦଶଜଣ ମୁଖ୍ୟ [[ଅବତାର]]ଙ୍କୁ ବୁଝାଇଥାଏ । [[ବୈଷ୍ଣବ]] ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । [[ବିଷ୍ଣୁ]]ଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । [[ଗରୁଡ଼ ପୁରାଣ]]ରେ (୧.୮୬.୧୦-୧୧) ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଅଛି ।
<!--uncited text, Wikipedia doesn't accept uncited text or purely religious text without citation, nor common belief. ଶାସ୍ତ୍ରରେ ଅଛି ଯେ ଯେତେବେଳେ ପୃଥିବୀରେ ଅନ୍ୟାୟର ମାତ୍ରା ଅତି ବେଶି ହୋଇଯାଏ, ସେତେବେଳେ ଦୁଷ୍କୃତକାରୀ ବ୍ୟକ୍ତିଙ୍କୁ ନାଶ କରି ସୁକୃତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭଗବାନ ବିଷ୍ଣୁ ପାର୍ଥିବରୂପ ଧାରଣ କରି ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ଦଳନ ଓ ଶିଷ୍ଟପାଳନ କରି ପୃଥିବୀକୁ ପାପରୁ ଉଦ୍ଧାର କରି ରକ୍ଷା କରନ୍ତି । -->
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି