"କେଶହାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
<!-- ସାଧାରଣ କାରଣ -->
ସାଧାରଣ କାରଣମାନ: [[ପୁରୁଷାକୃତି କେଶହାନୀ]], [[ମହିଳାକୃତି କେଶହାନୀ]], ଆଲୋପେସିଆ ଏରିଆଟା ଓ [[ଟେଲୋଜେନ ଇଫ୍ଲୁଭିଅମ]] (କେଶ ଘନତ୍ୱ କମିଯିବା) ।<!-- <ref name=Var2015/> --> [[ଜେନେଟିକ]] ଓ [[ପୁରୁଷ ହରମୋନ]] କାରଣ ଯୋଗୁ ପୁରୁଷାକୃତି କେଶହାନୀ ହୁଏ, ମହିଳା କେଶହାନୀ କାରଣ ଅସ୍ପଷ୍ଟ ଅଛି, ଅଟୋଇମ୍ମ୍ୟୁନ କାରଣ ଯୋଗୁ ଆଲୋପେସିଆ ଏରିଆଟା ହୁଏ ଓ ଶାରୀରିକ ତ‌ଥା ମାନସିକ ଚାପ‌ଯୁକ୍ତ ଘଟଣା ଯୋଗୁ ଟେଲୋଜେନ ଇଫ୍ଲୁଭିଅମ କେଶହାନୀ ହୁଏ ।<!-- <ref name=Var2015/> --> [[ଗର୍ଭାବସ୍ଥା]] ପରେ ଟେଲୋଜେନ ଇଫ୍ଲୁଭିଅମ ହେବା ସାଧାରଣତଃ ଦେଖାଯାଏ ।<ref name=Var2015>{{cite journal|last1=Vary JC|first1=Jr|title=Selected Disorders of Skin Appendages--Acne, Alopecia, Hyperhidrosis.|journal=The Medical clinics of North America|date=November 2015|volume=99|issue=6|pages=1195-211|pmid=26476248}}</ref>
 
<!-- ସ୍ୱଳ୍ପ ସାଧାରଣ କାରଣ -->
[[ଟ୍ରାକସନ ଆଲୋପେସିଆ|କେଶ ଟଣା]], [[କେମୋଥେରାପି]] ଭଳି କେତେକ ଔଷଧ, [[ହାଇପୋଥାଇରଏଡିକ୍ମ|ଥାଇରଏଡ ହରମୋନ କମିଲେ]], [[ଏଚଆଇଭି/ଏଡ୍‌ସ]] ଓ [[ଲୌହ ଖାଦ୍ୟାଭାବ]] ତ‌ଥା [[କୁପୋଷଣ]] ଇତ୍ୟାଦି ଯୋଗୁ ମଧ୍ୟ କେଶହାନୀ ହୁଏ&nbsp;।<!-- <ref name=Var2015/><ref name=Nal2016/> --> ପ୍ରଦାହ ଓ ସ୍କାର ଯୋଗୁ ହେଉଥିବା କେଶହାନୀ କାରଣମାନ: [[ଟିନିଆ କ୍ୟାପିଟିସ|କବକ ସଂକ୍ରମଣ]], [[ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍|ଲୁପସ୍ ଏରିଦେମାଟୋସସ୍]], [[ରାଡିଏସନ ଥେରାପି]] ଓ [[ସାର୍କଏଡୋସିସ୍]] ।<ref name=Var2015/><ref name=Nal2016/> ରୋଗ ନିର୍ଣ୍ଣୟ ଆଂଶିକ ଭାବରେ କେଶହାନୀର ସ୍ଥଳ ଦେଖି କରାଯାଏ ।<ref name=Var2015/>
 
== ଆଧାର ==
"https://or.wikipedia.org/wiki/କେଶହାନୀ"ରୁ ଅଣାଯାଇଅଛି