"ଚର୍ମ ପ୍ରଦାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨୫ କ ଧାଡ଼ି:
 
<!-- ରୋଗାନୁଶୀଳନ-->
ସନ ୨୦୧୩ରେ ପୃଥିବୀରେ ପ୍ରାୟ ୩୩୪ ନିୟୁତ ଲୋକଙ୍କୁ ଚର୍ମ ପ୍ରଦାହ ରୋଗ ହୋଇଥିଲା ।<ref>{{cite journal|last1=Global Burden of Disease Study 2013|first1=Collaborators|title=Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013.|journal=Lancet (London, England)|date=22 August 2015|volume=386|issue=9995|pages=743-800|pmid=26063472}}</ref> ଆଟୋପିକ ଚର୍ମ ପ୍ରଦାହ ଏମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ ରୋଗ ଓ ଏହା ପିଲାଦିନୁ ଆରମ୍ଭ ହୁଏ ।<ref name=Ned2012/><ref name=NIH2013/> ଯୁକ୍ତରାଷ୍ଟ୍ର ଆମେରିକାରେ ଜନସଂଖ୍ୟାର ୧୦ରୁ ୩୦% ଲୋକଙ୍କୁ ଏହି ରୋଗ ହୁଏ ।<ref name=NIH2013/> ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କଣ୍ଟାକ୍ଟ ଡର୍ମାଟାଇଟିସ ଅଧିକ ହୁଏ ।<ref>{{cite book|last1=Adkinson|first1=N. Franklin|title=Middleton's allergy : principles and practice.|date=2014|publisher=Elsevier Saunders|location=Philadelphia|isbn=9780323085939|page=566|edition=8|url=https://books.google.ca/books?id=vT9YAQAAQBAJ&pg=PA566}}</ref> ୭% ଲୋକଙ୍କୁ ଜୀବନରେ କେତେବେଳେ ହେଲେ ଆଲର୍ଜିକ କଣ୍ଟାକ୍ଟ ଡର୍ମାଟାଇଟିସ ହୁଏ ।<ref>{{cite book|title=Rook's Textbook of Dermatology, 4 Volume Set|date=2016|publisher=John Wiley & Sons|isbn=9781118441176|edition=9|url=https://books.google.ca/books?id=EyypCwAAQBAJ&pg=SA99-PA868|accessdate=29 July 2016|chapter=128.4}}</ref> ଇରିଟାଣ୍ଟ କଣ୍ଟାକ୍ଟ ଡର୍ମାଟାଇଟିସ ରୋଗର ହାର ଜଣାନାହିଁ କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାମ କରୁଥିବା ଲୋକଙ୍କର ଏହା ଏକ ସାଧାରଣ ରୋଗ ।<ref>{{cite book|last1=Frosch|first1=Peter J.|title=Textbook of Contact Dermatitis|date=2013|publisher=Springer Berlin Heidelberg|location=Berlin, Heidelberg|isbn=9783662031049|page=42|edition=2|url=https://books.google.ca/books?id=hgXtCAAAQBAJ&pg=PA42}}</ref>
 
== ଆଧାର ==