"ଚର୍ମ ପ୍ରଦାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ଚର୍ମ ପ୍ରଦାହ''',ଏକ ପ୍ରକାର ରୋଗର ଗୋଷ୍ଠୀ (ଏକଜିମା ଏହି ଗୋଷ୍ଠୀର ଏକ ରୋଗ) ଯେଉଁଥିରେ [[ମାନବ ଚର୍ମ]]ର [[ପ୍ରଦାହ]] ହୁଏ ।<ref name=Ned2012>{{cite book|last1=Nedorost|first1=Susan T.|title=Generalized Dermatitis in Clinical Practice|publisher=Springer Science & Business Media|isbn=9781447128977|page=1-3,9,13-14|url=https://books.google.ca/books?id=egXPtnc4lssC&lpg=PP1&pg=PA1|date=2012|accessdate=29 July 2016|language=en}}</ref> ଏହି ରୋଗମାନଙ୍କରେ ଚମରେ ଗଲୁ ହୁଏ ଓ ଲାଲ ଚର୍ମ ([[:en:erythema|red skin]]) ହୁଏ ।<ref name=Ned2012/> ସ୍ୱଳ୍ପକାଳୀନ ରୋଗରେ ଫୋଟକା ହୁଏ ଓ ଦୀର୍ଘକାଳୀନ ରୋଗରେ ଚର୍ମ ମୋଟା ହୋଇଯାଏ ।<ref name=Ned2012/> ଏହି ରୋଗ ଅଳ୍ପ ଚର୍ମ ସ୍ଥାନରେ ହୋଇପାରେ ବା ସମୁଦାୟ ଶରୀରରେ ହୋଇପାରେ ।<ref name=NIH2013/><ref name=Ned2012/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଚର୍ମ ପ୍ରଦାହ ରୋଗ ଗୋଷ୍ଠୀରେ ଆଟୋପିକ ଡର୍ମାଟାଇଟିସ ([[:en:atopic dermatitis|atopic dermatitis]]), ଆଲର୍ଜିକ ସ୍ପର୍ଷ ଚର୍ମ ପ୍ରଦାହ ([[:en:allergic contact dermatitis|allergic contact dermatitis]]), ଉତ୍ତେଜକ ସ୍ପର୍ଷ ଚର୍ମ ପ୍ରଦାହ (ଇରିଟାଣ୍ଟ କଣ୍ଟାକ୍ଟ ଡର୍ମାଟାଇଟିସ)/ ([[:en:irritant contact dermatitis|irritant contact dermatitis]]) ଓ ସ୍ଟାସିସ ଡର୍ମାଟାଇଟିସ ([[:en:stasis dermatitis|stasis dermatitis]]) ରୋଗମାନ ଅନ୍ତର୍ଭୁକ୍ତ ।<ref name=Ned2012/><ref name=NIH2013>{{cite web|title=Handout on Health: Atopic Dermatitis (A type of eczema)| url=http://www.niams.nih.gov/health_info/Atopic_Dermatitis/default.asp|website=NIAMS|accessdate=29 July 2016|date=May 2013}}</ref> ଏହି ରୋଗମାନଙ୍କର ସଠିକ କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।<ref name=NIH2013/> ଉତ୍ତେଜକ, ଆଲର୍ଜି ଓ ଶିରା ରକ୍ତ ପୁନର୍ଗମନ ([[:en:venous stasis|poor venous return]]) ଇତ୍ୟାଦିରେ କିଛି ଅସୁବିଧା ଥିବା ଯୋଗୁ ଏହି ରୋଗମାନ ହେବା ବିଶ୍ୱାସ କରାଯାଏ ।<!-- <ref name=Ned2012/> --> ରାସ୍‌ର ସ୍ଥାନ ଓ ରୋଗର ଇତିହାସ ନେଇ ରୋଗର ପ୍ରକାର ନିର୍ଦ୍ଧାରଣ କରାଯାଏ ।<!-- <ref name=Ned2012/> --> ଉଦାହରଣ ସ୍ୱରୁପ ହାତ ବାରମ୍ବାର ଓଦା ରହିଲେ ଉତ୍ତେଜକ ସ୍ପର୍ଷ ଚର୍ମ ପ୍ରଦାହ ରୋଗ ହୁଏ ।<!-- <ref name=Ned2012/> --> ଅନ୍ୟ ପକ୍ଷରେ କୌଣସି ସମ୍ବେଦନଶୀଳ ପଦାର୍ଥ ସଂସ୍ପର୍ଶରେ ଅଳ୍ପ ସମୟ ଧରି ଆସିଲେ କଣ୍ଟାକ୍ଟ ଡର୍ମାଟାଇଟିସ ହୁଏ ।<ref name=Ned2012/>
 
<!--ପ୍ରତିଷେଧ ଓ ଚିକିତ୍ସା-->