୧୧,୩୮୮
ଗୋଟି ସମ୍ପାଦନା
ଟିକେ (Bot: Automated text replacement (-ଓଡିଆ +ଓଡ଼ିଆ)) |
(ଅନେକ ଭ୍ରମ ସଂଶୋଧନ କରାଗଲା) |
||
}}
'''ଅସ୍ଥି ଭଗ୍ନ''' ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା #
== ଲକ୍ଷଣ ଓ ସୂଚନା ==
[[ଅସ୍ଥି ଆବରଣ]]କୁ ([[:en:Periosteum|Periosteum]])
* ଅସ୍ଥି ଭଗ୍ନ ହେଲେ ବାହାର ଆବରଣ ([[:en:Periosteum|Periosteum]]) ଓ ଭିତର ଆବରଣ ([[:en:Endosteum|Endosteum]]) କ୍ଷତିଗ୍ରସ୍ତ ହୁଏ । ଏହି ଦୁଇ ଆବରଣରେ ବହୁତ
* ଅସ୍ଥି ଭଗ୍ନ ଯୋଗୁ ରକ୍ତ ସ୍ରାବ ହୁଏ ଓ ଅସ୍ଥିର ନିକଟସ୍ଥ କୋମଳ ତନ୍ତୁ ଫୁଲିଯାଏ([[:en:Oedema]])ଓ ଏହି ଫୁଲାର ଚାପ ଯୋଗୁ ଯନ୍ତ୍ରଣା ହୁଏ । </br>
* ଭଙ୍ଗା ସ୍ଥାନକୁ ହଲଚଲରୁ ରକ୍ଷା କରିବା ନିମିତ୍ତ ମାଂସ ପେଶି ଅତ୍ୟଧିକ ସଙ୍କୁଚିତ ହୁଅନ୍ତି । ଏହି ସଙ୍କୋଚନ ଯୋଗୁ ଯନ୍ତ୍ରଣା ହୁଏ । </br>
ଅସ୍ଥି ଭଗ୍ନର ପ୍ରଧାନ ଲକ୍ଷଣ - ଯନ୍ତ୍ରଣା, ଫୁଲା, କର୍ମ ଅକ୍ଷମତା । ଭଙ୍ଗା ସ୍ଥାନକୁ ସ୍ପର୍ଶ କଲେ ଦରଜ ଲାଗେ,
== ବର୍ଗ କରଣ ==
=== କାରଣାତ୍ମକ ===
# ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ, କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି
# ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ ।
===
ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଅଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।
ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।
* ସାଧାରଣ ବା ବନ୍ଦ (Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
* ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା
▲* ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ବାରା ଅସ୍ଥି ଅତ୍ୟଧିକ ସଂକ୍ରମିତ(Infection) ହେବାର ସମ୍ଭାବନା ଥାଏ ।
ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ
* ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ ।
▲* ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଆଘାର ଜନିତ ଅତ୍ୟଧିକ ବକ୍ରତା ଯୋଗୁ ମେରୁ ଅସ୍ଥିର ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।
ଅନ୍ୟ କେତେକ ପ୍ରକାର ଭଗ୍ନର ନାମ:
* ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
* ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ<ref>[http://medical-dictionary.thefreedictionary.com/incomplete+fracture TheFreeDictionary > incomplete fracture] Citying: Mosby's Medical Dictionary, 8th edition. © 2009</ref>
▲* ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ<ref>[http://medical-dictionary.thefreedictionary.com/incomplete+fracture TheFreeDictionary > incomplete fracture] Citying: Mosby's Medical Dictionary, 8th edition. © 2009</ref> ।
*
* ଆଲମ୍ବ ଭଗ୍ନ(Linear): ଲମ୍ବ ଅସ୍ଥିର ମଧ୍ୟ ରେଖା ସହ ସମାନ୍ତରାଳ ଭଗ୍ନ୍ ।
*** ସଂକୋଚିତ ଭଗ୍ନ(Compression)
*** ଚାନ୍ସ ଭଗ୍ନ(Chance Fracture)
***
* ପଞ୍ଜରା ହାଡ଼ ଭଗ୍ନ(Rib fracture)
** ଭୁଜାସ୍ଥି(Humerus fracture/ fracture of upper arm bone)
*** ସୁପ୍ରାକଣ୍ଡାଇଲାର୍ ଭଗ୍ନ(Supracondylar fracture)
*** ହୋଲସ୍ଟେନ୍-
** ପ୍ରବାହୁ ଭଗ୍ନ(Forearm fracture)
***
****
**** ହ୍ୟୁମ୍ (Hume fracture)
*** ରେଡିଅସ ଭଗ୍ନ(Radius)
**** ଇସେକ୍ସ ଲୋପ୍ରେସ୍ଟି(Essex-Lopresti)
**** ପ୍ରାନ୍ତ ରେଡିଅସ୍(DistalRadius)
*****
***** କଲିସ୍(Colles)
***** ସ୍ମିଥ୍(Smith)
** ବକ୍ସର୍(Boxer's)
*
** ହିପ୍(Hip)
** ଡୁଭର୍ନି(Duverney)
*** ସେଗଣ୍ଡ(Segond)
*** ଗୋସେଲିନ୍(gosselin)
*** ଟଡଲର(Toddler's) ଟିବିଆର ଦୂରବର୍ତ୍ତୀ ସ୍ଥାନରେ ସ୍ପାଇରାଲ ଭାଗ୍ନ କିନ୍ତୁ ସ୍ଵସ୍ଥାନରେ ସ୍ଥିତ ।<ref name="pmid10532655">{{cite journal |author=Mellick LB, Milker L, Egsieker E |title=Childhood accidental spiral tibial (CAST) fractures |journal=Pediatr Emerg Care |volume=15 |issue=5 |pages=307–9 |date=October 1999 |pmid=10532655 |doi= 10.1097/00006565-199910000-00001|url=}}</ref>
** ଫିବୁଲା(Fibula)
*** ମେସୋନେଭ(Maisonneuve)
* ପାଦ(Foot)
** ଲିସଫ୍ରଙ୍କ(Lisfranc)
** ଜୋନ୍ସ(Jones)
** ମାର୍ଚ୍(March)
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । <ref name="pmid8814583">{{cite journal |author= |title=Fracture and dislocation compendium. Orthopaedic Trauma Association Committee for Coding and Classification |journal=J Orthop Trauma |volume=10 Suppl 1 |issue= |pages=v–ix, 1–154 |year=1996 |pmid=8814583 |doi=| url = http://www.ota.org/compendium/intro.pdf | format = PDF | accessdate = 2007-11-28|archiveurl = http://web.archive.org/web/20070928083805/http://www.ota.org/compendium/intro.pdf <!-- Bot retrieved archive -->|archivedate = 2007-09-28}}</ref><ref>{{cite web | url = http://www.ota.org/compendium/compendium.html | title = Orthopaedic Trauma Association/ Committee for Coding and Classification: Fracture and Dislocation Compendium | accessdate = 2007-11-28 |publisher = Orthopaedic Trauma Association }}</ref>ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।<br />
* ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ:<br />
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/
* ସ୍ଥାନ:ଅସ୍ଥିର ବିଭିନ୍ନ ସ୍ଥାନର୍ କୋଡ :- ଲମ୍ଵ ଅସ୍ଥିର ବିଭିନ୍ନ ଅଂଶ: ନିକଟସ୍ଥ(Proximal)=୧,ଅସ୍ଥିଦଣ୍ଡ(Diaphyseal)=୨, ଦୂରସ୍ଥ(Distal)= ୩
* ପ୍ରକାର: A=ସରଳ, B=Wedge ,C= ଜଟିଳ
== ଚିକିତ୍ସା ==
ଅସ୍ଥି ଭଗ୍ନର ଚିକିତ୍ସା ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ରକ୍ଷଣଶୀଳ(Conservative or closed) ଓ ଅପରେଶନ(Open) । ଯନ୍ତ୍ରଣା ଉପସମ,ଅଚଳନ(Immobilisation), ଏବଂ ଅନ୍ୟାନ୍ୟ ବିନା ଅପରେଶନ ଚିକିତ୍ସା; ଏହି ତିନି ପ୍ରକାର ଚିକିତ୍ସା ରକ୍ଷଣଶୀଳ ଚିକିତ୍ସା ଅନ୍ତର୍ଭୁକ୍ତ ।
== ଯନ୍ତ୍ରଣା ଉପଶମ ==
ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା
▲ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା ଆସେଟାମିଲୋଫେନ୍ ସହ କୋଡିନ ଦିଆଯାଏ । ଡାକ୍ତରମାନେ ନିଜ ବ୍ୟକ୍ତିଗତ ଅନୁଭୁତି ଅନୁସାରେ ଔଷଧ୍ ଚିଠା ଦିଅନ୍ତି ।
== ଅଚଳନ(Immobilisation) ==
ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି
ଛୋଟ ଛୋଟ ହାଡ଼ ଭଙ୍ଗାରେ ପ୍ଲଷ୍ଟର ନ କରି ପଟି ବାନ୍ଧିଲେ ମଧ୍ୟ ସ୍ଥଳ ବିଶେଷରେ ଯୋଡି ହୋଇଯାଏ ।
|
ଗୋଟି ସମ୍ପାଦନା