"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅନେକ ଭ୍ରମ ସଂଶୋଧନ କରାଗଲା
ଟିକେ (Bot: Automated text replacement (-ଓଡିଆ +ଓଡ଼ିଆ))
(ଅନେକ ଭ୍ରମ ସଂଶୋଧନ କରାଗଲା)
}}
 
'''ଅସ୍ଥି ଭଗ୍ନ''' ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା # ଚିଗ୍ନଚିହ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକପୌନିକ ସ୍ବଳ୍ପସ୍ୱଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡହାଡ଼ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରାପ୍ରୟୋଗଦ୍ୱାରା ଆସ୍ଥିଅସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡହାଡ଼ ପୋରିଆ([[:en:Osteoporosis|Osteoporosis]]), ସ୍ବଳ୍ପସ୍ୱଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା ([[:en:Osteogenesis Imperfecta|Osteogenesis Imperfecta]]) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରାଦ୍ୱାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ<ref>{{cite book |last1= S.T. Marshall|first1= |last2= B.D. Browner |first2= |editor-last= Courtney M. Townsend Jr. |editor-first= |title= Sabiston textbook of surgery: the biological basis of modern surgical practice |publisher= Elsevier |date=2012 |origyear=1st. Pub. 1956 |pages=480-520 |chapter=Chapter 20: Emergency care of musculoskeletal injuries |chapterurl= |isbn=978-1-4377-1560-6|lastauthoramp=}}</ref>
 
== ଲକ୍ଷଣ ଓ ସୂଚନା ==
[[ଅସ୍ଥି ଆବରଣ]]କୁ ([[:en:Periosteum|Periosteum]]) ଛାଡିଦେଲେଛାଡ଼ିଦେଲେ ଏହାଅସ୍ଥି ମଧ୍ୟରେ କୌଣସି ଯନ୍ତ୍ରଣାବାହିଯନ୍ତ୍ରଣାବାହୀ ସ୍ନାୟୁ ନ ଥାଏ । ନିମ୍ନ ଲିଖିତ କାରଣଯୋଗୁ ରୋଗୀ କଷ୍ଟ ଅନୁଭବ କରେ<ref>[http://www.medicinenet.com/fracture/article.htm MedicineNet - Fracture] Medical Author: Benjamin C. Wedro, MD, FAAEM.</ref></br>
* ଅସ୍ଥି ଭଗ୍ନ ହେଲେ ବାହାର ଆବରଣ ([[:en:Periosteum|Periosteum]]) ଓ ଭିତର ଆବରଣ ([[:en:Endosteum|Endosteum]]) କ୍ଷତିଗ୍ରସ୍ତ ହୁଏ । ଏହି ଦୁଇ ଆବରଣରେ ବହୁତ ଯନ୍ତ୍ରଣାବାହିଯନ୍ତ୍ରଣାବାହୀ ସ୍ନାୟୁ ଥାଏ । ଏଣୁ ବହୁତ କଷ୍ଟ ହୁଏ । </br>
* ଅସ୍ଥି ଭଗ୍ନ ଯୋଗୁ ରକ୍ତ ସ୍ରାବ ହୁଏ ଓ ଅସ୍ଥିର ନିକଟସ୍ଥ କୋମଳ ତନ୍ତୁ ଫୁଲିଯାଏ([[:en:Oedema]])ଓ ଏହି ଫୁଲାର ଚାପ ଯୋଗୁ ଯନ୍ତ୍ରଣା ହୁଏ । </br>
* ଭଙ୍ଗା ସ୍ଥାନକୁ ହଲଚଲରୁ ରକ୍ଷା କରିବା ନିମିତ୍ତ ମାଂସ ପେଶି ଅତ୍ୟଧିକ ସଙ୍କୁଚିତ ହୁଅନ୍ତି । ଏହି ସଙ୍କୋଚନ ଯୋଗୁ ଯନ୍ତ୍ରଣା ହୁଏ । </br>
ଅସ୍ଥି ଭଗ୍ନର ପ୍ରଧାନ ଲକ୍ଷଣ - ଯନ୍ତ୍ରଣା, ଫୁଲା, କର୍ମ ଅକ୍ଷମତା । ଭଙ୍ଗା ସ୍ଥାନକୁ ସ୍ପର୍ଶ କଲେ ଦରଜ ଲାଗେ, ହାଡହାଡ଼ ହଲଚଲ ହେବା ହାତକୁ ଜଣାପଡେ । ଏହା ବ୍ୟତୀତା ଭଗ୍ନ ସ୍ଥାନର ନିକଟରେ ଥିବା ଅଂଶ (ଯେପରିକି ଶିରା, ଧମନୀ, ମସ୍ତିଷ୍କ, ଓ ମେରୁଦଣ୍ଡ ଇତ୍ୟାଦି) ଆଘାତପ୍ରାପ୍ତ ହେଲେ ଅନ୍ୟାନ୍ୟ ଲକ୍ଷଣମାନ ପ୍ରକାଶ ପାଏ ।
 
== ବର୍ଗ କରଣ ==
=== କାରଣାତ୍ମକ ===
# ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ, କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ଭଗ୍ନ ହୁଏ ।
# ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସିକୌଣସି ଅସ୍ଥି କର୍କଟ ବିକ୍ଷେପିତ ([[:en:Cancer Metastasis|Cancer Metastasis]]) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ଅସଂଖ୍ୟ କାରଣ ମଧ୍ୟରୁ ହାଡ଼ ପୋରିଆହାଡ଼ପୋରିଆ ([[:en:Osteoporosis|Osteoporosis]]) ଗୋଟିଏ ମୂଖ୍ୟ କାରଣ ।
 
=== '''ଅସ୍ଥି ଶଲ୍ୟ''' ===
 
ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଅଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।
ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।
 
* ସାଧାରଣ ବା ବନ୍ଦ (Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
* ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ବାରାଦ୍ୱାରା ଅସ୍ଥି ଅତ୍ୟଧିକ ସଂକ୍ରମିତ ([[:en:Infection|Infection]]) ହେବାର ସମ୍ଭାବନା ଥାଏ ।
*
* ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ବାରା ଅସ୍ଥି ଅତ୍ୟଧିକ ସଂକ୍ରମିତ(Infection) ହେବାର ସମ୍ଭାବନା ଥାଏ ।
 
ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙବୟସ୍କମାନଙ୍କ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡିଯୋଡ଼ି ହୋଇଯାଏ ।
 
* ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଆଘାରଅତ୍ୟଧିକ ଜନିତ ଅତ୍ୟଧିକବକ୍ର ବକ୍ରତାଆଘାତ ଯୋଗୁ ମେରୁ ଅସ୍ଥିର ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।
 
* ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଆଘାର ଜନିତ ଅତ୍ୟଧିକ ବକ୍ରତା ଯୋଗୁ ମେରୁ ଅସ୍ଥିର ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।
*
ଅନ୍ୟ କେତେକ ପ୍ରକାର ଭଗ୍ନର ନାମ:
 
* ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
* ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ<ref>[http://medical-dictionary.thefreedictionary.com/incomplete+fracture TheFreeDictionary > incomplete fracture] Citying: Mosby's Medical Dictionary, 8th edition. © 2009</ref>
*
* ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ<ref>[http://medical-dictionary.thefreedictionary.com/incomplete+fracture TheFreeDictionary > incomplete fracture] Citying: Mosby's Medical Dictionary, 8th edition. © 2009</ref> ।
*
* ଆଲମ୍ବ ଭଗ୍ନ(Linear): ଲମ୍ବ ଅସ୍ଥିର ମଧ୍ୟ ରେଖା ସହ ସମାନ୍ତରାଳ ଭଗ୍ନ୍ ।
*** ସଂକୋଚିତ ଭଗ୍ନ(Compression)
*** ଚାନ୍ସ ଭଗ୍ନ(Chance Fracture)
*** ହୋଲ୍ଡ୍ସଵର୍ଥହୋଲ୍ଡ‌ୱର୍ଥ ଭଗ୍ନ (Holdworth Fracture)
 
* ପଞ୍ଜରା ହାଡ଼ ଭଗ୍ନ(Rib fracture)
** ଭୁଜାସ୍ଥି(Humerus fracture/ fracture of upper arm bone)
*** ସୁପ୍ରାକଣ୍ଡାଇଲାର୍ ଭଗ୍ନ(Supracondylar fracture)
*** ହୋଲସ୍ଟେନ୍- ଲୁଇସ୍ ଭଗ୍ନ(Holstein-Lewis fracture)
** ପ୍ରବାହୁ ଭଗ୍ନ(Forearm fracture)
*** ଅଲ୍ନାଅଲ୍‌ନା ଭଗ୍ନ(Ulna fracture)
**** ମନ୍ଟେଜିଆମଣ୍ଟେଜିଆ(Monteggia fracture)
**** ହ୍ୟୁମ୍ (Hume fracture)
*** ରେଡିଅସ ଭଗ୍ନ(Radius)
**** ଇସେକ୍ସ ଲୋପ୍ରେସ୍ଟି(Essex-Lopresti)
**** ପ୍ରାନ୍ତ ରେଡିଅସ୍(DistalRadius)
***** ଗଲିଆଜିଗାଲିଆଜି(Galleazzi)
***** କଲିସ୍(Colles)
***** ସ୍ମିଥ୍(Smith)
** ବକ୍ସର୍(Boxer's)
 
* ପେଲ୍ ଭିକ୍ପେଲ୍‌ଭିକ୍(Pelvic)
** ହିପ୍(Hip)
** ଡୁଭର୍ନି(Duverney)
*** ସେଗଣ୍ଡ(Segond)
*** ଗୋସେଲିନ୍(gosselin)
*** ଟଡଲର(Toddler's) ଟିବିଆର ଦୂରବର୍ତ୍ତୀ ସ୍ଥାନରେ ସ୍ପାଇରାଲ ଭାଗ୍ନ କିନ୍ତୁ ସ୍ଵସ୍ଥାନରେ ସ୍ଥିତ<ref name="pmid10532655">{{cite journal |author=Mellick LB, Milker L, Egsieker E |title=Childhood accidental spiral tibial (CAST) fractures |journal=Pediatr Emerg Care |volume=15 |issue=5 |pages=307–9 |date=October 1999 |pmid=10532655 |doi= 10.1097/00006565-199910000-00001|url=}}</ref>
** ଫିବୁଲା(Fibula)
*** ମେସୋନେଭ(Maisonneuve)
 
* ପାଦ(Foot)
** ଲିସଫ୍ରଙ୍କ(Lisfranc) <ref>[http://medical-dictionary.thefreedictionary.com/Lisfranc%27s+fracture TheFreeDictionary > Lisfranc's fracture] Citing: Mosby's Medical Dictionary, 8th edition. Copyright 2009</ref>
** ଜୋନ୍ସ(Jones)
** ମାର୍ଚ୍(March)
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । <ref name="pmid8814583">{{cite journal |author= |title=Fracture and dislocation compendium. Orthopaedic Trauma Association Committee for Coding and Classification |journal=J Orthop Trauma |volume=10 Suppl 1 |issue= |pages=v–ix, 1–154 |year=1996 |pmid=8814583 |doi=| url = http://www.ota.org/compendium/intro.pdf | format = PDF | accessdate = 2007-11-28|archiveurl = http://web.archive.org/web/20070928083805/http://www.ota.org/compendium/intro.pdf <!-- Bot retrieved archive -->|archivedate = 2007-09-28}}</ref><ref>{{cite web | url = http://www.ota.org/compendium/compendium.html | title = Orthopaedic Trauma Association/ Committee for Coding and Classification: Fracture and Dislocation Compendium | accessdate = 2007-11-28 |publisher = Orthopaedic Trauma Association }}</ref>ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।<br />
* ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ:<br />
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍ନାଅଲ୍‌ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ସ୍ପାଇନାଲ୍ମେରୁଅସ୍ଥି ଭଗ୍ନ, ୬. ପେଲ୍ ଭିସ୍ପେଲ୍‌ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍<br />
* ସ୍ଥାନ:ଅସ୍ଥିର ବିଭିନ୍ନ ସ୍ଥାନର୍ କୋଡ :- ଲମ୍ଵ ଅସ୍ଥିର ବିଭିନ୍ନ ଅଂଶ: ନିକଟସ୍ଥ(Proximal)=୧,ଅସ୍ଥିଦଣ୍ଡ(Diaphyseal)=୨, ଦୂରସ୍ଥ(Distal)= ୩
* ପ୍ରକାର: A=ସରଳ, B=Wedge ,C= ଜଟିଳ
 
== ଚିକିତ୍ସା ==
 
ଅସ୍ଥି ଭଗ୍ନର ଚିକିତ୍ସା ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ରକ୍ଷଣଶୀଳ(Conservative or closed) ଓ ଅପରେଶନ(Open) । ଯନ୍ତ୍ରଣା ଉପସମ,ଅଚଳନ(Immobilisation), ଏବଂ ଅନ୍ୟାନ୍ୟ ବିନା ଅପରେଶନ ଚିକିତ୍ସା; ଏହି ତିନି ପ୍ରକାର ଚିକିତ୍ସା ରକ୍ଷଣଶୀଳ ଚିକିତ୍ସା ଅନ୍ତର୍ଭୁକ୍ତ ।
 
== ଯନ୍ତ୍ରଣା ଉପଶମ ==
ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା ଆସେଟାମିଲୋଫେନ୍ଆସେଟାମିନୋଫେନ୍ ସହ କୋଡିନ ଦିଆଯାଏ । ଡାକ୍ତରମାନେ ନିଜ ବ୍ୟକ୍ତିଗତ ଅନୁଭୁତି ଅନୁସାରେ ଔଷଧ୍ଔଷଧ ଚିଠା ଦିଅନ୍ତି ।
 
ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା ଆସେଟାମିଲୋଫେନ୍ ସହ କୋଡିନ ଦିଆଯାଏ । ଡାକ୍ତରମାନେ ନିଜ ବ୍ୟକ୍ତିଗତ ଅନୁଭୁତି ଅନୁସାରେ ଔଷଧ୍ ଚିଠା ଦିଅନ୍ତି ।
 
== ଅଚଳନ(Immobilisation) ==
 
ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡିଦିଏଯୋଡ଼ିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡିଯୋଡ଼ି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନ ଦ୍ଵାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । କିଛି ଚିକିତ୍ସା ଦ୍ଵାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ । ଆଘାତ ଜନିତ ଫୁଲା କମିଗଲା ପରେ ବ୍ରେସ୍ ବା ଅର୍ଥୋସିସ୍ ବ୍ୟବହାର କରାଯାଇପାରେ । ଅପରେଶନ ମଧ୍ୟ ଦୁଇ ପ୍ରକାର କରାଯାଏ, ଗୋଟିକରେ ଭଙ୍ଗା ସ୍ଥାନ ଖୋଲି ସ୍କୃ, ପ୍ଲେଟ ସହ ସ୍କୃ ବା ଲମ୍ଵା କନ୍ଟା ଦ୍ଵାରାକଣ୍ଟାଦ୍ଵାରା ଭଙ୍ଗା ସ୍ଥାନକୁ ଚଳନ ହୀନଚଳନହୀନ କରାଯାଏ । ଅନ୍ୟ ପଦ୍ଧତିରେ ଭଙ୍ଗା ସ୍ଥାନ ନ ଖୋଲି ସରୁ ସରୁ ପିନ୍ ଦୁଇ ପାର୍ଶ୍ବରେ ହାଡ଼ ଭିତରକୁ ପ୍ରବେଶ କରାଇଦିଆଯାଏ ଓ ସେ ପିନ୍ ସବୁକୁ ଅଙ୍ଗ ବହାରେ ରଡ଼ ଦ୍ବାରାଦ୍ୱାରା ବାନ୍ଧି ଦିଆଯାଏ । ଏହି ପଦ୍ଧତିକୁ External fixator କୁହାଯାଏ ଓ ଇଲିଜାରୋଭ (Ilizarov method) ପଦ୍ଧତି ଏହି ପ୍ରକାର ପଦ୍ଧତି ମଧ୍ୟରୁ ଗୋଟିଏ ଅତି ଉପାଦେୟ ପଦ୍ଧତି ।
 
ଛୋଟ ଛୋଟ ହାଡ଼ ଭଙ୍ଗାରେ ପ୍ଲଷ୍ଟର ନ କରି ପଟି ବାନ୍ଧିଲେ ମଧ୍ୟ ସ୍ଥଳ ବିଶେଷରେ ଯୋଡି ହୋଇଯାଏ ।
୧୧,୩୮୮

ଗୋଟି ସମ୍ପାଦନା