"କୋରାପୁଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୪ କ ଧାଡ଼ି:
==ଇତିହାସ==
==ପର୍ଯ୍ୟଟନ==
ନବ ନିର୍ମିତ [[ଜଗନ୍ନାଥ]], ଜ୍ଞାନ ମନ୍ଦିର, ନିଶାଣିମୁଣ୍ଡା, ମୃତ୍ୟାଲୁମା, କନକ ପରମେଶ୍ୱରୀ, [[ଶିବ]], [[ସନ୍ତୋଷୀ ମା]]’, [[ମା’ ମଙ୍ଗଳା]], କନକ ଦୁର୍ଗା, ଓ ଶ୍ରୀ[[ଗଣେଶ]] ମନ୍ଦିର, ମାନବ ସଂଗ୍ରହାଳୟ ଓ ସର୍ବ ପୁରାତନ ଚର୍ଚ୍ଚପାଇଁ ଏଇ ସ୍ଥାନ ପ୍ରସିଦ୍ଧ। ଛୋଟ ପିଲାମାନଙ୍କ ପାଇଁ ରାଜୀବଗାନ୍ଧି ଶିଶୁ ଉଦ୍ୟାନ ଓ ଚନ୍ଦନ ପୋଖରୀ ଏହାର ଅନ୍ୟ ଏକ ଆକର୍ଷଣ କୋଲାବ ଡ୍ୟାମ, କେଚେଲା ନ‌ଦୀ ଅବସ୍ଥିତ |
 
== ଆଧାର ==
"https://or.wikipedia.org/wiki/କୋରାପୁଟ"ରୁ ଅଣାଯାଇଅଛି