"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୮ କ ଧାଡ଼ି:
'''୧୦୮''' ହେଉଛି ଏକ ସଂଖ୍ୟା । କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବ‌ହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବ‌ହୁଳ ବ୍ୟବ‌ହାର ଦେଖିବାକୁ ମିଳିଥାଏ । [[ଜପ ମାଳି]]ରେ ୧୦୮ଟି ମାଳି ଥାଏ । ବିଭିନ୍ନ ପୂଜାରେ ୧୦୮ଟି ନଡ଼ିଆ ହେଉ ବା ୧୦୮ଟି [[ବେଲ]] ପତ୍ର ହେଉ, ଏହିପରି ୧୦୮ଟି ପୂଜା ସାମଗ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାର ଗଭୀର ମାହାତ୍ମ୍ୟ ରହିଛି । ଏହି ସଂଖ୍ୟାଟି ହିନ୍ଦୁ ଧର୍ମ, ରୀତିନୀତି ଓ ପରମ୍ପରାରେ ଏକ ପବିତ୍ର ସଂଖ୍ୟା ରୂପେ ବିବେଚିତ ହୁଏ ।
 
ନିମ୍ନରେ ୧୦୮ର ବ୍ୟବ‌ହାର ଓ ମାହାତ୍ମ୍ୟ ସମ୍ପର୍କରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ।<ref>{{cite web|last=Magazine|first=Sanskriti|title=Importance of 108 number!|url=http://www.sanskritimagazine.com/rituals_and_practices/importance-of-108-number/|accessdate=26 July 2016}}</ref>
* [[ସୂର୍ଯ୍ୟ]]ର ବ୍ୟାସ [[ପୃଥିବୀ]]ର ବ୍ୟାସଠାରୁ ୧୦୮ଗୁଣ ଅଧିକ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ସୂର୍ଯ୍ୟର ବ୍ୟାସର ୧୦୮ଗୁଣ ।
* ପୃଥିବୀଠାରୁ [[ଚନ୍ଦ୍ର]]ର ହାରାହାରି ଦୂରତା ଚନ୍ଦ୍ରର ବ୍ୟାସର ୧୦୮ଗୁଣ ।