"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୫ କ ଧାଡ଼ି:
* ଭାରତୀୟ [[ଜ୍ୟୋତିଷ ବିଦ୍ୟା]]ରେ ବ୍ୟବ‌ହାର ହେଉଥିବା [[କୁଣ୍ଡଳୀ]]ରେ ୧୨ଟି ଘର ଓ ୯ଟି ଗ୍ରହ ଥାଏ । ୧୨ରେ ୯ ଗୁଣିଲେ ୧୦୮ ହୁଏ ।
* [[ତନ୍ତ୍ର]] ଶାସ୍ତ୍ର ଅନୁସାରେ [[ମଣିଷ]] ପ୍ରତିଦିନ ୨୧,୬୦୦ଥର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରିଥାଏ । ଏଥିମଧ୍ୟରୁ ୧୦,୮୦୦ଟି ସୌର ଶକ୍ତି (Solar energy) ଓ ୧୦,୮୦୦ଟି ଚାନ୍ଦ୍ର ଶକ୍ତି (Lunar energy) । ୧୦୮ରେ ୧୦୦ ଗୁଣିଲେ ୧୦,୮୦୦ ହୋଇଥାଏ ।
* ଭରତ ମୁନିଙ୍କ ଦ୍ୱାରା ରଚିତ ''ନତ୍ୟ ଶାସ୍ତ୍ର''ରେ ୧୦୮ଟି କାରଣ ବା ହାତ ଓ ପାଦର ଗତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
* [[ସଂସ୍କୃତ]]ରେ ସମୁଦାୟ ୫୪ଟି ଅକ୍ଷର ଅଛି ଓ ପ୍ରତ୍ୟେକ ଅକ୍ଷରକୁ ପୁଲିଙ୍ଗ (ଶିବ) ଓ ସ୍ତ୍ରୀଲିଙ୍ଗ (ଶକ୍ତି) ଆକାରରେ ଲେଖାଯାଇପାରେ । ଏହିପରି ୫୪ × ୨ = ୧୦୮ ହୁଏ ।
* ହିନ୍ଦୁ ଧର୍ମରେ ୧୦୮ଟି [[ପୁରାଣ]] ଓ ୧୦୮ଟି [[ଉପନିଷଦ]] ଅଛି ।
* ୧ର ପ୍ରଥମ ଘାତ, ୨ର ଦ୍ୱିତୀୟ ଘାତ ଓ ୩ର ତୃତୀୟ ଘାତ ବାହାର କଲେ, ତିନିଟି ଯାକ ଘାତଫଳର ଗୁଣଫଳ ୧୦୮ ଅଟେ । ଅର୍ଥାତ୍,<br/>
:୧ର ପ୍ରଥମ ଘାତ = ୧
:୨ର ଦ୍ୱିତୀୟ ଘାତ = ୨ × ୨ = ୪
:୩ର ତୃତୀୟ ଘାତ = ୩ × ୩ × ୩ = ୨୭
:ବର୍ତ୍ତମାନ ୧ × ୪ × ୨୭ = ୧୦୮
* ୧୦୮ ହେଉଛି ଏକ [[ହର୍ଷଦ ସଂଖ୍ୟା]] । ଅର୍ଥାତ୍, ଏହି ସଂଖ୍ୟାଟି ଏହାର ଅଙ୍କମାନ‌ଙ୍କର ସମଷ୍ଟି (୯) ଦ୍ୱାରା ବିଭାଜ୍ୟ ।
 
== ଆଧାର ==