"ସୋରିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୨ କ ଧାଡ଼ି:
 
==ଚାଷ ପ୍ରଣାଳୀ==
ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟ [[ଓଡ଼ିଶା]]ରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ଵଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୨୫ରୁ୧୦ରୁ ୩୦୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ସ୍ବଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ ।<ref name=ସୋରିଷ>{{cite web|title=Mustard Farming Information Detailed Guide|url=http://agrifarming.in/mustard-farming-information|publisher=Agri Farming|accessdate=26 July 2016}}</ref> ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅନାହିଁ ୬.୦ରୁ ୭.୫ pH ଥିବା ମୂର୍ତ୍ତିକାରେ ହିଁ ସୋରିଷ ଚାଷ ଭଲ ହୁଏ ।<ref name=ସୋରିଷ></ref> ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ସୋରିଷ ବୁଣା ହୋଇଥାଏ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।
 
===ବିହନ ବୁଣା===
୨୧ କ ଧାଡ଼ି:
 
===ଅମଳ===
ସୋରିଷ ଛୁଇଁ ଗୁଡ଼ିକ ୧୧୦ରୁ ୧୪୦ ଦିନ ମଧ୍ୟରେ ପାକଳ ହୋଇଥାଏ ।<ref name=ସୋରିଷ></ref> ଗଛରେ ଛୁଇଁ ଗୁଡିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିଦିଆଯାଏ । ଏହି ସମୟରେ ମଞିରେ ଶତକଡା ୪୦ ଭାଗ ଜଳଅଂଶ ଥାଏ ଓ ଅଧିକ ତେଲ ଅଂଶ ଥାଏ । ବିହନ ମଧ୍ୟରେ ଜଳଅଂଶ ୮ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଏଥିପାଇଁ ସୋରିଷକି କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ<ref name=ସୋରିଷ></ref> ଓ ପରେ ପୁଣି ଖରାରେ ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ ।
 
==ବ୍ୟବ‌ହାର==
"https://or.wikipedia.org/wiki/ସୋରିଷ"ରୁ ଅଣାଯାଇଅଛି