"ରାମଚନ୍ଦ୍ର ପ୍ରତିହାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ର ଓଡ଼ିଆ ସିନେମା +ର ଓଡ଼ିଆ କଥାଚିତ୍ର)
ଜୀବନୀ
୬ କ ଧାଡ଼ି:
| imagesize = 200px
| caption =
| birthdate = ୧୯୩୬<!--{{birthBirth yeardate and age|df=y|1936|01|17}}-->
| birth_place = ହରଚଣ୍ଡୀ ସାହି, ପୁରୀ<ref>{{cite web |url= http://www.thehindu.com/todays-paper/tp-features/tp-fridayreview/an-ode-of-odisha/article4099719.ece |title=The Hindu : FEATURES / FRIDAY REVIEW : An ode of Odisha |first=Shyamhari |last=Chakra|work=thehindu.com |year=2012 |quote=Harachandi Sahi in the town where he was born |accessdate=21 January 2013}}</ref>
| yearsactive = ୧୯୭୭୧୯୫୧-ଏବେଯାଏଁ
| occupation = ଅଭିନେତା
| spouse =
୧୮ କ ଧାଡ଼ି:
| nationalfilmawards =
}}
'''ରାମଚନ୍ଦ୍ର ପ୍ରତିହାରୀ''' [[ଓଡ଼ିଆ କଥାଚିତ୍ର ଜଗତ]] ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ । ସେ ୪୦ରୁ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ଵ ନାଟକରେ ନିର୍ଦ୍ଦେଶନା ଦେବାସହ, ୨୦ରୁ ଉର୍ଦ୍ଧ୍ଵ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ [[ଆକାଶବାଣୀ କଟକ|ଆକାଶବାଣୀର]] ଜଣେ ସ୍ଵୀକୃତିପ୍ରାପ୍ତ ଅଭିନେତା ଅଟନ୍ତି
 
ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶି ପାଠ ପଢି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ [[ଜଗନ୍ନାଥ ମନ୍ଦିର]]ରେ ଜଣେ ସୁପକାର ଭାବରେ କାମ କରିଥିଲେ ।
 
== ନାଟକ ଜୀବନ ==
ସଙ୍ଗୀତକାର, ଅଭିନେତା ଏବଂ ନିର୍ଦ୍ଦେଶକ ଆଦି ରାମଚନ୍ଦ୍ର ନାଟକର ବହୁ ବିଭାଗରେ କାମ କରିଛନ୍ତି । ବାଲ୍ୟବନ୍ଧୁ "ଜଗବନ୍ଧୁ ମିଶ୍ର" ତାଙ୍କୁ [[ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ]] ସହିତ ପରିଚୟ କରେଇଥିଲେ । ୧୯୬୧ ମସିହାରେ [[ବ୍ରହ୍ମପୁର]]ରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ । ଦରମା ଥିଲା ୪ଅଣା । ୧୯୬୬ ମସିହାରେ ସେ "ମଞ୍ଚରୂପା ନାଟକ ଏକାଡେମୀ" ଓ ୧୯୮୬ ମସିହାରେ "ଶିଳ୍ପୀ ନାଟକ ଏକାଡେମୀ" ଗଠନ କରି ବାସ୍ତବଧର୍ମୀ ନାଟକ ପରିବେଷଣ କରିବା ଆରମ୍ଭ କରିଥିଲେ ।
 
=== ଅଭିନୀତ/ନିର୍ଦ୍ଦେଶିତ ନାଟକ ===
* ପାୟଲ(ହିନ୍ଦୀ)
* କଙ୍ଗନ(ହିନ୍ଦୀ)
* ବନ୍ଧନ(ହିନ୍ଦୀ)
* କଳାପାହାଡ଼
* ବକ୍ସି ଜଗବନ୍ଧୁ
* ଭାଇଭାଉଜ
* ମାଣିକଯୋଡ଼ି
* ଘରସଂସାର
* ସୁନାଫରୁଆ
* ପହିଲି ରଜ
* କଂସାକବାଟ
* ବାଡୁଅ ଝିଅ
* ସିଂହଦ୍ଵାର
* ବାଇଶି ପାହାଚ
* ସୁନା ପଞ୍ଜୁରୀ
* ସ୍ଵର୍ଣ୍ଣଚମ୍ପା
* ଚିଡିଆଖାନା
* ଦେବଯାନୀ
* କୁଳଚନ୍ଦ୍ରମା
* ମାଟିର ମଣିଷ
* ବାର ବରଷର କବରତଳୁ
* ନାୟିକା ମିଳିଛି
* ହୋଟେଲ ମୋନାଲିସା
 
== କଥାଚିତ୍ର ଜୀବନ ==
୧୯୭୭୧୯୬୨ ମସିହାରେ [[ମୁକ୍ତିନୂଆ (କଥାଚିତ୍ର)|ମୁକ୍ତିବୋଉ]] କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୬ରୁ୨୪ରୁ ଅଧିକ [[:ଶ୍ରେଣୀ: ଓଡ଼ିଆ ସିନେମା|ଓଡ଼ିଆ କଥାଚିତ୍ର]]ରେ ଅଭିନୟ କରିସାରିଛନ୍ତି ।<ref>{{cite news|title=ପରିଚୟ ଦେଇଛି ଶକୁନି ଭୂମିକା|url=http://www.dharitri.com/Bhubaneswar/260716/p11.htm|accessdate=26 July 2016|newspaper=ଧରିତ୍ରୀ ୨୬/୦୭/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୧}}</ref>
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===