"ପଞ୍ଜିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ଟ୍ୟାଗ: ମୋବାଇଲ ୱେବ ବଦଳ
୧୮ କ ଧାଡ଼ି:
=== ପ୍ରସ୍ତୁତି ପ୍ରଣାଳୀ ===
 
ସର୍ବ ପ୍ରଥମେ ଏକ ଖୋପରାରେ ମେବାକୁ ପେସିକରି ଅଳ୍ପ ଆଞ୍ଚରେ କିଛି ସମୟ ଘାଣ୍ଟି ଦିଆଯାଏ । ଏବେ ସେଥିରେ ଧନିଆ ପାଉଡର ପକେଇ ୨-୫ ମିନିଟ ଭଲ ଭାବେ ମିଶ୍ରଣ କରାଯାଏ । ମିଶ୍ରଣ ଅଳ୍ପ ଥଣ୍ଡା ହେବାପରେ ଖୋପରାରେ ଚିନି ଢାଳି ମିଶ୍ରଣ କରାଯାଏ । ଏହାପରେ ଏହି ମିଶ୍ରଣରେ ପେସା ଯାଇଥିବା ଅଳେଇଚ ଗୁଣ୍ଡ ପକାଇ ମିଶ୍ରଣକୁ ଏକତ୍ର କରାଯାଏ । ଏହା ପରେ ସୌନ୍ଦର୍ଯ୍ୟ ପାଇଁ ସତେଜ ଫଳକୁ ପକେଇ ସଜେଇ ଦିଆଯାଏ । ପ୍ରସ୍ତୁତ ହୋଇଗଲା ଧନିଆ [[ପଂଜୀରୀ]] ।
 
== बाहरी कड़ियाँ ==
"https://or.wikipedia.org/wiki/ପଞ୍ଜିରି"ରୁ ଅଣାଯାଇଅଛି