"ପଞ୍ଜିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: ମୋବାଇଲ ୱେବ ବଦଳ
ଟ୍ୟାଗ: ମୋବାଇଲ ୱେବ ବଦଳ
୪ କ ଧାଡ଼ି:
'''ପଂଜୀରୀ''' ବହୁ ପ୍ରକାରର ଜିନିଷ ଏବଂ ମସଲାକୁ ମିଶ୍ରଣ କରି ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଚୁର୍ଣ୍ଣ ଅଟେ ଯାହା ଖାଇବାରେ କାମ ଦେଇଥାଏ । ଯେପରି ସତ୍ୟ ନାରାୟଣଙ୍କ ପୂଜା ପାଇଁ ତିଆରି ପଂଜୀରୀ ; ପ୍ରସୂତ ଅଥବା ଦୁର୍ବଳ ଲୋକ ମାନଙ୍କୁ ଖାଇବାକୁ ଦିଆ ଯାଉଥିବା ପୌଷ୍ଟିକ ପଂଜୀରୀ । ପୁର୍ବ ଉତ୍ତର-ପ୍ରଦେଶରେ ଅଟାରେ ପ୍ରସ୍ତୁତ ପଂଜୀରୀକୁ "ମନଭୋଗ" କୁହାଯାଏ । [[ଧନିଆ]]ରେ ପ୍ରସ୍ତୁତ ପଂଜୀରୀକୁ ମଧ୍ୟ ପ୍ରାୟତଃ [[ପଂଜୀରୀ]] କୁହାଯାଏ ଯାହା ମୁଖ୍ୟତଃ [[କୃଷ୍ଣ]] [[ଜନ୍ମାଷ୍ଟମୀ]] ଅବସରରେ ପ୍ରସାଦ ରୂପେ ପ୍ରଦାନ କରାଯାଏ ।
 
==ଧନିଆ ପଂଜୀରୀ==
== धनिये की पंजीरी ==
ପେସା ଧନିଆ, [[ଚିନି]], ଏବଂ ଘିଅ ଏହାର ପ୍ରମୁଖ ମିଶ୍ରଣ କରାଯାଏ । ପ୍ରସୂତି କୁ ଖାଇବାକୁ ଦିଅ ଯାଉଥିବା "ସୋଂଠ" ର [[ଲଡୁ]] ମଧ୍ୟ କେବେ-କେବେ ଏଥିରେ ମିଳାଇ ଦିଆଯାଏ ।
पिसा धनिया, [[शकर]] और [[घी]] इसके प्रमुख घटक होते हैं। [[प्रसूति|प्रसूता]] को खिलाया जाने वाला [[सोंठ]] का [[लड्डू]] भी कभी-कभार इसमें मिला दिया जाता है।
 
=== ସାମଗ୍ରୀ ===
* ୧୦୦ ଗ୍ରାମ ସୁଖା ଧନିଆ ପାଉଡର
* ୫୦ ଗ୍ରାମ ମେବା
* ଖୋପରା ବୁରା ୫୦ ଗ୍ରାମ
* ଚିନି ୧୦୦ ଗ୍ରାମ
* ୪-୫ ପେସା ଯାଇଥିବା ଅଳେଇଚ ଗୁଣ୍ଡ
* ମେବାର କତରନ ୫୦ ଗ୍ରାମ
 
=== सामग्री ===
100 ग्राम सूखा धनिया पावडर, 50 ग्राम मावा, खोपरा बूरा 50 ग्राम, शकर बूरा 100 ग्राम, 4-5 पिसी इलायची पावडर, मेवों की कतरन 50 ग्राम।
 
=== विधि ===
"https://or.wikipedia.org/wiki/ପଞ୍ଜିରି"ରୁ ଅଣାଯାଇଅଛି