"ଦିଲ୍ଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଂଶୋଧନ
ଟିକେ
୭୩ କ ଧାଡ଼ି:
[[ଫାଇଲ:Humayun's Tomb Delhi .jpg|thumb|left|୧୫୬୦ରେ ତିଆରି, [[ହୁମାୟୁଁଙ୍କ ଦୁର୍ଗ]] ପ୍ରଥମ [[ମୋଗଲ ସ୍ଥାପତ୍ୟ|ମୋଗଲ ଦୁର୍ଗ]] ।<ref>{{cite book |last=Petersen |first=Andrew |title=Dictionary of Islamic Architecture |url=http://books.google.com/?id=gVQj7bW0W9MC&pg=PA204&dq=humayun%27s+tomb+architecture+mughal |accessdate=14 November 2008 |publisher=Routledge |location= |language= |isbn=0415213320 |pages= |chapter= |chapterurl= |year=1999}}</ref>]]
[[ଫାଇଲ:Red Fort Delhi.jpg|thumb|left|[[ଲାଲ କିଲା]], ଏକ [[ଇଉନେସ୍କୋ ବିଶ୍ଵ ଐତିହ୍ୟ ସ୍ଥଳ]], ହେଉଛି ସେହି ଜାଗା ହେଉଛି ସେହି ଜାଗା ଯେଉଁଠାରୁ [[ଭାରତ]]ର [[ପ୍ରଧାନ ମନ୍ତ୍ରୀ]] ସମଗ୍ର ଦେଶପ୍ରତି [[ସ୍ଵାଧୀନତା ଦିବସ‌ (ଭାରତ)|ସ୍ଵାଧିନତା ଦିବସ]]ରେ ଭାଷଣ ଦିଅନ୍ତି ।]]
[[ଭାରତ]]ର ରାଜଧାନୀ ଦିଲ୍ଲୀ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବାର ଐତିହାସିକମାନେ ମତ ଦିଅନ୍ତି ।<ref name="Name of Delhi_The Samaj">{{cite news|last=ଦିଲ୍ଲୀ|first=ନାମକରଣ|title=ଦିଲ୍ଲୀ ନାମକରଣର ରହସ୍ୟ|accessdate=23 July 2016|newspaper=ସମାଜ|date=23 July 2016}}</ref> ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ ।<ref name=tourhist>{{cite web
|url=http://www.indiatourism.com/delhi-history/index.html
|title=Delhi History |accessdate=22 December 2006 |work=Delhi Tourism |publisher=Advent InfoSoft (P) Ltd }}{{Dead link|date=January 2011}}</ref> ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ [[ନିରନ୍ତର ଜନବସତି ତିଆରିହୋଇଚାଲିଥିବା ସହର ମାନଙ୍କର ତାଲିକା|ନିରନ୍ତର ଜନବସତି]] ତିଆରି ହୋଇଚାଲିଥିଲା । ଏହା [[ମହାଭାରତ]]ର [[ପାଣ୍ଡବ]]ମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ଵାସ କରାଯାଏ ।[[ମୌର୍ଯ୍ୟ ଶାସନ]] ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦)।
"https://or.wikipedia.org/wiki/ଦିଲ୍ଲୀ"ରୁ ଅଣାଯାଇଅଛି