"ଗୁରୁ ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଆଧାର
୯ କ ଧାଡ଼ି:
|begins =
|ends =
|date = [[ଆଷାଢ଼]] [[ପୂର୍ଣ୍ଣିମା]]<ref>http://timesofindia.indiatimes.com/india/PM-Modi-extends-greetings-on-Guru-Purnima/articleshow/53279274.cms</ref>
|date2013 = ୨୨ ଜୁଲାଇ
|date2014 = ୧୨ ଜୁଲାଇ, ଶନିବାର<ref>{{cite web | url=http://www.kalnirnay2014.in/2013/11/kalnirnay-marathi-calender-2014-month-july.html | title=Marathi Kalnirnay month of July 2014 | publisher=''Kalnirnay'' | accessdate=31 December 2013}}</ref>
୨୦ କ ଧାଡ଼ି:
}}
 
ବିଷ୍ଣୁଙ୍କ ଅବତାର [[ବ୍ୟାସଦେବ]]ଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ ।<ref>http://indiatoday.intoday.in/story/guru-purnima-facts-ved-vyasa-lord-buddha-lifest/1/718256.html</ref> ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)<!--ମତ୍ସ୍ୟଗନ୍ଧା: ଧୀବରରାଜକନ୍ୟା, ଯୋଜନଗନ୍ଧା, ସତ୍ୟବତୀ-->ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ଵୀପରେ ଜନ୍ମ ଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।
 
ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା । ଏହାଙ୍କ ଔରସରେ ବିଚିତ୍ରବିର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ ।
୪୪ କ ଧାଡ଼ି:
 
[[ଶ୍ରେଣୀ:ହିନ୍ଦୁ ପର୍ବ]]
 
{{ଅଧାଗଢା}}