Content deleted Content added
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ :)
 
ଟ୍ୟାଗ: MassMessage delivery
୩୭ କ ଧାଡ଼ି:
 
''Soumya srp, '''ଧନ୍ୟବାଦ''''' – [[ବ୍ୟବହାରକାରୀ:MKar|ମୃତ୍ୟୁଞ୍ଜୟ କର]] ([[ବ୍ୟବହାରକାରୀଙ୍କ ଆଲୋଚନା:MKar|ମୋ ଆଲୋଚନା]]) ୦୯:୩୭, ୨୦ ଡିସେମ୍ବର ୨୦୧୫ (UTC)</div>
 
== ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ==
 
{| style="background-color:#c4f6f5; border: 2px solid #12ceca;"
|style="vertical-align: middle; padding: 5px;" |[[File:Odia Rathajatra Edit-a-thon 2016 logo.png|thumb|ରଥଯାତ୍ରା ଗଣସମ୍ପାଦନା ୨୦୧୬|200px]]
|style="vertical-align: middle; padding: 3px;" |
ନମସ୍କାର,
ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "[[ଉଇକିପିଡ଼ିଆ:ରଥଯାତ୍ରା_ଗଣସମ୍ପାଦନା_୨୦୧୬|ରଥଯାତ୍ରା ଗଣସମ୍ପଦନା ୨୦୧୬]]"।
 
ଗତବର୍ଷର "[[ଉଇକିପିଡ଼ିଆ:ନବକଳେବର_ଗଣସମ୍ପାଦନା_୨୦୧୫|ନବକଳେବର ଗଣସମ୍ପାଦନା]]" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ [[ଉଇକିପିଡ଼ିଆ:ରଥଯାତ୍ରା_ଗଣସମ୍ପାଦନା_୨୦୧୬|ଏହି ପୃଷ୍ଠାଟି]] ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ!
--<font size="4" color = "red" face="Brush Script MT">ନିଷ୍ଠା<font color="blue">ରଞ୍ଜନ</font><font color="Green" size="2">ଦାଶ</font></font><sup>[[User talk:DashNistha|<font color="black" size="1">talk</font>]]</sup>
<!-- Message sent by User:MKar@orwiki using the list at https://or.wikipedia.org/w/index.php?title=ActiveWikipedians&oldid=243343 -->