"ବାଟମଙ୍ଗଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
|website =
}}
[[ଫାଇଲ:Bata mangala temple.jpeg|ବାଟ thumb|ମଙ୍ଗଳା ମନ୍ଦିର, ପୁରୀ]]
'''ବାଟ ମଙ୍ଗଳା ମନ୍ଦିର''' ହେଉଛି ହିନ୍ଦୁ ଦେବୀ ମା ମଙ୍ଗଳାଙ୍କ ପାଇଁ ଉତ୍ସର୍ଗୀକୃତ ଏକ ମନ୍ଦିର । ଏହି ମନ୍ଦିରଟି ଓଡ଼ିଶା ପ୍ରଦେଶରେ ଥିବା ହିନ୍ଦୁମାନଙ୍କ ପବିତ୍ର ପୁରୀ ସ‌ହର ଠାରୁ ୭ କିମି ଦୂରରେ ଅବସ୍ଥିତ । ଜଗନ୍ନାଥ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଏହି ମନ୍ଦିରକୁ ଦଣ୍ଡବତ କରିକି ଯାଆନ୍ତି । ବ୍ୟବ‌ହାରିକ କଥାବସ୍ତୁ ଅନୁସାରେ, ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିରକୁ ଯିବା ପୂର୍ବରୁ ପ୍ରଥମେ ଏହି ମନ୍ଦିରରେ ପ୍ରାର୍ଥନା କରନ୍ତି ।