"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉପକ୍ରମ
୩ କ ଧାଡ଼ି:
| name = ପ୍ରିୟମ୍ବଦା ମହାନ୍ତି ହେଜମାଦି
| image = Priyambada Mohanty Hejamdi during 22nd Odia Film Award ceremony 2014, Bhubaneswar.jpg
| alt = ଭୁବନେଶରରେ ୨୨ତମ ଓଡ଼ିଆ ଫିଲ୍ମ ପୁରସ୍କାର ବିତରଣ ଅବସରରେ ଅତିଥି ଭାବେ ଆସୀନ ପ୍ରିୟମ୍ବଦା ମହାନ୍ତି ହେଜମାଦି ।
| alt =
| caption = ଭୁବନେଶରରେ ୨୨ତମ ଓଡ଼ିଆ ଫିଲ୍ମ ପୁରସ୍କାର ବିତରଣ ଅବସରରେ ଅତିଥି ଭାବେ ଆସୀନ ପ୍ରିୟମ୍ବଦା ମହାନ୍ତି ହେଜମାଦି ।
| birth_date = {{Birth date and age|df=y|1939|11|18}}
୧୮ କ ଧାଡ଼ି:
}}
 
'''ପ୍ରିୟମ୍ବଦା ମହାନ୍ତି ହେଜମାଦି''' ଜଣେ ଜଣାଶୁଣା[[ଓଡ଼ିଆ ଲୋକ|ଓଡ଼ିଆ]] ବିଜ୍ଞାନୀ, [[ଓଡ଼ିଶୀ ନୃତ୍ୟ|ଓଡ଼ିଶୀ]] ନୃତ୍ୟଶିଳ୍ପୀ ଓ ଶିକ୍ଷାବିତ ।<ref>{{cite web|last=Vvnkataraman|first=Leela|title=From the pages of history|url=http://www.thehindu.com/todays-paper/tp-features/tp-fridayreview/from-the-pages-of-history/article2273148.ece|publisher=The Hindu|accessdate=8 March 2015}}</ref> ସେ [[ଯୁକ୍ତରାଷ୍ଟ୍ର ଆମେରିକା]]ର [[ମିଚିଗାନ ବିଶ୍ୱବିଦ୍ୟାଳୟ]]ରେ [[ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ]] ସହ [[ବାର୍ବୋର ଫେଲୋସିପ୍]] ଅଧୀନରେ "ଆମେରିକାନ ଲିଓପାର୍ଡ଼ ଫ୍ରଗ ରାନା ପିପିଏନ୍ସର ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ" ବିଷୟରେ ଗବେଷଣା କରି ପିଏଚ.ଡି. ଲାଭ କରିଥିଲେ । ସେ ଓଡ଼ିଶାର [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରେ ପ୍ରଫେସର ଓ [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ରେ କୁଳପତି ଦାୟିତ୍ୱ ନିଭାଇଥିଲେ । [[ଓଡ଼ିଶୀ ନୃତ୍ୟ]]ରେ ତାଙ୍କର ଅବଦାନ ନିମନ୍ତେ ତାଙ୍କୁ [[କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର]] ଓ ୧୯୯୮ ମସିହାରେ [[ପଦ୍ମଶ୍ରୀ]] ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
 
 
== ପ୍ରାରମ୍ଭିକ ଜୀବନ ==