"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲେଖାର ଶୈଳୀ ବଦଳାଗଲା, "ମୁଁ" -> "ସେ"
୨୪ କ ଧାଡ଼ି:
ମହାନ୍ତି ୧୯୩୯ ମସିହା ନଭେମ୍ବର ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।<ref>{{cite web|title=Fellow Profile|url=http://www.ias.ac.in/php/fell_detail.php3?name=Mohanty-Hejmadi&intials=Priyambada&year=18-11-1939|publisher=Indian Academy of Sciences|accessdate=8 March 2015}}</ref>
 
=== ପ୍ରାରମ୍ଭିକ ଶିକ୍ଷାଲାଭ ====
ସେ [[ରେଭେନ୍ସା ବାଳିକା ବିଦ୍ୟାଳୟ]]ରୁ ଶିକ୍ଷା ଲାଭ କରିଥିଲେ । ସ୍କୁଲରେ [[ସଙ୍ଗୀତ]]କୁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲେ ଓ କଲେଜରେ [[ବିଜ୍ଞାନ]] ପଢ଼ିଥିଲେ । ସେ ପ୍ରଥମେ ସମକାଳୀନ ସମାଜରେ ଝିଅମାନଙ୍କ ଡାକ୍ତରୀ ପଢ଼ା ଭଳି ନିଜେ ଡାକ୍ତରୀ ପଢ଼ିବାକୁ ଚାହୁଁଥିଲେ ହେଁ କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ । ସେ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇ [[ଜୀବ ବିଜ୍ଞାନ]] ଅନର୍ସ ନେଇଥିଲେ । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି [[ଲକ୍ଷ୍ନୌ ୟୁନିଭରସିଟି]]ରେ ମାଷ୍ଟର ଡିଗ୍ରୀରେ ନାମ ଲେଖାଇଥିଲେ ।