"ସ୍ୱର୍ଗଦ୍ୱାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ 59.94.90.227 (ଆଲୋଚନା) ଙ୍କ ଦେଇ କରାଯାଇଥିବା 243174 ସଙ୍କଳନଟି ପଛକୁ ଫେରାଇନିଆଗଲା
୧ କ ଧାଡ଼ି:
{{ଛୋଟ|Swargadwar}}
ପ୍ରକୃରେ ଜେ କୌଣସି ଲୋକ ସ୍ୱର୍ଗଦ୍ୱାରରେ ଦାହ ହେବ ତାହା ତାର ଆତ୍ମା ସ୍ୱର୍ଗପୁର କୁ ଯିବ ।{{ଛୋଟ|Swargadwar}}
[[File:Swargadwar, Puri.JPG|thumb|ସ୍ଵର୍ଗଦ୍ଵାର]]
'''ସ୍ୱର୍ଗଦ୍ୱାର ହେଉଛି''', [[ହିନ୍ଦୁପୁରୀ]]ମାନଙ୍କର ସ‌ହରର ଉତ୍ତର-ପୂର୍ବ କୋଣଆଡ଼କୁ ବାଲୁକାମୟ ବେଳାଭୂମିରେ ଅବସ୍ଥିତ ଶବଦାହ ଭୂମି । ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବାରେମାର୍ଗଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ସାଧରଣ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ ।<ref>{{cite web|url=http://odishasuntimes.com/2015/01/14/modern-cremation-facility-inaugurated-swargadwar-odishas-puri-town/|title=Modern cremation facility inaugurated at Swargadwar in Odisha's Puri town - OdishaSunTimes.com|work=OdishaSunTimes.com|accessdate=17 February 2016}}</ref>
ଏଠାରେ ଓଡ଼ିଶାର ଭୁତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧୀ ରହିଛି ।
[[File:Biju Patnaik crematorium.jpeg|thumb|ବିଜୁ ପଟ୍ଟନାୟକ ସମାଧୀ]]
 
==ଅବସ୍ଥିତି==
[[File:Swargadwar, Puri 2.JPG|thumb|ସ୍ୱର୍ଗଦ୍ୱାର]]
ସ୍ୱର୍ଗଦ୍ୱାର, [[ପୁରୀ]] ସ‌ହରର ଉତ୍ତର-ପୂର୍ବ କୋଣଆଡ଼କୁ ବାଲୁକାମୟ ବେଳାଭୂମିରେ ଅବସ୍ଥିତ । ଏଠାରେ ଶ୍ମଶାନ‌କାଳୀ ମନ୍ଦିର ଅବସ୍ଥିତ । ଦେବୀ କାଳୀ ସ୍ୱର୍ଗଦ୍ୱାରର ଜଗୁଆଳୀ ଏବଂ ସ୍ୱର୍ଗ ଗମନ କରୁଥିବା ଅତ୍ମାମାନଙ୍କର ପ୍ରତୀକ ସ୍ୱରୂପ । ପ୍ରତ୍ୟେକ ଅମାବାସ୍ୟାରେ ମହାପ୍ରଭୁ [[ଜଗନ୍ନାଥ]] ନିଜର ଶ୍ୱଶୁର ଘର ସମୁଦ୍ରକୁ ବୁଲିବାକୁ ଯିବାବେଳେ ଏହି ଶବଦାହ ଭୂମିଦେଇ ଯାଇଥାନ୍ତି । ଏଠାରେ ଓଡ଼ିଶାର ଭୁତପୂର୍ବ ମୁଖ୍ୟମନ୍ତ୍ରୀ [[ବିଜୁ ପଟ୍ଟନାୟକ]]ଙ୍କ ସମାଧୀ ରହିଛି ।
[[File:Biju Patnaik crematorium.jpeg|thumb|ବିଜୁ ପଟ୍ଟନାୟକ ସମାଧୀ]]
 
==ଲୋକ‌କଥା==