"ମହୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨ କ ଧାଡ଼ି:
*ଦରକାର ଅନୁସାରେ ଲୁଣ,ହଳଦୀ ଗୁଣ୍ଡ ଓ ପାଣି ଦେବେ
==ପ୍ରସ୍ତୁତି==
ପ୍ରଥମେ ପନିପରିବା ସବୁକୁ ପରିଷ୍କାର କରି ବାଛି ଦେଇ ଛୋଟ ଛୋଟ କରି କାଟି ରଖିବେ।ରଖିବେ।ଜିରାକୁ ଅଧେ ଭାଜି ଗୁଣ୍ଡ କରି ରଖିବେ।ପରିବା ସହିତ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ସିଝାନ୍ତୁ।ବିରିବଡ଼ି କୁ ଭାଜି ଖଣ୍ଡ ଖଣ୍ଡ କରି ରଖନ୍ତୁ।୬ଚାମଚ ଘିଅ ଗୋଟିଏ ପାତ୍ରରେ ନେଇ ତାକୁ ଗରମ କରି ସେଥିରେ ତେଜପତ୍ର, ଅବଶିଷ୍ଟ ଜିରା ପକାଇ ଫୁଟାନ୍ତୁ।
"https://or.wikipedia.org/wiki/ମହୁର"ରୁ ଅଣାଯାଇଅଛି