"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୪୧ କ ଧାଡ଼ି:
 
== ଜୀବନ ==
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜଗନ୍ନାଥ ୧୯୩୬ରେ [[ପୁରୀ]] ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ]]ରେ ସେ ପଢ଼ା ପରେ ସେସାରି [[ଆଲ୍ହାବାଦ ବିଶ୍ଵବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ [[ଭାରତୀୟ ପ୍ରଶାସନିକ ସେବା]]ରେ <!--[[Indian Administrative Service]]-->ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।<ref>{{cite news|title=ଦିଲ୍ଲୀ ଓଡ଼ିଆଙ୍କ ମୁରବୀ|url=http://www.dharitri.com/chhutidina/251015/p11.htm|accessdate=27 October 2015|newspaper=ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫}}</ref>
 
== ସାହିତ୍ୟରଚନା ==
=== ପ୍ରାକ ରଚନା ===
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । [[ଓଡ଼ିଆ ଭାଷା|ଓଡ଼ିଆ]] ପତ୍ରିକା [[ଡଗର (ପତ୍ରିକା)|ଡଗର]], [[ଝଙ୍କାର (ପତ୍ରିକା)|ଝଙ୍କାର]], [[ଆସନ୍ତାକାଲି (ପତ୍ରିକା)|ଆସନ୍ତାକାଲି]] ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । [[ମନୋଜ ଦାସ]]ଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୁହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି" ଦ୍ଵାରା ସେ [[ପଟ୍ଟଚିତ୍ର]] ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ପ୍ରକାଶ ପାଇଥିଲା
<!--J.P. began writing poetry early in his teens. In 1951, he brought out a collection entitled Stabak. His poems began to appear regularly in the leading Oriya journals such as Dagara, Jhankara and Asantakali. Joining the Students' Federation of India (SFI) he co-edited a journal, Agami, with Manoj Das.-->
<!--J.P.'s experiences as an I.A.S. officer in Orissa, especially in Kalahandi district, shaped his thinking and left wing leanings. He wrote two short plays in 1960. In 1970 he held a solo exhibition of his paintings.-->