"ସ୍ନେହସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
୧୩ କ ଧାଡ଼ି:
 
===ଯୌଗିକ ସ୍ନେହସାର (Complex Lipid)===
[[File:Phospholipids aqueous solution structures.svg|thumb|250px|ଫସ୍‌ଫୋଲିପିଡ୍‌ର ସଂରଚନା ।]]
 
ଏପ୍ରକାର ସ୍ନେହସାରରେ [[ମେଦାମ୍ଳ]] (Fatty acid) [[ଗ୍ଲିସେରଲ୍]] (Glycerol) ବ୍ୟତୀତ [[ଫସ୍‌ଫରସ|ଫସ୍‌ଫରସ୍]], [[ଯବକ୍ଷାରଜାନ]] ଓ [[ଗନ୍ଧକ]] କିମ୍ବା [[ପୁଷ୍ଟସାର]] ଭଳି [[ଅଣୁ]] ସଂଯୋଜିତ ହୋଇ ରହିଥାଏ । [[ଫସ୍‌ଫୋଲିପିଡ୍]] (Phospholipid) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜୈବିକ ଯୌଗିକ ସ୍ନେହସାର । କାରଣ ଏହା ପ୍ରାଣୀ ଓ ଉଦ୍ଭିଦ ଶରୀରରେ ଥିବା କୋଷିକା ଆବରଣର ଅଂଶବିଶେଷ । ଗୋଟିଏ ବା ଦୁଇଟି ମେଦାମ୍ଳ ଫସ୍‌ଫେଟ୍ ବର୍ଗ ସ‌ହ ସଂଯୋଜିତ ହୋଇ ଫସ୍‌ଫୋଲିପିଡ୍ ଅଣୁ ତିଆରି ହୋଇଥାଏ । ଏହିଭଳି ପଦାର୍ଥ ସ‌ହ [[କୋଲିନ୍]] (Cholin)ର ସଂଯୋଗରୁ [[ଲେସିଥିନ୍]] (Lecithin) ନାମକ ଯୌଗିକ ସ୍ନେହସାର ଉତ୍ପନ୍ନ ହୋଇଥାଏ ।
 
"https://or.wikipedia.org/wiki/ସ୍ନେହସାର"ରୁ ଅଣାଯାଇଅଛି