"ଖଣିଜ ଜଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୦ କ ଧାଡ଼ି:
ପୁରାକାଳରୁ ଖଣିଜ ଜଳ ଥିବା ସ୍ଥାନମାନଙ୍କରେ ପର୍ଯ୍ୟଟକ କେନ୍ଦ୍ରମାନ ବିସ୍ତାର ଲାଭ କରିଥିଲା । ଉଦାହରଣ ସ୍ୱରୁପ ରୋମାନିଆରେ ସାରା ୟୁରୋପର ଏକ ତୃତୀୟାଂଶ ମିନେରାଲ ଜଳ ଓ ଉଷ୍ମ ପ୍ରସ୍ରବଣ ଅଛି ।<ref>[http://www.capital.ro/detalii-articole/stiri/bucuresti-statiune-balneara-o-gluma-buna-115796.html Bucureşti, staţiune balneară – o glumă bună?] in Capital, 19 January 2009. Retrieved: 26 April 2011</ref><ref>[http://www.zf.ro/ziarul-de-duminica/reportajul-saptamanii-ruinele-de-la-baile-herculane-si-borsec-nu-mai-au-nimic-de-oferit-6092451 Ruinele de la Baile Herculane si Borsec nu mai au nimic de oferit] in Ziarul Financiar, 5 May 2010. Retrieved: 26 April 2011</ref> ପର୍ଯ୍ୟଟକମାନଙ୍କ ନିମନ୍ତେ ଅନେକ ସ୍ପା ଟାଉନ ଓ ହାଇଡ୍ରୋପାଥିକ ବା ହାଇଡ୍ରୋ ହୋଟେଲ ଖୋଲିଛି ।
 
==ଉପାଦାନ==
[[File:Stilles_Mineralwasser.jpg|upright|thumb|ଖଣିଜ ଜଳ]]
ଜଳରେ ଅଧିକ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଦ୍ରବୀଭୁତ ହୋଇଥିଲେ ତାହାକୁ ଭାରୀ ଜଳ ବା ହାର୍ଡ଼ ୱାଟର, (ହିନ୍ଦି ଭାଷାରେ କଠୋର ଜଳ) କୁହାଯାଏ । ଅଳ୍ପ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଆୟନ ଜଳରେ ଥିଲେ ତାହାକୁ ସଫ୍ଟ ୱାଟର ବା ମୃଦୁ ଜଳ କୁହାଯାଏ ।<ref>{{cite web|url=https://water.usgs.gov/edu/hardness.html|title=Hard Water |publisher= USGS|date= 8 April 2014|accessdate=16 May 2015}}</ref>
 
ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଅନୁସାରେ ମିନେରାଲ ଜଳରେ ଏକ ମିଲିଅନ ଅଂଶରେ ୨୫୦ ଅଂଶ ଦ୍ରବିଭୁତ କଠିନ ପଦାର୍ଥ ଥାଏ ଯାହା ଭୌଗଳିକ ଓ ଶାରୀରିକ ସୁରକ୍ଷାପ୍ରାପ୍ତ ହୋଇ ଭୂଗର୍ଭରେ ଲୁକ୍କାୟିତ ଭାବରେ ଥାଏ । ଏଥିରେ କୌଣସି ଖଣିଜ ପଦାର୍ଥ ମିଶାଯାଏ ନାହିଁ । <ref>[http://www.fda.gov/NewsEvents/Testimony/ucm170932.htm FDA U.S. Food and Drug Administration, ''Regulation of Bottled Water: Appendix'': "Mineral Water"] Retrieved 28 March 2010</ref> ଅନେକ ସ୍ଥାନରେ କାର୍ବୋନେଟେଡ ଜଳ ବା ସୋଡ଼ା ଜଳକୁ ମିନେରାଲ ୱାଟର କୁହାଯାଏ ଯାହା ପାଇପ ଜଳଠାରୁ ପୃଥକ୍ ।
 
ଉତ୍ସ ସ୍ଥାନରେ କୌଣସି ମିଶ୍ରଣ ହୋଇ ନ ଥିବା ବୋତଲ ଜଳକୁ ୟୁରୋପରେ ମିନେରାଲ ୱାଟର କୁହାଯାଏ ।<ref>[http://eur-lex.europa.eu/LexUriServ/LexUriServ.do?uri=CELEX:32009L0054:EN:NOT EU Directive 2009/54/EC]</ref> ଏହି ଜଳରୁ ଡିକାଣ୍ଟେସନ ଓ ଫିଲଟ୍ରେସନ ପଦ୍ଧତିରେ ଲୌହ, ମାଙ୍ଗାନିଜ, ସଲଫର ଓ ଆର୍ସେନିକ କାଢ଼ିନେବାକୁ ଅନୁମତି ଦିଆଯାଏ ଯେ ପର୍ଯ୍ୟନ୍ତ ଏହାର ଅତ୍ୟାବଶ୍ୟକୀୟ ଉପାଦାନରେ ପରିବର୍ତ୍ତନ କରାଯାଇ ନାହିଁ । ଭୌତିକ ଉପାୟରେ ଏହି ଜଳରେ ଅଙ୍ଗାରକାମ୍ଳ ମିଶ୍ରଣ ବା ନିଷ୍କାସନ ବା ପୁନର୍ମିଶ୍ରଣ କରାଯାଇପାରେ । ଏହାକୁ ଡିସିନଫେକସନ ବା ବ୍ୟାକ୍ଟେରିଓସ୍ଟାଟିକ ପଦାର୍ଥ ମିଶାଯାଏ ନାହିଁ ।
 
 
Line ୨୪ ⟶ ୩୦:
* [http://www.finewaters.com/Bottled_Water/index.asp Bottled Water of the World: Worldwide Bottled Water Brands Listed by Country]
* [http://www.eupedia.com/europe/european_mineral_waters.shtml Eupedia: ''List of European mineral water brands with mineral analysis'']
 
 
{{Authority control}}
 
[[ଶ୍ରେଣୀ:ଖଣିଜ ଜଳ]]
"https://or.wikipedia.org/wiki/ଖଣିଜ_ଜଳ"ରୁ ଅଣାଯାଇଅଛି